Odisha Link
Bridging the Missing Links in Odisha
Browsing Tag

Suspended

ପାଣ୍ଡିଆନଙ୍କ ନକଲି ଆକାଉଣ୍ଟ ସସ୍‌ପେଣ୍ଡ

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ଶନିବାର ଦିନ କାଳିମାଡ଼ ହୋଇଥିଲା। ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା। ତାଠୁ ବେଶି ଚର୍ଚ୍ଚାର ବିଷୟ ପାଲଟିଥିଲା ଏକ ଟ୍ବିଟ୍। ଯାହାକୁ ନେଇ ରାଜ୍ୟ ରାଜନୀତି…

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣା,…

ଦେବଗଡ଼: ଓଟିଇଟି ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଠାରୁ ମୋବାଇଲ୍ ଜବତ ମାମଲାରେ ତିନି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବନ ଆଦେଶ ଦେଇଛନ୍ତି ଦେବଗଡ ଡିଇଓ। ଦେବଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞ୍ଜିତା ମିଶ୍ର ଓ ଶିକ୍ଷକ ସୁଶାନ୍ତ ରାୟ ଏବଂ ସୁନାମୁଣ୍ଡା…

ହାଇଦର ଫେରାର ଘଟଣା: ସସପେଣ୍ଡ୍‌ ହେଲେ ୬…

ଭୁବନେଶ୍ବର: କଟକ ବଡ଼ ମେଡ଼ିକାଲରୁ ଗ୍ୟାଙ୍ଗଷ୍ଟାର ଫେରାର ହେବା ଘଟଣାରେ ପୁଲିସ ବିଭାଗ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀଙ୍କ ଅବହେଳା ଯୋଗୁ ଏପରି ଘଟଣା ଘଟିଥିବା ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭାଗୀୟ…

ନରକଙ୍କାଳ ମିଳିବା ଘଟଣା: ନିଲମ୍ବିତ ହେଲେ…

ଭୁବନେଶ୍ବର: ଫାଣ୍ଡି ପରିସରରେ ଗାଡ଼ିରୁ ନରକଙ୍କାଳ ମିଳିବା ଘଟଣାରେ ଜଟଣୀ ଥାନା ଯାଁଳା ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ନିଲମ୍ବିତ କରାଯାଇଛି। ଫାଣ୍ଡି ପରିସରରେ ଥିବା ଜବତ ଗାଡ଼ିରେ ମହିଳା ମୃତ୍ୟୁବରଣ କରିଥିଲେ ମଧ୍ୟ ଥାନା ଅଧିକାରୀ ଜାଣିନପାରି କର୍ତ୍ତବ୍ୟରେ ଅବହେଳା କରିଛନ୍ତି। ଏଣୁ…

ଧାନକିଣାରେ ଅନିୟମିତତା: ନିଲମ୍ବିତ ହେଲେ…

ଭୁବନେଶ୍ବର: ନିଲମ୍ବିତ ହେଲେ ସେବା ସମବାୟ ସମିତିର ସଂପାଦକ। ଆଜି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ମାଳଦା ସେବା ସମବାୟ ସମିତିର ଭାରପ୍ରାପ୍ତ ସଂପାଦକ ମଦନ ମୋହନ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ତାଙ୍କ ସହିତ ସମିତିର ଡାଟା ଏଣ୍ଟ୍ରି ଅପରେଟର ଧୀରେନ୍ଦ୍ର କୁମାର ଧଳଙ୍କୁ ମଧ୍ୟ କାର୍ଯ୍ୟରୁ…

ହାତୀ ମୃତ୍ୟୁ; ରେଞ୍ଜର ନିଲମ୍ବିତ

ସମ୍ବଲପୁର: ୨୦୧୯-୨୧ ବର୍ଷ ମଧ୍ୟରେ ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ୬ଟି ହାତୀ ଆଖି ବୁଜିଥିଲେ। ଏତେ ସଂଖ୍ୟକ ହାତୀ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜର ଗୌରୀଶଙ୍କର ଦାସ ନିଲମ୍ବିତ ହୋଇଛନ୍ତି। ମିଳିଥିବା ସୂଚନା…

କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ନିଲମ୍ବିତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ନିଲମ୍ବନ ନେଇ ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ସୂଚନା…

ନିଲମ୍ବିତ ହେଲେ ASI

ପୁରୀ: କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏଏସଆଇ ନିଲମ୍ବିତ। ପୁରୀ ଜିଲ୍ଲା ତାଳବଣିଆ ଏଏସଆଇ ଲକ୍ଷ୍ମଣ ସରନ୍ ନିଲମ୍ବିତ ହୋଇଛନ୍ତି। ପୁରୀ ଏସପି କନୱର ବିଶାଲ ସିଂ ଲକ୍ଷ୍ମଣଙ୍କୁ ନିଲମ୍ବିତ କରିଛନ୍ତି। ଗ୍ରୀଡକୋ ଛକରେ କର୍ତ୍ତବ୍ୟରେ ଅବହେଳା କରିଥିବା ଲକ୍ଷ୍ମଣଙ୍କ ନାମରେ ଅଭିଯୋଗ ଆସିଥିଲା। ଏସପିଙ୍କ…

ଚାକିରିରୁ ବିଦା ହେଲେ ବରିଷ୍ଠ କିରାଣି

ମାଲକାନଗିରି: ଜାଲିଆତି କରି ପାଇଥିବା ଜାତି ପ୍ରମାଣପତ୍ର ଦେଇ ସରକାରୀ ଚାକିରି ହାତେଇଥିଲେ ବରିଷ‌୍ଠ କିରାଣି। ସରକାରୀ ସୁବିଧା ସୁଯୋଗ ସହ ପଦୋନ୍ନତି ମଧ୍ୟ ମିଳିଥିଲା। ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ ନିର୍ଦ୍ଦେଶ ପରେ ହୋଇଥିବା ଖୋଳତାଡ଼ରୁ ୨୪ବର୍ଷ ତଳେ ହୋଇଥିବା ଜାଲିଆତି ସାମ୍ନାକୁ ଆସିଥିଲା।…

କରୋନା ଟିକାକରଣ ପାଇଁ ପୋଲିଓ…

ଭୁବନେଶ୍ବର: କରୋନା ଟିକାକରଣ ପାଇଁ ପୋଲିଓ କାର୍ଯ୍ୟକ୍ରମ ସ୍ଥଗିତ। ଆସନ୍ତା ୧୬ ତାରିଖରୁ ଦେଶରେ ଆରମ୍ଭ ହେବ କରୋନା ଟିକାକରଣ। ଟିକାକରଣର ୨ରୁ ୩ ଦିନ ପୂର୍ବରୁ ରାଜ୍ୟକୁ ଆସିପାରେ ଟିକା। ଟିକାକରଣ ପାଇଁ ୧୭ ରୁ ୧୯ ପଲସ୍‌ ପୋଲିଓ କାର୍ଯ୍ୟକ୍ରମ ସ୍ଥଗିତ। ଏନେଇ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ…