Odisha Link
Bridging the Missing Links in Odisha
Browsing Tag

Sugar

ଚିନି ପାଇଁ ଧସ୍ତାଧସ୍ତି, ଦେଖନ୍ତୁ ଭିଡିଓ

ଓଏଲ୍‌ ବ୍ୟୁରୋ: ଋଷ-ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଛି ମହାଯୁଦ୍ଧ। ୧ ମାସ ବିତିଥିବା ସତ୍ତ୍ବେ ଯୁଦ୍ଧରେ ପଡ଼ୁନାହିଁ ବିରାମ। ଏହି ଯୁଦ୍ଧରେ ବିଶେଷ ଭାବେ ୟୁକ୍ରେନ ବହୁ କ୍ଷତିଗ୍ରସ୍ତ ହୋଇଛି। ହେଲେ ଯୁଦ୍ଧର ପ୍ରଭାବ ଋଷରେ ମଧ୍ୟ ପରିଲିକ୍ଷିତ ହୋଇଛି। ଗୋଟିଏ ପଟେ ଯୁଦ୍ଧ ଚାଲିଥିବା ବେଳେ ଋଷବାସୀଙ୍କ ଉପରେ…

ଭାରତକୁ ବିନତି କଲା ମାଲେସିଆ: କହିଲା…

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗ ଓ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ପରି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମାଲେସିଆ ମୁଣ୍ଡ ପୂରାଇବାରୁ ଭାରତ ସରକାର ସେ ଦେଶରୁ ତାଳ ତେଲ ଆମଦାନୀ ହ୍ରାସ ପାଇଁ ନିଷ୍ପତ୍ତି ନେଇଛନ୍ତି।  ପାକିସ୍ତାନ ସପକ୍ଷ ଓ ଭାରତ ବିରୋଧୀ ନିତି ଯୋଗୁଁ ମାଲେସିଆର ତାଳ ତେଲ ବ୍ୟବସାୟ…

ଚିନି କିଲୋ ୩୨ ଟଙ୍କା: ସମବାୟ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଚିନି କିଲୋ ପ୍ରତି ୩୨ ଟଙ୍କାରେ ବିକ୍ରି ହେଉଛି ବୋଲି କହିଲେ ମନ୍ତ୍ରୀ। ଆଜି ବିଧାନସଭାରେ ପ୍ରଶ୍ନ କାଳରେ ଉତ୍ତରରେ ଏହା କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ୧ କିଲୋ ଚିନି ଉତ୍ପାଦନ ପାଇଁ ଖର୍ଚ୍ଚ ୪୭ରୁ ୪୮ ଟଙ୍କା ବ୍ୟୟ ହେଉଥିବା କହିଲେ ମନ୍ତ୍ରୀ ଶ୍ରୀ ସ୍ବାଇଁ।