Odisha Link
Bridging the Missing Links in Odisha
Browsing Tag

Smart City Bbsr

ଭୁବନେଶ୍ୱରକୁ ଓଡିଏଫ୍ ପ୍ଲସ୍ ପ୍ଲସ୍…

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମକୁ ମିଳିଛି ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା। କ୍ୟୁସିଆଇ ଦ୍ୱାରା ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଓ ପାରିପାଶ୍ୱିର୍କ ସ୍ଥିତିକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଏହି ମୂଲ୍ୟାୟନ କରାଯାଇଛି। ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା ହେଉଛି ସ୍ୱଚ୍ଛ ଭାରତ ମିଶନର ଏକ ସୂଚକାଙ୍କ।…

ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ପରେ…

ଭୁବନେଶ୍ଵର: ରାଜଧାନୀରେ ଲଜ୍ଜା। ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ କରି ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନିକଟରେ ଫିଙ୍ଗି ଦେଇଥିବା ସୂଚନା ମିଳିଛି। ପୀଡିତଙ୍କୁ ଉଦ୍ଧାର କରି ପତିତ ଉଦ୍ଧାର ସମିତି ଚିକିତ୍ସା ପାଇଁ ହସ୍ପିଟାଲ ସ୍ଥାନାନ୍ତର କରିଛି। ଉଦ୍ଧାର ଯୁବତୀ ମାନସିକ…

କାଲି ଠାରୁ ଅନ୍ତର୍ଜାତୀୟ ଧଉଳି ଚିତ୍ରକଳା…

ଭୁବନେଶ୍ବର: କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ଧଉଳି ଚିତ୍ରକଳା ଦିବସ। ଏହି ଉତ୍ସବକୁ ଧୁଲି ଚାରୁକଳା ମହାବିଦ୍ୟାଳୟ ଆୟୋଜନ କରୁଛି। ଶାନ୍ତିସ୍ତୂନ ଧୁଳିର ପାଦଦେଶରେ ଉଡିବ ବିଭିନ୍ନ ଦେଶର ରଙ୍ଗବେରଙ୍ଗ ଜାରୀୟ ପତାକା। ଏହି ଉତ୍ସବକର ଯୋଗ ଦେବେ ବିଭିନ୍ନ ଦେଶର ନାମୀ ଦାମୀ ଚିତ୍ରଶିଳ୍ପୀ ଏବଂ…

ସ୍ମାର୍ଟସିଟି ସୁରକ୍ଷା ଚିନ୍ତା: ଆବଶ୍ୟକ…

ଭୁବନେଶ୍ବର: ରାଜଧାନୀରେ ଛିନ୍‌ତାଇ, ଲୁଟ୍‌ ଓ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ୍‌ ସହଭାଗିତାରେ ରାଜଧାନୀର ମୁଖ୍ୟ ରାସ୍ତା ସହିତ ଗଳିକନ୍ଦିରେ ସିସିଟିଭି ଯୋଜନା କରିଛି। ଏନେଇ ସରକାରୀ ବ୍ୟୟ ବରାଦ ଅଧିକ ହୋଇପଡ଼ିବ। ତେଣୁ କମିସନରେଟ୍‌…

ଚଳିତ ବର୍ଷ ସ୍ମାର୍ଟସିଟିରେ ଖର୍ଚ୍ଚ ହେବ…

ଭୁବନେଶ୍ବର : ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍‌)ର ୧୩ତମ ବୋର୍ଡ ଅଫ୍‌ ଡାଇରେକ୍ଟରର୍ସ ‌ବୈଠକ ଯୋଜନା ଓ ସମନ୍ବୟ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଏସ୍‌ସିଏଲ୍‌ର ଅଧ୍ୟକ୍ଷ ତଥା ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ…

ଜଳମଗ୍ନ ସ୍ମାର୍ଟ ସିଟି ଭୁବନେଶ୍ବର

ଭୁବନେଶ୍ବର: ରାଜରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି। ଏମିତିକି ଓଭର୍‌ ବ୍ରିଜ୍‌ ଉପରେ ପାଣି ଲହଡ଼ି ଭାଙ୍ଗୁଛି। ଗତକାଲି ସନ୍ଧ୍ୟାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ସ୍ମାର୍ଟ ସିଟି ଭୁବନେଶ୍ବରରେ। ଲଘୁଚାପ ପ୍ରଭାବରେ ଗତକାଲି ସନ୍ଧ୍ୟାରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଯାହାଫଳରେ ରାଜଧାନୀର…