Odisha Link
Bridging the Missing Links in Odisha
Browsing Tag

Sized

ଭୁବନେଶ୍ୱରରୁ ଲକ୍ଷାଧିକ ଟଙ୍କା ଓ…

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ବଡ଼ଧରଣର ବ୍ରାଉନସୁଗର ଡିଲର ପର୍ଦ୍ଧାଫାସ କରିଛି ପୁଲିସ। ଏକ ଘର ଭିତରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି। ଜବତ ବ୍ରାଉନସୁଗରର ଓଜନ ୫୫୦ ଗ୍ରାମ ଜବତ କରାଯାଇଛି। ବ୍ରାଉନସୁଗର ସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି। ସହିଦନଗର ଥାନା କେସୁରା ଅଞ୍ଚଳର…

ରାଜଧାନୀରୁ ୨୫୦୦ କୋଟିର ହେରୋଇନ୍‌ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ ସ୍କ୍ବାଡକୁ ବଡ଼ ସଫଳତା। ସ୍ୱତନ୍ତ୍ର ସେଲର ଅଧିକାରୀମାନେ ଏକ ବଡ଼ ଡ୍ରଗ୍ସ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛନ୍ତି। ଆଜି ୩୫୪ କେଜି ଓଜନର ହେରୋଇନ୍‌ ଜବତ କରିଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ହେରୋଇନ୍‌ର ଆନୁମାନିକ ମୂଲ୍ୟ ୨୫୦୦ କୋଟି…

୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ…

କୋରାପୁଟ: ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ। କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସ ଏହି ଗଞ୍ଜେଇ ବୋଝେଇ ଟ୍ରାକ୍ଟରକୁ ଜବତ କରିଛି। ଟ୍ରାକ୍ଟରରେ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଥିବା ବେଳେ ୨ଜଣ ଘଟଣାସ୍ଥଳରେ ଟ୍ରାକ୍ଟର ଛାଡ଼ି ଫେରାର ହୋଇଯାଇଛନ୍ତି। ଆନ୍ଧ୍ରପ୍ରଦେଶ ସୀମାନ୍ତ…

ବ୍ରହ୍ମପୁରରେ ନକଲି ସସ୍ କାରଖାନା ଠାବ

ବ୍ରହ୍ମପୁର: ରାଜ୍ୟରେ ବଢିବାରେ ଲାଗିଛି ନକଲି ସାମଗ୍ରୀ କାରବାର। କଟକ, ସମ୍ବଲପୁର, ରାଜଧାନୀ ପରେ ଏବେ ବ୍ରହ୍ମପୁରରେ ନକଲି କାରଖାନା ଠାବ ହୋଇଛି। ପୂର୍ବରୁ ବ୍ରହ୍ମପୁରରୁ ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଥିବା ବେଳେ ଆଜି ନକଲି ସସ୍‌ କାରଖାନା ଠାବ ହୋଇଛି। ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ…

କଟକରୁ ପୁଣି ନକଲି ଜର୍ଦ୍ଦା ଜବତ

କଟକ: ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ। ଆଜି ପୁଣି ଥରେ କଟକ ସଦର ଅଞ୍ଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି। ସାଶୋଳ ଗାଁରୁ ୪ କ୍ବିଣ୍ଟାଲ ଗୁଣ୍ଡି, ଜର୍ଦ୍ଦା ଜବତ ହୋଇଛି।ନକଲି ଗୁଣ୍ଡି ପ୍ରସ୍ତୁତ ଅଭିଯୋଗରେ ପୋଲିସ ଜଣଙ୍କୁ ଅଟକ ରଖିଛି। ୩ ଟି ଗୋଦାମରେ ସଦର ଥାନା ପୋଲିସର…

ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଧୁକ ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଧୁକ ଜବତ। ବିମାନବନ୍ଦରରେ ଚେକିଂ ବେଳେ ଜଣେ ଯାତ୍ରୀଙ୍କ ଠାରୁ ବନ୍ଧୁକ ଜବତ ହୋଇଛି। ଯାତ୍ରୀ ଜଣକ ଏୟାର ଏସିଆ ବିମାନରେ ଚେନ୍ନାଇ ଯାଇଥାନ୍ତେ। ଜନତ ବନ୍ଧୁକର କୌଣସି କାଗଜପତ୍ର ନଥିଲା ସେଥିପାଇଁ ସମ୍ପୃକ୍ତ ଯାତ୍ରୀଙ୍କୁ ଏୟାପୋର୍ଟ ଥାନାକୁ ହସ୍ତାନ୍ତର…

ରାଜଧାନୀରୁ ୫୨ ଲକ୍ଷ ଟଙ୍କାର…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ୫୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି। ବାଲେଶ୍ବର ଜିଲ୍ଲାର ଜଳେଶ୍ବରରୁ ଭୁବନେଶ୍ବରକୁ ବ୍ରାଉନ୍‌ସୁଗାର ଚାଲାଣ ହେଉଥିବା ବେଳେ କମିସନରେଟ ପୁଲିସ୍‌ର କୁଇକ୍‌ ଆକ୍ସନ ଟିମ୍‌ ଏହାକୁ ଜବତ କରିଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ‌ପରେ ପୁଲିସ ଟିମ୍‌ ଆଜି…

ଲୁଟେରା ଗ୍ୟାଙ୍ଗ୍ ଗିରଫ, ୧୦୩ ମୋବାଇଲ…

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଝାଡ଼ଖଣ୍ଡ ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗ୍। ଆଜି ଭୁବନେଶ୍ୱର କମିଶନରେଟ୍‌ ପୁଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିଛି। ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୧୦୩ଟି ମୋବାଇଲ ଜବତ କରିଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଆଇ‌ ଫୋନ୍‌ ଚୋରି ନେଇ ଥାନାରେ…

୩ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ, ଜଣେ…

କୋରାପୁଟ: କୋରାପୁଟରୁ ବିପୁଳ ପରିମାଣର ନକଲି ନୋଟ୍ ଜବତ। କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଏହି ନକଲି ନୋଟ୍ ଜବତ କରିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ ୩…

୫ ଲକ୍ଷ ଟଙ୍କାର ବାଣ ଜବତ

ରାଉରକେଲା: ବାଣ ଗୋଦାମ ଉପରେ ଚଢ଼ଉ କରି ୫ ଲକ୍ଷ ଟଙ୍କାର ବାଣ ଜବତ। ଆଜି ସକାଳେ ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ୩ଟି ବାଣ ଗୋଦାମ ଉପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରିଛି। କରୋନା ମହାମାରୀ ପାଇଁ ଏଥର ଦୀପାବଳିରେ ବାଣ ଫୁଟାଇବା ଏବଂ ବିକ୍ରି ଉପରେ ସମ୍ପୂର୍ଣ୍ଣ…