Odisha Link
Bridging the Missing Links in Odisha
Browsing Tag

Sputnik V

ସ୍ପୁଟନିକ-ଭି ଟିକାକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ବର: ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ମହାମାରୀ। କରୋନାକୁ ପ୍ରତିହତ ପାଇଁ ଟିକାକରଣ କରାଯାଉଥିବା ବେଳେ ଭାରତରେ ଋଷ ଟିକା ସ୍ପୁଟନିକ-ଭିକୁ ମଞ୍ଜୁରୀ ମଳିଛି। ଭାରତରେ ତୃତୀୟ କରୋନା ଟିକା ଭାବେ ସ୍ପୁଟନିକ-ଭିକୁ ବ୍ୟବହାର ଅନୁମତି ମିଳିଛି। ଭାରତରେ ସ୍ପୁଟନିକ-ଭିକୁ ଜରୁରୀ ବ୍ୟବହାର…

ମସ୍କୋ ଆରମ୍ଭ କଲା କରୋନା ଗଣଟିକାକରଣ

ନୂଆଦିଲ୍ଲୀ: ରୁଷ୍‌ର ପ୍ରଥମ ଗଣଟିକାକରଣର ଶୁଭାରମ୍ଭ। କୋଭିଡ୍‌-୧୯ ବିପକ୍ଷରେ ଆଜି ୭୦ଟି କ୍ଲିନିକ୍ ଜରିଆରେ ମସ୍କୋ ‘ସ୍ପୁଟ୍‌ନିକ୍‌-୫’ ଟିକା ବଣ୍ଟନ ଆରମ୍ଭ କରିଛି।ଏନେଇ ସେଠାକାର କରୋନାଭାଇରସ୍‌ ଟାସ୍କ୍‌ ଫୋର୍ସ କହିଛି। କରୋନା ଆକ୍ରାନ୍ତ ସଂସ୍ପର୍ଶରେ ଆସିବାର ଅଧିକ ସମ୍ଭାବନା ଥିବାରୁ ଡାକ୍ତର…

ରୁଷର ଦାବି ସ୍ପୁଟନିକ୍ ଭି’ ୯୫% ସଫଳ

ମୋସ୍କୋ: ରୁଷର କରୋନା ଟିକା ‘ସ୍ପୁଟନିକ୍ ଭି’ ୯୫% ସଫଳ। ‘ସ୍ପୁଟନିକ୍ ଭି’ ଟିକା ନେବାର ୨୮ ଦିନ ପରେ ଏହାର ପରିଣାମ ୯୧.୪ ପ୍ରତିଶତ ସଫଳ ଥିଲା। ହେଲେ ୪୨ ଦିନ ପରେ ଏହା ୯୫% ସଫଳ ବୋଲି ଋଷ ସରକାର କହିଛନ୍ତି। ଋଷିଆର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଟିକା ନେବାର ୪୨ ଦିନ ପରେ ଏହି ରିପୋର୍ଟ…

ଭଲ ଖବର: ସ୍ପୁଟନିକ-ଭି ଟୀକା ୯୨% ଫଳପ୍ରଦ…

ମସ୍କୋ: କରୋନା ବିରୋଧରେ ରୁଷ୍‌ର ଟିକା ୯୨ ପ୍ରତିଶତ ସଫଳ ଭାବେ କାର୍ଯ୍ୟ କରୁଛି। ଏନେଇ ରୁଷ୍‌ ସରକାରଙ୍କ ପକ୍ଷରୁ ଏହି ଦାବି କରାଯାଇଛି। ସ୍ପୁଟନିକ-ଭି ଟୀକାର ତୃତୀୟ ପର୍ଯ୍ୟାୟ ସଫଳ ପରୀକ୍ଷଣ ପରେ ଏହି ତଥ୍ୟ ସାମ୍ନାକୁ ଆସିଥିବା ମସ୍କୋ ପକ୍ଷରୁ କୁହାଯାଇଛି। ସ୍ପୁଟୋନିକ୍‌ ଭି ବେଶ୍‌ ସଫଳ ଭାବେରେ କରୋନା…

କରୋନା ଟିକା: ଋଷରୁ ଭାରତକୁ ଆସିବ ୧୦…

ନୂଆଦିଲ୍ଲୀ: ଭାରତ ପାଇଁ ଖୁସି ଖବର। ଋଷରୁ ଆସିବ ୧୦ କୋଟି ସ୍ପୁଟନିକ-ଭି କରୋନା ଟିକା। ଏନେଇ ଭାରତର ପ୍ରମୁଖ ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡି ସହ ଚୁକ୍ତି ସ୍ବାକ୍ଷର କରାଯାଇଛି। ଏହି ଭାକସିନର କ୍ଲିନିକାଲ ଟ୍ରାଏଲ୍ ଭାରତରେ ମଧ୍ୟ ଆରମ୍ଭ ହେବ। ଏପରିକି ଡାକ୍ତର ରେଡ୍ଡି ଲ୍ୟାବ୍ ଓ ଋଷ ମିଳିତ ଭାବେ ଏହାର…

ଅଗଷ୍ଟ ଶେଷରେ କରୋନା ଟିକା, ରୁଷ୍‌ ଆରମ୍ଭ…

ଓଏଲ୍‌ ବ୍ୟୁରୋ: ଅଗଷ୍ଟ ୧୧ ତାରିଖରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱର ପ୍ରଥମ କରୋନା ଟୀକା ନେଇ ଘୋଷଣା କରିଥିଲେ। ଏହାର ୪ ଦିନ ପରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଗଷ୍ଟ ଶେଷ ସପ୍ତାହକୁ ବଜାରୁ ପ୍ରବେଶ କରିବ କରୋନା ଟିକା। ଏନେଇ ସୂଚନା ମିଳିଛି। ସ୍ପୁଟନିକ୍-ଭି ଭ୍ୟାକସିନ୍‌ର ଉତ୍ପାଦନ…