Odisha Link
Bridging the Missing Links in Odisha
Browsing Tag

Subarnapur

ବ୍ୟାଙ୍କ ଅଧିକାରୀଙ୍କ ଜୀବନ ନେଲା ନ୍ୟୂଡ…

ଓଏଲ୍‌ ବ୍ୟୁରୋ: ସୋସିଆଲ ମିଡିଆରେ ଘୁରିବୁଲୁଛନ୍ତି ବ୍ଲାକମେଲର। ନ୍ୟୂଡ କଲ ଜାଲରେ ଫସି ବ୍ଲାକମେଲିଂର ଶିକାର ହୋଇ ନଦୀକୁ ଡେଇଁ ଜୀବନ ହାରିଲେ ବ୍ୟାଙ୍କ କର୍ମଚାରୀ। ନ୍ୟୂଡ କଲ ପାଇଁ ବ୍ଲାକମେଲ ହେଉଥିଲେ ଏବଂ ସେଥିପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ଦେଇଥିଲେ। ଶେଷରେ ସେ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା…

ବନ୍ଧୁକ ଦେଖାଇ ଲୁଟି ନେଲେ ୨୧ ଲକ୍ଷ…

ସୁବର୍ଣ୍ଣପୁର: ବନ୍ଧୁକ ଦେଖାଇ ଲୁଟି ନେଲେ ୨୧ ଲକ୍ଷ ଟଙ୍କା। ଏହି ଘଟଣାଟି ସୁବର୍ଣ୍ଣପୁର ଜିଲ୍ଲାର ବାଘଲପୁର ଛକ ନିକଟରେ ଘଟିଛି।ପ୍ରକାଶ ଯେ, ଆଜି ଜଣେ ବ୍ୟାଙ୍କ କର୍ମଚାରୀ ଏଟିଏମ୍‌ରେ ଟଙ୍କା ଭରିବାକୁ ଯିବା ବେଳେ ଏହି ଘଟଣାଟି ଘଟିଥିଲା। ୩ ବାଇକରେ ଆସିଥିବା ୬ ଜଣ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟି…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ରେଭିନ୍ୟୁ ସୁପରଭାଇଜର ନବେନ୍ଦ୍ର ମହାକୁର ସୋନପୁର ଭିଜିଲାନ୍ସ ଗିରଫ କରିଛି। ହାଇଟେକ୍ ସେଟେଲମେଣ୍ଟରେ ମା’ ନାଁରେ ଥିବା ଜମିକୁ ପୁଅ ଥାବର ମେହରେଙ୍କ ନାଁରେ କରିବା ପାଇଁ ୧୦ ହଜାର ଟଙ୍କା ଦାବି…

ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସକ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସକ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟାରେ। ସୁବଳୟା ପଶୁ ଡାକ୍ତରଖାନାର ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରା ବଡଖମାର ଗାଁର ଲକ୍ଷ୍ମଣ ମହନ୍ତଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ପୋଖରୀକୁ ଫୁଲ ତୋଳିବାକୁ ଯାଇ ସଲିଳ ସମାଧି

ବିନିକା: ଆଜି ସକାଳେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ପୋଖରୀକୁ ପଦ୍ମଫୁଲ ତୋଳିବାକୁ ଯାଇ ପାଣିରେ ବୁଡ଼ି ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ, ଆଜି ସକାଳ ୬ଟା ବେଳେ ବିନିକା ଥାନା ଅନ୍ତର୍ଗତ ଚରଦା ଗ୍ରାମର ୧୮ ବର୍ଷୀୟା ଯୁବତୀ…

ମିଠା ଖାଇ ୫୦ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ…

ସୁବର୍ଣ୍ଣପୁର: ମିଠା ଖାଇ ଭିନ୍ନକ୍ଷମ କଲ୍ୟାଣ ବିଦ୍ୟାଳୟର ୫୦ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅସୁସ୍ଥ। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା କଲାପଥର ଗାଁରେ। ମିଠା ବିଷାକ୍ତ ଥିବାରୁ ପିଲାମାନେ ଅସୁସ୍ଥ ହୋଇଥିବା ଜଣାପଡିଛି। ଛାତ୍ରଛାତ୍ରୀମାନଙ୍କୁ ଝାଡା ଓ ବାନ୍ତି ହେଉଥିବାବେଳେ କିଛି ଛାତ୍ରଛାତ୍ରୀ…