Odisha Link
Bridging the Missing Links in Odisha
Browsing Tag

SRC

ବିପର୍ଯ୍ୟୟ ମୁକାବିଲା ବୈଠକ: ତାଳଗଛ ରୋପଣ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ତାଳଗଛ ହ୍ରାସ ବଜ୍ରପାତଜନିତ ମୃତ୍ୟୁର କାରଣ ପାଲଟିଛି। ବିପର୍ଯ୍ୟୟ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଯାଇଛି। ଏସଆରସିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ୟାପକ ବୃକ୍ଷ ରୋପଣ ନେଇ ଏସଆରସି ବୈଠକ କରିଛନ୍ତି। ସଂରକ୍ଷିତ ଜଙ୍ଗଲରେ…

ବର୍ଷାରେ ବେହାଲ ସାରା ରାଜ୍ୟ, ସ୍ୱତନ୍ତ୍ର…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ତିତି ସୃଷ୍ଟି ହୋଇଛି। ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସମୀକ୍ଷା ବୈଠକ…

‘ବାତ୍ୟା ହେବ କି ନାହିଁ କାଲି…

ଓଏଲ୍‌ ବ୍ୟୁରୋ: ବାତ୍ୟା ବାତ୍ୟା ବାତ୍ୟା.. ଯେଉଁଠି ଦେଖ ବାତ୍ୟାକୁ ନେଇ ଚର୍ଚ୍ଚା। ଓଡ଼ିଶାକୁ ବାତ୍ୟା ଆଶଙ୍କା ଥିବା ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ରାଜ୍ୟର ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଲୋକଙ୍କୁ ଭୟଭୀତ ନେହେବା ପାଇଁ ବାର୍ତ୍ତା ଦେଇଛନ୍ତି। ଦକ୍ଷିଣ ଆଣ୍ଡାମାନ ସାଗରରେ…

ବାତ୍ୟା ଗୁଲାବ ନେଇ ଏସ୍‌ଆରସିଙ୍କ…

ଭୁବନେଶ୍ୱର: ବାତ୍ୟା ଗୁଲାବ ନେଇ ଏସ୍‌ଆରସିଙ୍କ ପ୍ରେସମିଟ୍। ପ୍ରେସମିଟ୍ ରେ ସେ କହିଛନ୍ତି ଯେ,ବର୍ତ୍ତମାନ ବାତ୍ୟାର କେନ୍ଦ୍ରବିନ୍ଦୁ ମାଲକାନଗିରି ଜିଲ୍ଲାରେ ରହିଛି। ୨ ରୁ ୩ ଘଣ୍ଟା ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଅତିକ୍ରମ କରିବ। ତେବେ ପବନରବେଗ କେଉଁଠି ବି ଅଧିକ ହୋଇନାହିଁ। ଗଜପତି ଓ…

୩.୩୦ଟାରେ ସେପ୍ଟେମ୍ବର ଗାଇଡଲାଇନ୍ ଘୋଷଣା…

ଭୁବନେଶ୍ୱର: ଆଜି ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କରିବେ ରାଜ୍ୟ ସରକାର। ଏସଆରସି ପ୍ରଦୀପ ଜେନା ଦିନ ଅପରାହ୍ନ ୩.୩୦ରେ କରୋନା ସ୍ଥିତି ବାବଦରେ ଘୋଷଣା କରିବା ସହ ନୂଆ ଗାଇଡଲାଇନ୍ ଜାରି କରିବେ। ଏବେ ରାଜ୍ୟରେ କରୋନା ସଂକ୍ରମଣ କମିଛି। ପ୍ରତିଦିନ ୧୦୦୦ ତଳେ ଦୈନିକ ଆକ୍ରାନ୍ତ ଚିହ୍ନଟ…

ପଛୁଆ ପବନ ଅତି ଭୟଙ୍କର, ଖରାହେଲେ ବି ଘରୁ…

ଭୁବନେଣ୍ବର: ପଛୁଆ ପବନ ନେଇ ସତର୍କ କରାଇଛନ୍ତି ଏସଆରସି। ବାତ୍ୟା ‘ୟାସ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। ଲ୍ୟାଣ୍ଡଫଲ୍ ବେଳେ ପବନ ହେବା ପରେ ପବନ ସାମାନ୍ୟ କମିପାରେ। ଯେତେବେଳେ ବାତ୍ୟାର କେନ୍ଦ୍ର ତଥା ମଝି ଭାଗ ଅତିକ୍ରମ କରୁଥିବ, ସେତେବେଳେ ଖରା ମଧ୍ୟ ହୋଇପାରେ। କିନ୍ତୁ ବାତ୍ୟା ଚାଲିଗଲା…

ବାତ୍ୟା ସମ୍ପୂର୍ଣ୍ଣ ନସରିବା ଯାଏଁ ଘରୁ…

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ୟଶ୍। ଏବେ ବାତ୍ୟା ୟଶ୍ ପାରାଦୀପ ଠାରୁ ୫୦୦ କିମି ଦୂରରେ ରହିଛି। ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିମି ଭିତରେ ରହିଛି। ଆଜି ଭୀଷଣ ବାତ୍ୟାର ରୂପ ନେବ। ଆସନ୍ତାକାଲି ଅତି ଭୀଷଣରେ ପରିଣତ ହେବ। ୨୬ ତାରିଖ ଦ୍ୱିପ୍ରହରରେ ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ…

ଓଡ଼ିଶା ମୁହାଁ ବାତ୍ୟା ‘ୟଶ୍’,…

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ୍’ ଓଡ଼ିଶା ମୁହାଁ। ୨୬ରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟଶ୍। ହୋଇଛି। ଏନେଇ ଅନୁମାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପରେ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତି…

ବାତ୍ୟା ‘ୟଶ’ ମୁକାବିଲା ପାଇଁ ବ୍ଲୁ…

ଭୁବନେଶ୍ବର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ବାତ୍ୟା ପୂର୍ବରୁ ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ନିଆଯିବ ଓ ବାତ୍ୟା ପରେ…

ରାଜ୍ୟରେ ସପ୍ତାହାନ୍ତ ସଟଡାଉନ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ଗୁରୁତ୍ୱପୁର୍ଣ୍ଣ ସୂଚନା। ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ। ସବୁ ସହରାଞ୍ଚଳରେ ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ସଟଡାଉନ୍ ରହିବ। ୨୩ ତାରିଖ ସଂଧ୍ୟା ଠାରୁ ଏହା ଆରମ୍ଭ ହେବ। ସଟଡାଉନ…