Odisha Link
Bridging the Missing Links in Odisha
Browsing Tag

Soumya Ranjan Patnaik

ଘସିପୁରାରୁ ବିଜେପି ପ୍ରାର୍ଥୀ ସୌମ୍ୟ!

ଭୁବନେଶ୍ବର: ପୂର୍ବତନ ବିଜୁ ଜନତା ଦଳ ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ ସୂଚନା ମିଳୁଛି। ସୂତ୍ର ଅନୁସାରେ ତାଙ୍କୁ ବିଜୁ ଜନତା ଦଳକୁ ଫେରାଇ ଆଣିବା ପାଇଁ ଦଳ ପକ୍ଷରୁ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ନେତା…

ପଦ୍ମ ଧରିବେ ସୌମ୍ୟ-ପ୍ରସନ୍ନ !

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଢୁଥିବା ତାପମାତ୍ରା ପରି ରାଜ୍ୟ ରାଜନୀତିର ପାରା ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ତାରିଖ ଯେତେ ପାଖଉଛି ନେତାଙ୍କ ଦଳବଦଳ ସେତେ ପରିମାଣର ବଢିବାରେ ଲାଗିଛି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ…

ବିଜେଡିକୁ ଫେରିବେ ସୌମ୍ୟରଂଜନ!

ଭୁବନେଶ୍ବର: ବିଜୁ ଜନତା ଦଳରୁ ବହିଷ୍କୃତ ହେବାର ୬ ମାସ ପରେ ବରିଷ୍ଠ ରାଜନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପୁଣି ଦଳକୁ ଫେରିବାର ଆଶା ଉଦୟ ହୋଇଛି। ଦଳୀୟ ସମୀକରଣ ଠିକ ରହିଲେ ସେ କିମ୍ବା ତାଙ୍କର କନ୍ୟା ତଥା ସମ୍ବାଦର ସଂପାଦକ ତନୟା ପଟ୍ଟନାୟକ ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି…

ନବୀନ ନିବାସରେ ତନୟା ପଟ୍ଟନାୟକ

ଭୁବନେଶ୍ବର: ବିଜୁ ଜନତା ଦଳରୁ ଦୂରେଇ ଯାଇଥିବା ବରିଷ୍ଠ ରାଜନେତା ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ କନ୍ୟା ତଥା ଦୈନିକ ସମ୍ବାଦର ସଂପାଦକ ତନୟା ପଟ୍ଟନାୟକ ଆଜି ଅପରାହ୍ଣରେ ନବୀନ ନିବାସ ଯାଇଥିବା ନେଇ ସୂଚନା ମିଳିଛି। ଅନ୍ୟପଟେ ଆଜି ବିଳମ୍ବିତ ରାତିରେ ବିଜେଡିର ବରିଷ୍ଠ ନେତା ତଥା…

ସୌମ୍ୟଙ୍କ ବାସଭବନରେ ମନମୋହନ ଓ ବବି ଦାସ

ଭୁବନେଶ୍ବର: ବିଜୁ ଜନତା ଦଳରୁ ଦୂରେଇ ଯାଇଥିବା ବରିଷ୍ଠ ରାଜନେତା ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ନେଇ ପୁଣି ରାଜନୀତି ଉଷ୍ମ ହୋଇଛି। ଦୁଇଦିନ ତଳେ ତାଙ୍କ ବାସଭବନକୁ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ ଯାଇଥିବାବେଳେ ଆଜି ବିଳମ୍ବିତ ରାତିରେ ବିଜେଡିର ବରିଷ୍ଠ ନେତା…

“ଯାହାଙ୍କୁ ଗଢ଼ିଥିଲି, ତାଙ୍କ ଗୁଣ…

ଓଏଲ୍‌ ବ୍ୟୁରୋ: ଆଜି ଖୋର୍ଦ୍ଧାରେ ଜାନକୀ ଜୟନ୍ତୀ ପାଳନ ଅବସରରେ ଯୋଗ ଦେଇଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ପୁଣିଥରେ ପୁରୁଣା ଢଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ରଖିଲେ ସୌମ୍ୟ ପଟ୍ଟନାୟକ। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି ଶ୍ରୀ…

ବିଜେପିକୁ ଯିବେ ସୌମ୍ୟ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ଏସବୁ ମଧ୍ୟରେ ନିିକଟରେ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ଖୁବ୍‌ ଚର୍ଚ୍ଚା। ତାଙ୍କର ଆଗାମୀ ରାଜନୈତିକ ଯାତ୍ରା କ'ଣ ରହିବ ତାକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ…

ସୌମ୍ୟ ପଟ୍ଟନାୟକଙ୍କ ବିସ୍ଫୋରକ ବୟାନ,…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କରିଥିବା ବେଳେ ରାଜ୍ୟ ରାଜନୀତିର ଅଙ୍କ ସବୁ ଏବେ ବିଗିଡ଼ିବାରେ ଲାଗିଛି। କାରଣ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି…

୨୨ ବର୍ଷରେ କେତେ ଲୋକଙ୍କୁ ମିଳିଛି…

ଓଏଲ୍‌ ବ୍ୟୁରୋ: ଚାଲିଛି ୨୦୨୩ ବଜେଟ ଅଧିବେଶନ। ଅଷ୍ଟମ ଦିନର ପ୍ରଶ୍ନକାଳରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ ଯେ, ବାସଗୃହ ଯୋଗାଣ ଲାଗି ବିଭିନ୍ନ ସରକାରୀ ଯୋଜନାରେ ଗତ ୨୨ ବର୍ଷରେ କେତେ ପରିବାରଙ୍କୁ ପକ୍କାଘର ଦିଆଯାଇଛି ଓ ନିକଟରେ କେନ୍ଦ୍ର ସରକାର ମଞ୍ଜୁର କରିଥିବା ୯ ଲକ୍ଷ…

ଭିଜିଲାନ୍ସ ଜାଲରେ ୧୩୦ ଯନ୍ତ୍ରୀ

ଓଏଲ୍‌ ବ୍ୟୁରୋ : ବିଗତ ୧୦ ବର୍ଷ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଳସମ୍ପଦ ବିଭାଗର ୧୩୦ ଜଣ ଯନ୍ତ୍ରୀ। ହାରାହାରି ବର୍ଷକୁ ପ୍ରାୟ ୧୩ ଜଣ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି। ଏଥିରେ ଅଧିକାଂଶ ହେଉଛନ୍ତି ସହକାରୀ ଯନ୍ତ୍ରୀ ଓ କିଛି କନିଷ୍ଠ ଯନ୍ତ୍ରୀ । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ…