Odisha Link
Bridging the Missing Links in Odisha
Browsing Tag

Sourav Gangully

ଆଇପିଏଲ୍‌ ଆଧାରରେ ଟି-୨୦ ବିଶ୍ବକପ୍‌…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏବେ କ୍ରିକେଟ୍‌ କ୍ରେଜ। ଇଣ୍ଡିଆନ ପ୍ରିମିୟର ଲିଗ୍‌ ଲବେ ରୋମାଞ୍ଚକ ମୋଡରେ ଥିବା ବେଳେ ଏବେ ଅଗାମାୀ ଟି-୨୦ ବିଶ୍ବକପ୍‌ ପାଇଁ ଆରମ୍ଭ ହୋଇ ସାରିଲାଣି କାଉଣ୍ଟଡାଉନ୍‌। ଏଥିପାଇଁ ଭାରତୀୟ କ୍ରିକେଟ ଦଳ ମଧ୍ୟ ଆରମ୍ଭ କରିଛି ପ୍ରସ୍ତୁତି। ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ପୂର୍ବତନ…

ସେଦିନ ଦାଦା ମିଳାଇ ନଥିଲେ ହାତ, ଏବେ…

ଓଏଲ୍‌ ବ୍ୟୁରୋ: ଇଣ୍ଡିଆନ୍‌ ପ୍ରିମିୟର ଲିିଗ୍‌ର ସମସ୍ତ ମ୍ୟାଚରେ ପଡ଼ିଆ ଭିତରେ ହେଉ ବା ବାହାରେ କିଛି ନା କିଛି ରୋମାଞ୍ଚ ଦେଖିବାକୁ ମିଳେ। ଆଉ କିଛି ଏଭଳି ଘଟଣା ବି ଘଟିଥାଏ ଯାହାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହୁଏ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ ଶେଷ ପରେ ଏଭଳି ଏକ…

ଖୁବ୍ ଶୀଘ୍ର ଆସିବ ଦାଦାଙ୍କ ବାୟୋପିକ୍

ମୁମ୍ବାଇ: ଟିମ୍ ଇଣ୍ଡିଆର ବହୁ ପୂର୍ବତନ ଖେଳାଳିଙ୍କ ଉପରେ ବାୟୋପିକ୍ ପ୍ରସ୍ତୁତ ହୋଇଛି। ସଚିନ୍ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଓ ମହମ୍ମଦ ଆଝାରୁଦ୍ଦିନଙ୍କ ଭୂମିକାରେ ଅଭିନେତା ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଛନ୍ତି। ଏବେ ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ…

ପୁଣି ଗାଙ୍ଗୁଲିଙ୍କ କରାଗଲା…

କୋଲକାତା: ବିସିସିଆଇ ସଭାପତି ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ପୁଣିଥରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ଏଥିସହିତ ହୃତପିଣ୍ଡରେ ଥିବା ବ୍ଲକେଜ ପାଇଁ ୨ଟି ଷ୍ଟେଣ୍ଟ ଧମନୀରେ ଲଗାଯାଇଥିବା ଜଣାପଡ଼ିଛି। ଏନେଇ କୋଲାକାତା ଆପୋଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ମାସରେ…

ସୌରଭ ଗାଙ୍ଗୁଲି ଅସୁସ୍ଥ, ମେଡିକାଲରେ…

କୋଲକାତା: ବିସିସିଆଇ ସଭାପତି ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅସୁସ୍ଥ। ଆଜି ଛାତିରେ ଯନ୍ତ୍ରଣା ହେବା ହେତୁ କୋଲକାତାର ଏକ ହସ୍ପିଟାଲରେ ଦାଦାଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ରହିଛି।

ସୌରଭ ନେଲେ ସେଲଫି, ତାପରେ..

ବାଙ୍ଗାଲୋର: ସୋଶିଆଲ ମିଡିଆ ଚର୍ଚ୍ଚାରେ ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ସେ ଏବେ ସୋଶିଆଲ ମଡିଆରେ ଖୁବ୍‌ ଚର୍ଚ୍ଚାରେ। ସୌରଭ ଗାଙ୍ଗୁଲିଙ୍କ ଏକ ସେଲଫି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବୁଧବାର ସେ ବେଙ୍ଗାଲୁରୁ ଯାଇଥିବା ବେଳେ ବିମାନବନ୍ଦରରେ ନିଜ…

ସୌରଭଙ୍କ ପ୍ରସ୍ତାବରେ ବିରାଟଙ୍କ ହଁ

ମୁମ୍ୱାଇ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ଭାବେ ଦାୟିତ୍ବ ତୁଲାଉଛନ୍ତି ସୌରଭ ଗାଙ୍ଗୁଲି। ସେ ଦାୟିତ୍ବ ନେଉ ନେଉ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ମୁମ୍ୱାଇରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦିନିକିଆ ଡେ’ ନାଇଟ୍…

ବିସିସିଆଇ ସଭାପତି ଦାୟିତ୍ବ ଗ୍ରହଣ କଲେ…

ମୁମ୍ୱାଇ: ଆଜିଠୁ ବିଧିବଦ୍ଧ ଭାବେ ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟର(ବିସିସିଆଇ)ର ସଭାପତି ଭାବେ ଦାୟିତ୍ବ ଗ୍ରହଣ କଲେ ସୌରଭ ଗାଙ୍ଗୁଲି। ଫଳରେ ଆଜିଠୁ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଯୁଗ ବିସିସିଆଇରେ ଆରମ୍ଭ ହୋଇଛି। ୩୯ତମ ଅଧ୍ୟକ୍ଷ ଭାବେ ସୌରଭ ଏହି ଦାୟିତ୍ୱ ଗ୍ରହଣ…

ବିସିସିଆଇ ସଭାପତି ହେବେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରରଭ ଗାଙ୍ଗୁଲି ହେବେ ବିସିସିଆଇର ସଭାପତି। ଏହି ସଭାପତି ପଦ ପାଇଁ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ବ୍ରିଜେଶ ପଟେଲ ରେସରେ ଥିଲେ ମଧ୍ୟ ଗାଙ୍ଗୁଲିଙ୍କ ଉପରେ ରାଜ୍ୟ କ୍ରିକେଟ ଆସୋସିଏସନ ଆସ୍ଥା ପ୍ରକଟ କରିଛି। ବ୍ରିଜେଶ ଆଇପିଏଲର ଅଧ୍ୟକ୍ଷ ହେବେ ବୋଲି…