Odisha Link
Bridging the Missing Links in Odisha
Browsing Tag

sundargada

ଶିକ୍ଷା ବିଭାଗର ୩୫ କର୍ମଚାରୀଙ୍କୁ…

ସୁନ୍ଦରଗଡ: ଜିଲ୍ଲା ଶିକ୍ଷା ବିଭାଗର ୩୫ କର୍ମଚାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର। ଏହାରି ମଧ୍ୟରେ ସୁନ୍ଦରଗଡ ଶିକ୍ଷା ବିଭାଗରେ ପଡିଛି ସରକାରଙ୍କ ୫T ଛାଟ। ଅବହେଳା ଓ ଦୁର୍ନୀତି ଅଭିଯୋଗରେ ପଦକ୍ଷେପ ନିଆଯାଇଛି । ପ୍ରାଥମିକ ସ୍କୁଲର ୧୫ ଓ ହାଇସ୍କୁଲର ୧୯ ଶିକ୍ଷକ ଓ କର୍ମଚାରୀଙ୍କୁ ବାଧ୍ୟତାମୂଳକ…

୨ ଦିନପରେ ମିଳିଲା ବିର୍ଜୁଙ୍କ ଠିକଣା

ରାଉରକେଲା: ନିଖୋଜ ବିର୍ଜୁଙ୍କୁ ତାଳଚେର ବଜାରରେ ବୁଲୁଥିବା ସମୟରେ ଉଦ୍ଧାର କଲା ପୁଲିସ। ପୁଲିସର ସ୍ୱତନ୍ତ୍ର ସହାୟତାରେ ତାଙ୍କୁ ସୁନ୍ଦରଗଡ଼ ଅଣାଯାଉଛି। ସୂଚନା ଅନୁସାରେ, ରବିବାର ରାତି ୧ଟା କୁଆଡ଼େ ଚାଲିଥିବା ପରିବାର ଲୋକେ କହିଥିଲେ। ବିର୍ଜୁ କୁଲୁ ନିଖୋଜ ପରେ ଭଉଣୀ ବେର୍ଣ୍ଣାଦେତ କୁଲୁ ଥାନାରେ…

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି…

ସୁନ୍ଦରଗଡ଼ :ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ହାଜତକୁ ଗଲେ ବ୍ୟକ୍ତି ଓ ସହ ପରିବାର । ଉକ୍ତ ଘଟଣାଟି ସୁନ୍ଦରଗଡ଼ ବିଜୟା ଟକିଜ୍ ନିକଟରେ ଘଟିଛି ।ତାଙ୍କୁ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଥିଲା । ସୂଚନା ଅନୁସାରେ, ଇନ୍ଦ୍ରମଣୀ ଖୁଣ୍ଟିଆଙ୍କ ଘରେ ରହୁଥିବା ଜଣେ ଭଡ଼ାଟିଆଙ୍କୁ ଘର…