ଏଥର ବି ବିନା ଭକ୍ତରେ ହେବ ଦେବସ୍ନାନ…
ପୁରୀ: ଜୁନ୍ ୨୪ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ଏହାକୁ ନଜରରେ ରଖି ୧୪୪ ଧାରା ଲାଗୁ କରିବା ପ୍ରଶାସନ। ଆସନ୍ତାକାଲି ଅର୍ଥାତ୍ ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ସକାଳ ଯାଏଁ ୧୪୪ ଧାରା ଜାରି କରିଛି ପ୍ରଶାସନ।
ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇ କହିଛନ୍ତି ଯେ,…