Odisha Link
Bridging the Missing Links in Odisha
Browsing Tag

Social Worker

ବିବାହ ଦିନ ବର ଚମ୍ପଟ, କନ୍ୟାର ହାତ…

ଭୁବନେଶ୍ବର: ଝିଅଟିଏ ବାଡ଼ୁଅ ପାଣିରେ ଗାଧୋଇ ହୋଇ ମଙ୍ଗୁଳା ହୋଇ ବର ଆସିବାକୁ ଅପେକ୍ଷା କରିଥିଲା। ମାତ୍ର ବିବାହ ଦିନ ବର ଗେଷ୍ଟ୍‌ ହାଉସ୍‌ରୁ ଚମ୍ପଟ ହୋଇଯାଇଛି। ଏଭଳି ଏକ ଘଟଣା ଘଟିଛି ଗତକାଲି ଜଗତସିଂହପୁର ଜିଲ୍ଲାରେ। ଶେଷରେ ଜଣେ ଯୁବ ସମାଜସେବୀ ଭୀଷ୍ମନାରାୟଣ ନାୟକ ମଙ୍ଗୁଳା କନ୍ୟାଙ୍କ ହାତ…

ବାହାଘରକୁ ମାସେ ପୂରିନି, ଜୀବନ ହାରିଲେ…

ଭୁବନେଶ୍ବର: ଅନ୍ରକୁ ବଞ୍ଚିବାର ମହତ୍ତ୍ବ ଓ ଜୀବନର ମାନେ ବୁଝାଉଥିଲେ; ଭାଙ୍ଗିପଡ଼ିଥିବା ମଣିଷକୁ ଆଶ୍ବାସନାର ଆଶାବାଡ଼ି ଧରାଉଥିଲେ ଯୁବ ସମାଜସେବୀ ଆଦିତ୍ୟ ଦାଶ। ସେଥିପାଇଁ ଖୁଉବ୍‌ କମ ବୟସରୁ ସେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ପାଲଟିଥିଲେ। ଫେସବୁକରେ ତାଙ୍କର ୮୦ ହଜାରରୁ ଅଧିକ ଅନୁଗାମୀ ଥିବା ବେଳେ…

ଲକଡାଉନ: ପୋଲିସ୍ ଏବଂ ଅସହାୟ ଲୋକଙ୍କୁ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସରୁ ମୁକୁଳିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକଡାଉନ ହୋଇଛି। ମହାମାରୀ କରୋନାର ମୁକାବିଲା କରିବା ସରକାରଙ୍କଠୁ ଆରମ୍ଭ କରି ବେସରକାରୀ ସଂସ୍ଥା ଅଣ୍ଟା ଭିଡିଛନ୍ତି। ଏହି ମହାମାରୀର ମୁକାବିଲା ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଉଛନ୍ତି। ସରକାର, ବିଭିନ୍ନ ଶିଳ୍ପ ସଂସ୍ଥା,…