Odisha Link
Bridging the Missing Links in Odisha
Browsing Tag

Sundergarh

ସୁନ୍ଦରଗଡ଼ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ରାଉରକେଲା: ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ ପଟ୍ଟନାୟକ। ଏଥିସହିତ ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥ‌ଲେଟିକ୍‌ ଷ୍ଟାଡିୟମ୍‌ ସମେତ ବିର୍ସା…

ଆଗାମୀ ଦିନରେ ‘ଏସଏଚଜି’ରୁ ‘ଏସଏମଇ’

ସୁନ୍ଦରଗଡ଼ : ମିଶନ ଶକ୍ତି ଅଧୀନରେ ପରିଚାଳିତ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ବିକାଶର ଏକ ନୂଆ ଉଚ୍ଚତାକୁ ନେବା ଲାଗି ବିଶେଷ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଆଗାମୀ ଦିନରେ ‘ଏସଏଚଜି’ରୁ ‘ଏସଏମଇ’ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ମିଶନ ଶକ୍ତିର ମା’ମାନଙ୍କୁ…

ଜିନ୍ଦଲ ଗେଷ୍ଟ ହାଉସରୁ ମିଳିଲା ମୃତଦେହ,…

ଓଏଲ୍‌ ବ୍ୟୁରୋ: ଜିନ୍ଦଲ ଗେଷ୍ଟ ହାଉସରୁ ମିଳିଲା ମୃତଦେହ। ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ଥାନା ଅଞ୍ଚଳର ବରସୁଆଁ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାରର ଗେଷ୍ଟ ହାଉସରୁ ମୋତିରାମ ତିୱାରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ହେଉଛନ୍ତି ଜିନ୍ଦଲର ଜଣେ କର୍ମଚାରୀ। ତଦନ୍ତ ପାଇଁ…

କମ୍‌ ବୟସରେ କରୁଛନ୍ତି କମାଲ, ଚର୍ଚ୍ଚାରେ…

ସୁନ୍ଦରଗଡ଼: କମ୍ ବୟସରେ କରୁଛନ୍ତି କମାଲ। ଖନେଇ ଖେନଇ କଥା କହୁଛି। ଅଢ଼େଇ ବର୍ଷର କୁନି ଝିଅର ପାଟିରେ ଇଂରାଜୀ ବର୍ଣ୍ଣମାଳାଠୁ ଆରମ୍ଭ କରି ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ରାଜଧାନୀ ନାମ। କେବଳ ସେତିକି ନୁହେଁ ଚିତ୍ର ଦେଖି ଇଂରାଜୀରେ ତା ନାଁ ଓ ରଙ୍ଗ କହି ଦେଉଛନ୍ତି। କିଛି ପଚାରିବା ସଙ୍ଗେ…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ସୁନ୍ଦରଗଡ : ଭିଜିଲାନ୍ସ ଜାଲରେ ପୁଣି ଆଉ ଜଣେ ସରକାରୀ ଅଧିକାରୀ। ସୁନ୍ଦରଗଡ ଜିଲ୍ଲା ହେମଗିରି ସିଏଚସିର ମେଡିକାଲ ଅଫିସର ସୁଧାକର ଗରଡିଆ ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ ଟିମ୍। ପ୍ରକାଶ ଯେ, ସୁନ୍ଦରଗଡ ଜିଲ୍ଲା ହେମଗିରି ସିଏଚସିର ମେଡିକାଲ ଅଫିସର ଜଣେ ସ୍ବାସ୍ଥ୍ୟ କର୍ମଚାରୀଙ୍କଠାରୁ ଲାଞ୍ଚ…

ବାଲି ଚୋରା ଚାଲଣ, ପ୍ରଶାସନ ନୀରବ…

ସୁନ୍ଦରଗଡ଼: ଦିନକୁ ଦିନ ବାଲି ଚୋରି ଥମିବାର ନା ନେଉ ନାହିଁ। ଦିନ ଦ୍ଵିପ୍ରହରରେ ଦୁର୍ବୃତ୍ତମାନେ ପୋକଲିନ୍‌ ମେସିନ ଲଗାଇ ଟ୍ରକ, ଟିପ୍ପର ଓ ଟ୍ରାକ୍ଟର ଯୋଗେ ଶହ ଶହ ଟନ୍‌ ବାଲି ଚାଲାଣ କରୁଛନ୍ତି। ଗତ ୩ ଦିନ ହେଲା ଇବ୍‌ ନଦୀ ଲଙ୍କାହୁଡ଼ା ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଘାଟକୁ…

ଟିଭି ଫାଟି ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ…

ସୁନ୍ଦରଗଡ: ସୁନ୍ଦରଗଡ଼ ଧରୁଆଡିହି ଲହଣ୍ଡାବୁଡ ଗାଁରେ ଅଘଟଣ ଘଟିଛି। ଗତକାଲି ସଂଧ୍ୟାରେ ଘରେ ବସି ଟିଭି ଦେଖିଥିଲେ ଲହାଣ୍ଡାଗୁଡ ଗାଁର ଡିଲେଶ୍ବର ନାଏକ, ତାଙ୍କ ପତ୍ନୀ ବବି ନାଏକ ଓ ୬ମାସର ଶିଶୁ। ତେବେ ଟିଭି ଫାଟି ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଓ ଶିଶୁ ଗୁରୁତର ଅଛନ୍ତି। ଦୁଇ ଗୁରୁତରଙ୍କୁ…

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସୁନାଖାନ ରେଳ ଧାରଣା ନିକଟରୁ ଜଣେ ଯୁବକଙ୍କର ମୃତଦେହ ମିଳିଛି । ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସୁନାଖାନ ରେଳ ଧାରଣା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ରାଜଗାଙ୍ଗପୁର ଲିପଲୋଇ ଅଞ୍ଚଳର ଦିଲ୍ଲୀପ ନାୟକ ।…

ପୁଣି ଲଜ୍ଜା : ସୁନ୍ଦରଗଡ଼ରେ ନାବାଳିକାକୁ…

 ସୁନ୍ଦରଗଡ : ସୁନ୍ଦରଗଡରେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ହରବାଲି ବସ୍ତି ଅଞ୍ଚଳର ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ଗତ ୮ ତାରିଖରେ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର ଲୋକେ । ଗଣଦୁଷ୍କର୍ମର ଭିଡିଓ…