Odisha Link
Bridging the Missing Links in Odisha
Browsing Tag

STF

ଆକ୍ସନ୍ ମୋଡରେ ଏସଟିଏଫ୍: ୨ଟି ବାଘ ଛାଲ…

ଓଏଲ୍‌ ବ୍ୟୁରୋ: ଆକ୍ସନ୍ ମୋଡରେ ଏସଟିଏଫ୍। ରାୟଗଡ଼ାରୁ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବାବେଳେ ୨ ଜଣ ଗିରଫ ହୋଇଛନ୍ତି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଚଢ଼ାଉ କରିଥିଲା। ରାୟଗଡ଼ା ଚାନ୍ଦିଲି ଥାନା ତାମ୍ପରବିଦୁନି ଛକରେ ଡିଲ୍‌ ବେଳେ ୨ ଜଣଙ୍କୁ କାବୁ କରିଛି।

ଅମାନିଆ ହେବେ ସାବାଡ଼; ପାର୍ବଣ ପାଇଁ…

ଓଏଲ୍‌ ବ୍ୟୁରୋ: ଅମାନିଆଙ୍କୁ ସାବାଡ଼ କରିବା ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ ହୋଇଛି। ଆଗକୁ ପୂଜା ଆସୁଥିବାରୁ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ସୂଚନା ମଧ୍ୟ ରହିଛି। ପାର୍ବଣ ସମୟରେ ବାର୍‌ରେ ନିଶା କାରବାର ଚାଲିଥିବା ସୂଚନା ମିଳିବା ପରେ ଗୁଇନ୍ଦା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜାରି ହେବ। ରାଜଧାନୀରେ…

ନୟାଗଡ଼ରୁ ୪ କୋଟିର ବ୍ରାଉନ୍‌ସୁଗର ଜବତ,…

ଓଏଲ୍‌ ବ୍ୟୁରୋ: ଏସ୍‌ଟିଏଫ୍‌ ଟିମ୍‌କୁ ବଡ଼ ସଫଳତା। ନୟାଗଡ଼ରେ ଗତକାଲି ରାତିରେ ଚଢ଼ାଉ କରି ପ୍ରାୟ ପାଖାପାଖୀ ୩କେଜିରୁ ଅଧିକ ବ୍ରାଉନସୁଗର ଓ ନଗଦ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ଏସଟିଏଫ୍‌ ଟିମ୍। ଜବତ ହୋଇଥିବା ବ୍ରାଉନ୍‌ସୁଗରର ମୂଲ୍ୟ ୪ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବ ବୋଲି ଅନୁମାନ କରିଛି…

୨ କୋଟିର ବ୍ରାଉନସୁଗାର ଜବତ କଲା ଏସଟିଏଫ୍

ବାଲେଶ୍ବର: ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ। ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ରାଉନସୁଗାର କାରବାରର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବାଲେଶ୍ବର ବସ୍ତା ଅଞ୍ଚଳରୁ ଜଣେ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ସୂଚନା…

ନକଲି ଔଷଧ କାରବାର ମାମଲା: ୩ ଗିରଫ

କଟକ: ନକଲି କରୋନା ଔଷଧ କାରବାର ମାମଲାରେ କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ଜଣେ ମେଡିଲଏଡ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ହୋଇଥିବା ବେଳେ ଅନ୍ୟ ୨ଜଣ କମ୍ପାନୀ କର୍ମଚାରୀ ଅଛନ୍ତି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ସମ୍ପୃକ୍ତ କମ୍ପାନୀ…