Odisha Link
Bridging the Missing Links in Odisha
Browsing Tag

son

କୁଳାଙ୍ଗାର ପୁଅର କଳା କାରନାମା, ବୃଦ୍ଧ…

ନୂଆଦିଲ୍ଲୀ: ବୋରିଭାଲିର ଜଣେ ୭୭ ବର୍ଷିୟ ବ୍ୟବସାୟୀ ନିଜ ପୁଅ ନାମରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ ଥ‌ାନାରେ ଅଭିଯୋଗ କରି କହିଛନ୍ତି ଯେ, ତାଙ୍କ ପୁଅ ତାଙ୍କର ଜାଲି ଦସ୍ତଖତ କରି ତାଙ୍କ ନାମରେ ୨.୫ କୋଟି ଟଙ୍କା ଋଣ ଉଠାଇଛନ୍ତି। ଏନେଇ ମଧ୍ୟ ପୁଲିସ୍‌ ଏକ ମାମଲା ରୁଜୁ କରିଛି। ପୁଲିସ୍‌ ପକ୍ଷରୁ…

ମାଙ୍କୁ ନେଇ ନିଜ ପିଠିରେ ୪କି.ମି ଚାଲିଲେ…

ରାଞ୍ଚି: ମହାମାରୀ କରୋନା ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା କାଳରେ ଅନେକ ଜନସାଧାରଣଙ୍କ ଜୀବନ ବହୁ କଷ୍ଟରେ ଅତିବାହିତ ହେଉଛି। ବିଶେଷକରି ଗରିବ, ମଧ୍ୟବିତ୍ତ ପରିବାରର ବ୍ୟକ୍ତି ବିଶେଷ କରୋନା ଜନିତ ବିପର୍ଯ୍ୟୟର ସାମ୍ନା କରିଛନ୍ତି। ଏପରିକି ଦେଶର ବିଭିନ୍ନ ସ୍ଥାନରେ ଏବେ ସୁଦ୍ଧା…

ଆଇସୋଲେସନ୍‌ରେ ସଂଜୟ ଦାସ ବର୍ମାଙ୍କ…

ଭୁବନେଶ୍ବର: ନିଜ ପୁଅକୁ ଘରେ ଆଇସୋଲେସନ୍‌ (ଏକାନ୍ତ କୋଠରୀରେ) ରଖିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା। ଏକ ଭିଡିଓ ବାର୍ତ୍ତାରେ ଶ୍ରୀ ଦାସବର୍ମା କହିଛନ୍ତି ଯେ, ତାଙ୍କ ପୁଅ ଅଚିନ୍‌ ଦାସ ବର୍ମା ଗତକାଲି ଲଣ୍ଡନରୁ ଫେରିଛନ୍ତି। ସରକାରଙ୍କ ନିର୍ଦ୍ଦେଶନାମା…

ବାପାକୁ ହତ୍ୟା କଲା ପୁଅ

ରାଇରଙ୍ଗପୁର: ବାପାକୁ ହତ୍ୟା କରିଛି ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଡୋଭା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ନାମ ହେଉଛି ଗୋପାଳ ନାଏକ ଏବଂ ହତ୍ୟା କରିଥିବା ଅଭିଯୁକ୍ତ ପୁଅ ହେଉଛି ଜିତେନ ନାଏକ। ହତ୍ୟା ଅଭିଯୋଗରେ ଜିତେନକୁ ପୁଲିସ୍‌ ଗିରଫ କରିଛି।…

ପାଠ ପାଇଁ ପିଠିରେ ଗଧ ଲେଖି ଘରୁ ତଡିଦେଲେ…

କେନ୍ଦୁଝର: ପାଠ ପାଇଁ ଅକଥନୀୟ ଅତ୍ୟାଚାର। ୮ ବର୍ଷର ଶିଶୁକୁ ଅମାନୁଷିକଭାବେ ବାଡେଇ, ପିଠିରେ ଗଧ ଲେଖି ଉଲଗ୍ନ କରି ଘରୁ ବାହାର କରିଦେଇଛନ୍ତି ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ। ସୂଚନାଯୋଗ୍ୟ ଯେ, ସ୍ବାମୀ ଅଶ୍ବିନୀ ବିହାରରେ ୟୁନିଅନ ବ୍ୟାଙ୍କ୍ ଅଫ୍…