‘ନବ ଦାସଙ୍କ ହତ୍ୟା ଘଟଣାରେ…
ଓଏଲ୍ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ଏହି ହାଇଭୋଲଟେଜ ହତ୍ୟାକାଣ୍ଡ ଘଟଣାକୁ ପାଖା ପାଖି ମାସେ ପୁରିବାକୁ ବସିଲାଣି। କେବଳ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ହେଲେ କେଉଁ କାରଣରୁ ନବ ଦାସଙ୍କୁ ହତ୍ୟା…