Odisha Link
Bridging the Missing Links in Odisha
Browsing Tag

Song

ଭାଇରାଲ ବୟ ତ୍ରୈଲୋକ୍ୟଙ୍କ ନୂଆ ଗୀତ,…

ଭୁବନେଶ୍ବର: 'ମୁଁ ଇସ୍କୁଲରେ ପଢ଼ୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି' ଡାଇଲଗ୍‌ ମାରି ସାରା ରାଜ୍ୟରେ ଭାଇରାଲ ବୟ ଭାବେ ପରିଚିତ ତ୍ରୈଲୋକ୍ୟ ରାୟ ଏବେ ପୁଣି ଚର୍ଚ୍ଚାରେ। ଭାଇରାଲ ଡାଇଲଗ୍‌ ପରେ ‘ମୁଁ ଇସ୍କୁଲରେ ପଢ଼ୁଛି' ଗୀତ ଗାଇ ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲେ ବାଲିପାଟଣା ଆମଣାକୁଦ ଗାଁର…

ରଜଦୋଳି ଗୀତ କିଏ ଲେଖିଥିଲେ- ମାଗୁଣି…

ନୟାଗଡ଼: ଆଜି ରଜ ସଂକ୍ରନ୍ତି। ଗତକାଲି ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ତିନିଦିଆ ଗଣପର୍ବ ରଜ ଉତ୍ସବ। ତେବେ ରଜ ଦୋଳି ଖେଳ ସହ ଯୋଡ଼ିହୋଇ ରହିଥିବା ସବୁଠୁ ପ୍ରସିଦ୍ଧ ଗୀତଟି ହେଉଛି "ବନସ୍ତେ ଡାକିଲା ରଜ, ବରଷକେ ଥରେ ଆସିଛି ରଜ।" ଏ ଗୀତଟି କିଏ ଲେଖିଛନ୍ତି ସେ ବାବଦରେ ସେ ନେଇ ଏବେ ଏକ ତଥ୍ୟ ସାମନାକୁ…

ଓଡ଼ିଆ ଭଜନ ଗାଇ ପୁଣି ଚର୍ଚ୍ଚାରେ…

ଭୁବନେଶ୍ବର: କଣ୍ଟ୍ରୋଭର୍ସି କୁଇନ୍‌ ରାନୀ ପଣ୍ଡାଙ୍କୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ସର୍ବଦା ବିବାଦରେ ରହୁଥିବା ରାନୀ ପଣ୍ଡା ଏବେ ଗୋଟିଏ ପରେ ଗୋଟିଏ ଭଲ କାମ କରି ଚର୍ଚ୍ଚାରେ ରହୁଛନ୍ତି। ପ୍ରଥମେ କରୋନା ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ୫୦ ହଜାର ଟଙ୍କାର ଏକ ଚେକ୍‌…

ଗୀତ ଗାଇ ‘କରୋନା’ ସଚେତନତା…

ଭୁବନେଶ୍ବର: ‘କୋରନା ଭାଇରସ’ରୁ କିପରି ବିଶ୍ବବାସୀ ମୁକ୍ତି ପାଇବେ ସେଥିପାଇଁ ବିଭିନ୍ନ ସ୍ତରରେ ସଚେତନ କରାଯାଉଛି। କରୋନାର ମୁକାବିଲା କରବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ କିଛି ନା କିଛି କାର୍ଯ୍ୟ କରି ସଦାବେଳେ ଚର୍ଚ୍ଚାରେ ରହୁଥିବା ଗଜପତି ଜିଲ୍ଲା ଏସ୍‌ପି…

ସଂଗୀତ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କଲେ ମୌନୀ

ମୁମ୍ବାଇ : ଗୋଟେ ପରେ ଗୋଟେ ସଫଳତାର ପାହାଚ ଚଢିବାରେ ଲାଗିଛନ୍ତି ଅଭିନେତ୍ରୀ ମୌନୀ ରାୟ। ଟେଲିଭିଜନ ପରେ ବଲିଉଡରେ ଡେବ୍ୟୁ କରିଥଲେ ସେ । ନିଜର ନୃତ୍ୟ ଓ ଅଭିନୟର ଯାଦୁରେ ସମସ୍ତଙ୍କ ମନ କିଣି ନେଇଛନ୍ତି ମୌନୀ । ଦର୍ଶକ ବର୍ତ୍ତମାନ ତାଙ୍କ ଭିତରେ ଥିବା ଆଉ ଏକ ପ୍ରତିଭାକୁ ଦେଖିବାକୁ ପାଇବେ ।…

ଗୀତ ଗାଇଲେ ବିଜେଡି ନେତା, ଦେଖନ୍ତୁ…

ତିର୍ତୋଲ: ସାରା ରାଜ୍ୟରେ ଏବେ ବିଜେପୁର ଉପନିର୍ବାଚନକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏଥିପାଇଁ ତିନି ପ୍ରମୁଖ ରାଜନୈିତିକ ଦଳ ପ୍ରସ୍ତୁତି ଚଳାଇଛନ୍ତି। ହେଲେ ବିଜେଡି ନେତା ଗୀତ ଗାଇବା ଏବେ ଆଉ ଏକ ଚର୍ଚ୍ଚା ହୋଇଛି। ବିଜେଡି ନେତା ଗୀତ ଗାଇବା ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତୋଲ…