Odisha Link
Bridging the Missing Links in Odisha
Browsing Tag

Students

ସ୍କୁଲରେ ମଦ୍ୟପର ଉନ୍ମତ୍ତକାଣ୍ଡ; ୫…

ଓଏଲ୍‌ ବ୍ୟୁରୋ: ସ୍କୁଲ ଭିତରେ ପଶି ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ବଙ୍କେଲ ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ଜଣେ ମଦ୍ୟପ ଆକ୍ରମଣ କରିଛନ୍ତି। ଯାହାଫଳରେ ଜଣ ଛାତ୍ର ଆହତ ହୋଇଛନ୍ତି। ବର୍ତ୍ତମାନ ଆହତ ହୋଇଥିବା ଛାତ୍ର ଟିଟିଲାଗଡ଼ ଡାକ୍ତରଖାନାରେ ଚକିତ୍ସିତ ହେଉଛନ୍ତି।…

ଅନୁଗୁଳ: ବଡ଼ଦିନ ଛୁଟିରେ…

ଓଏଲ୍‌ ବ୍ୟୁରୋ: ଆଗକୁ ମାଟ୍ରିକ ପରୀକ୍ଷା। ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି। ଏଣିକି ବଡ଼ଦିନ ଛୁଟିରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ ଅନୁଗୁଳ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ। ମାଟ୍ରିକ ପିଲାଙ୍କ ପାଇଁ ୨୧ ରୁ ୩୦ ଡିସେମ୍ବର ଯାଏ ଜିଲ୍ଲାରେ ଆୟୋଜନ କରାଯାଇଛି କୋଚିଂ କ୍ୟାମ୍ପ।…

ଛାତ୍ରଛାତ୍ରୀଙ୍କ ସହିତ ରିଲ୍ସ କରିବେ…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ୬ ମାସରୁ କମ୍‌ ସମୟ ରହିିଛି। ଏଥିପାଇଁ ଏବେଠୁ ସଜବାଜ ହେଲେଣି ବିଭିନ୍ନ ରାଜନୈତିକ ଦଳ। ଯୁବ ଭୋଟରଙ୍କୁ ନଜରରେ ରଖି ଶାସକ ଦଳରେ ଥିବା ବିଜୁ ଜନତା ଦଳ ଆରମ୍ଭ କରିଛି ଜୋରଦାର ପ୍ରସ୍ତୁତି। ରାଜ୍ୟରେ ଥିବା ୨ ହଜାର କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ କରିବେ ରାଜ୍ୟ…

କାଲିଠୁ ମାଟ୍ରିକ୍‌ ସମ୍ମେଟିଭ୍-୧…

ଓଏଲ୍‌ ବ୍ୟୁରୋ: ବୁଧବାରଠୁ ଆରମ୍ଭ ହେବ ମାଟ୍ରିକ୍‌ ସମ୍ମେଟିିଭ୍‌-୧ ପରୀକ୍ଷା। ସେଥିପାଇଁ ବୋର୍ଡ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ବିଭିନ୍ନ ନୋଡାଲ୍‌ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଇ ଦିଆଯାଇଛି। ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ପରୀକ୍ଷା ଆରମ୍ଭ…

୨ ଜଣ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର ଛୁ

ଭୁବନେଶ୍ବର: ଗୁରୁ-ଶିଷ୍ୟ ସମ୍ପର୍କରେ ପୁଣିଥରେ ଲାଗିଲା କଳଙ୍କ | ଟ୍ୟୁସନ୍‌ କରିବାକୁ ଆସୁଥିବା ଶିକ୍ଷକ ଦୁଇ ଛାତ୍ରୀଙ୍କୁ ଧରି ମାରିଲେ ଚମ୍ପଟ। ଏମିତି ଏକ ଅଭାବବନୀୟ ଖବର ଆସିଛି ରାଜଧାନୀ ଭୁବନେଶ୍ବରରୁ। ଦୁଇ ଦିନ ହେବ ଛୁ ମାରିଥିବା ନେଇ ହୋଇଛି ଅଭିଯୋଗ। ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର ଛୁ। ଜଣେ…

ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ…

ଭୁବନେଶ୍ବର: ପୁଣି ତେଜିଲା ଉତ୍କଳ ବିଶ୍ବବିଦ୍ୟାୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି। ମଙ୍ଗଳବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଓ ନୂତନ ଛାତ୍ର ମିଳିତ ଭାବେ ଏହି ପ୍ରସଙ୍ଗକୁ ପୁଣିଥରେ ଉପସ୍ଥାପିତ କରିଛନ୍ତି। କେବଳ ସେତିକି ନୁହେଁ ପ୍ଲାକାର୍ଡ଼ ଧରି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଦାବି…

କେବେ ଖୋଲିବ ସ୍କୁଲ, କଲେଜ?

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ହେଲେ ଏବେ ବି ରାଜ୍ୟର ୧୦ ଜିଲ୍ଲାରେ କରୋନା ସଂକ୍ରମଣରେ ଲାଗିନି ବିରାମ। ଏସବୁ ମଧ୍ୟରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କରିଛନ୍ତି ବଡ଼ ଘୋଷଣା। ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ କଟକଣା ରହିବ ବୋଲି ସେ…

୨୧ରୁ ୟୁଟ୍ୟୁବରେ ପାଠ ପଢ଼ିବେ ପ୍ରଥମରୁ…

ଭୁବନେଶ୍ୱର: ଆସନ୍ତା ୨୧ରୁ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ। ୟୁଟ୍ୟୁବ୍‌ରେ ଲାଇଭ୍‌ କ୍ଲାସ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଓସେପାର ପ୍ରକଳ୍ପ ନିର୍ଦେଶକ…

ଏଣିକି ମଧ୍ୟାହ୍ନ ଭୋଜନ ଟଙ୍କା…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି। ମଧ୍ୟାହ୍ନ ଭୋଜନ ସ୍କିମ୍‌ର ରୋଷେଇ ଖର୍ଚ୍ଚ ବାବଦ ଟଙ୍କା ଏଣିକି ଦେଶର ୧୧.୮କୋଟି ଛାତ୍ରଛାତ୍ରୀଙ୍କୁ ସିଧାସଳଖ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ ଟଙ୍କା…

ପାଠ ନ ଆସିବାରୁ ଦୁଇ ଛାତ୍ରଙ୍କୁ ନିସ୍ତୁକ…

କେନ୍ଦ୍ରାପଡ଼ା: ସରକାର ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଅର୍ଥାତ୍‌ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ମାଡ଼ ମାରି ପାରିବେ ନାହିଁ। ହେଲେ ଘରୋଇ ଟ୍ୟୁସନରେ ଛାତ୍ରଙ୍କୁ ମାଡ଼ମାରି ଲହୁଲୁହାଣ କରିଦେବା ଭଳି ଏକ ସମ୍ବେଦନଶୀଳ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ…