Odisha Link
Bridging the Missing Links in Odisha
Browsing Tag

syllabus

ଏ ବର୍ଷ ବି କମିଲା ଯୁକ୍ତ ୨ ସିଲାବସ୍

ଭୁବନେଶ୍ବର: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ହ୍ରାସ ପାଇବ ଯୁକ୍ତ ଦୁଇ ସିଲାବସ୍‌। ଏ ବର୍ଷ ବି ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ ବୈଠକରେ ଗୁରୁବାର ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ଛାତ୍ର-ଛାତ୍ରୀ ଇଣ୍ଟରନାଲ ପରୀକ୍ଷା ଦେବେ। ଏ ବିଷୟରେ…

ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ୩୦%…

ଭୁବନେଶ୍ୱର: ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ କମିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ରାଜ୍ୟରେ ୨ୟ ଲହର ପ୍ରଭାବ କମିନ ଥିବା ବେଳେ ତୃତୀୟ ଲହର ଆଶଙ୍କା କରାଗଲାଣି। ଏପରି ପରିସ୍ଥିତିରେ ସ୍କୁଲ କେବେ ଖୋଲିବ ଜଣା ନାହିଁ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ନବମ…

ସ୍କୁଲ୍‌ ସିଲାବସ୍‌ ୩୦% ପ୍ରତିଶତ କମିଲା

ଭୁବନେଶ୍ବର: କରୋନା ମହାମାରୀ ପାଇଁ ୩୦% ପ୍ରତିଶତ ସିଲାବସ୍‌ କମିଲା। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍‌ରେ ୩୦% ପ୍ରତିଶତ ହ୍ରାସ କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇ କହିଛନ୍ତିଯେ,…