Odisha Link
Bridging the Missing Links in Odisha
Browsing Tag

Sports

କ୍ରୀଡ଼ାର ବିକାଶ ପାଇଁ ଆଉ ପାଦେ, ଓଡ଼ିଶା…

ଓଏଲ୍‌ ବ୍ୟୁରୋ: ଉଦଘାଟନ ହେଲା ଓଡ଼ିଶା ଟେବୁଲ ଟେନିସ ଏକାଡେମୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଏକାଡେମୀକୁ ଉଦଘାଟନ କରିଛନ୍ତି। ଏଥିସହିତ ୨୯ତମ ରାଜ୍ୟ ଟେବୁଲ ଟେନିସ ଚାମ୍ପିଅନସିପ୍‌ର ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ଏହି ଅତ୍ୟାଧୁନିକ ଇଣ୍ଡୋର ଷ୍ଟାଡିୟମରେ ୧୬ଟି ଟିଟି ଟେବୁଲ,…

ଦିଲ୍ଳୀ କ୍ୟାପିଟାଲ୍ସ : ଡେଭିଡ…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୬ ତମ ସଂସ୍କରଣ। ଏଥିପାଇଁ ସମସ୍ତ ୧୦ଟି ଦଳ ଆରମ୍ଭ କରିସାରିଲେଣି ପ୍ରସ୍ତୁତି। ଏସବୁ ମଧ୍ୟରେ ଦିଲ୍ଳୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟ ବଡ଼ ଘୋଷଣା କରିଛି। ଆହତ ଋଷଭ ପନ୍ତ ଚଳିତଥର ଆଇପିଏଲରୁ ବାଦ ପଡ଼ିଥିବା ବେଳେ…

୨୬ ଦିନିଆ ସୋଆ କପ୍‌ କ୍ରୀଡା…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ବାର୍ଷିକ କ୍ରୀଡା ଉତ୍ସବ ‘ସୋଆ କପ୍‌’ ବୁଧବାର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ୨ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଠାରେ ଉଦ୍‌ଘାଟିତ ହୋଇଯାଇଛି । ୨୬ ଦିନ ଧରି ଚାଲିବାକୁ ଥିବା ଏହି ସୋଆ କପ୍‌ରେ ୧୨ ରୁ ଅଧିକ କ୍ରୀଡା ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟର…

କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କ କଳି

ଓଏଲ୍‌ ବ୍ୟୁରୋ: ଫୁଟବଲ୍‌ ମ୍ୟାଚ୍‌ ଚାଲିଥିଲା। କିଛି ସମୟର ଖେଳ ପରେ ସବୁକିଛି ଓଲଟପାଲଟ ହୋଇଗଲା। ମ୍ୟାଚ୍‌ ଚାଲିଥିବା ବେଳେ ଦେଖିବାକୁ ମିଳିଲା ଅଭାବନୀୟ ସ୍ଥିତି। ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି ଏଭଳିକି ମୁଥ ମରାମରି ହେଉଥିବାର ଦେଖିବାକୁ ମିଳିଥିଲା। ଭୁବନେଶ୍ୱର କଳିଙ୍ଗ…

ରାଜ୍ୟରେ ଦେଢ଼ବର୍ଷ ମଧ୍ୟରେ ନିର୍ମାଣ ହେବ…

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ। ଏହି ଅବସରରେ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ୩୦ଟି ଜିଲ୍ଲାରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ ସମେତ ମୋଟ…

ଆଜିଠୁ ବିଶ୍ୱ କ୍ରୀଡ଼ା ମହାକୁମ୍ଭ,…

ଟୋକିଓ: ଆଜିଠୁ ବିଶ୍ୱ କ୍ରୀଡ଼ା ମହାକୁମ୍ଭ। ଆଉ ମାତ୍ର କିଛି ସମୟର ଅପେକ୍ଷା। ଭାରତୀୟ ସମୟ ଅପରାହ୍ନ ୪.୩୦ ମିନିଟରୁ ଟୋକିଓର ଦ ନ୍ୟାସନାଲ ଷ୍ଟାଡିୟମରେ ଜାପାନର ସମ୍ରାଟ ନାରୁହିଟୋ କ୍ରୀଡ଼ାର ଶୁଭାରମ୍ଭ ଘୋଷଣା କରିବେ। ଉଦ୍‌ଘାଟନୀ ଉତ୍ସବରେ ବିଶ୍ୱବାସୀଙ୍କୁ ବିଶ୍ୱ ଶାନ୍ତି ଓ ସହାବସ୍ଥାନର ନୂଆ ବାର୍ତ୍ତା…

ରୋନାଲ୍ଡ ଆଡ଼େଇ ଦେଲେ କୋକା-କୋଲା ବୋତଲ,…

ନୂଆଦିଲ୍ଲୀ: ବିଶ୍ବର ବଡ଼ ମୃଦୁ ପାନୀୟ କମ୍ପାନୀ କୋକା କୋଲାକୁ ଝଟକା। ହଜାରେ କି ଦୁଇ ହଜାରେ ନୁହେଁ ଏକାଥରକେ ୨୯ ହଜାର କୋଟି ଟଙ୍କାର କ୍ଷତି ସହିଛି କୋକା କୋଲା କମ୍ପାନୀ। ତାହାପୁଣି ଫୁଟବଲ ଜଗତର ମହାନ ଖେଳାଳି ରୋନାଲ୍ଡୋଙ୍କ ପାଇଁ। କାରଣ ପ୍ରେସ କନଫରେନସ୍ ଚାଲିଥିବା ସମୟରେ ଟେବୁଲ ଉପରେ ଥିବା କୋକା…

ଆଇଓଏ ଲାଗୁ କରିବ ସୁରକ୍ଷିତ କ୍ରୀଡ଼ା…

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ସୁରକ୍ଷିତ କ୍ରୀଡ଼ା ନୀତି ଲାଗୁ କରିବାକୁ ଯାଉଛି। ଏନେଇ ଆଇଓଏର ସାଧାରଣ ପରିଷଦ ବୈଠକରେ ସୁରକ୍ଷିତ କ୍ରୀଡ଼ା ନୀତିକୁ ମଞ୍ଜୁରି ପ୍ରଦାନ କରାଯାଇଛି। ସୁରକ୍ଷିତ କ୍ରୀଡ଼ା ନୀତି ଅନ୍ତର୍ଗତ କ୍ରୀଡ଼ାରେ ଗାଳିଗୁଲଜ, ଝଗଡ଼ା, ଶାରୀରିକ ଯୌନ…