Odisha Link
Bridging the Missing Links in Odisha
Browsing Tag

TEAM INDIA

ଇତିହାସ ରଚିଲେ ସାମି; ବିଶ୍ବର ପ୍ରଥମ…

ଓଏଲ୍‌ ବ୍ୟୁରୋ: ବିଶ୍ବ କ୍ରିକେଟରେ ଇତିହାସ ରଚିଲେ ଭାରତର ପେସ୍‌ ବୋଲର ମହମ୍ମଦ ସାମି। ବିଶ୍ବକପ୍‌ ୨୦୨୩ର ୨୯ ତମ ମୁକାବିଲାରେ ଇଂଲଣ୍ଡ ବିପକ୍ଷରେ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ ମହମ୍ମଦ ସାମି। ସେ ଇଂଲଣ୍ଡ ବିପକ୍ଷରେ ୪ଟି ଓ୍ବିକେଟ ନେଇଥିଲେ। ସେ ମଧ୍ୟରୁ ୩ଜଣ ଖେଳାଳିଙ୍କୁ କ୍ଲିନ୍‌ ବୋଲ୍ଡ…

ବିଶ୍ବକପ୍‌ ୨୦୨୩: ରୋହିତଙ୍କ ଟାର୍ଗେଟରେ…

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ବକପ୍‌ ୨୦୨୩ର ୧୭ତମ ମୁକାବିଲା ଆଜି ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ। ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନକୁ ପରାସ୍ତ କରି ଆତ୍ମବିଶ୍ବାସରେ ଥିବା ରୋହିତ ଶର୍ମାଙ୍କ ଦଳକୁ ଏବେ ବାଂଲାଦେଶ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ବର୍ତମାନର ଫର୍ମକୁ ଦେଖିଲେ ଭାରତ ଏହି…

ପାକିସ୍ତାନ ବିପକ୍ଷରେ ଗିଲ୍‌ ଖେଳିବେ କି…

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ବକପ୍‌ର ୧୨ତମ ମୁକାବିଲାରେ ଶନିବାର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ। ଯାହାପାଇଁ ଆଜିଠୁ ଆରମ୍ଭ ହୋଇ ସାରିଲାଣି କାଉଣ୍ଟଡାଉନ୍। ତେବେ ଭାରତ ପାଇଁ ବିଶ୍ୱକପର ଦୁଇଟି ମ୍ୟାଚ୍‌ ଖେଳିଥିବା ଶୁଭମନ ଗିଲ୍‌ ପାକିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ, ତାହା ନେଇ…

ବିଶ୍ବକପ୍‌ ପୂର୍ବରୁ ଐତିହାସିକ ଶୃଙ୍ଖଳା…

ଓଏଲ୍‌ ବ୍ୟୁରୋ: ଆଜି ରାଜକୋଟରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଶେଷ ମୁକାବିଲା। ଭାରତ ୨-୦ରେ ଆଗୁଆ ଥିଲେ ବି ବିଶ୍ବକପ୍‌ ପୂର୍ବରୁ ଏହି ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଭାରତ ତାର ଟିମ୍‌ କମ୍ବିନେଶନ୍‌କୁ ଗୁରୁତ୍ବ ଦେବାକୁ ଚେଷ୍ଟା କରିବ। ବିଶ୍ୱକପ ପୂର୍ବରୁ ଏହା ଶେଷ…

ନାଲିରୁ ଧଳା, ସବୁଠି ଭାରତ ୧ ନମ୍ବର

ଓଏଲ୍‌ ବ୍ୟୁରୋ: ବିଶ୍ବ କ୍ରିକେଟର ବାଦଶାହ ଭାରତ। ନାଲିରୁ ଆରମ୍ଭ କରି ଧଳା ବଲ୍‌ର ରାଜା ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷ ମୋହାଲି ଦିନିକିଆକୁ ଜିତି ବିଶ୍ବ କ୍ରିକେଟରେ ଭାରତୀୟ କ୍ରିକେଟ ଦଳ ନୂଆ ଇତିହାସ ରଚିଛି। କଙ୍ଗାରୁ ବାହିନୀକୁ ୫ ଓ୍ବିକେଟରେ ହରାଇ ଭାରତ ଆଇସିସି ଦିନିକିଆ ରାଙ୍କିଙ୍ଗର ନମ୍ବର…

୧୦ ମାସ ପରେ ଦଳକୁ ଫେରିଲେ, ଆୟର୍ଲାଣ୍ଡ…

ଓଏଲ୍‌ ବ୍ୟୁରୋ: ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ। ୧୦ ମାସ ପରେ ଦଳକୁ ଫେରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତି ବୁମରା। ଏଥିସହିତ ତାଙ୍କୁ ଆୟର୍ଲାଣ୍ଡ ବିପକ୍ଷ ସିରିଜ ପାଇଁ ଅଧିନାୟକ ଦାୟିତ୍ବ ଦେଇଛି ବିସିସିଆଇ। ସବୁଠୁ ବଡ଼ କଥା ଦଳର ପ୍ରମୁଖ ଖେଳାଳିଙ୍କୁ ଏହି…

୧୦୦ ତମ ଟେଷ୍ଟ ମ୍ୟାଚରେ ଟସ୍‌ ଜିତିଲା…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ବିତୀୟ ବା ଶେଷ ଟେଷ୍ଟ ମ୍ୟାଚ୍‌। ଶେଷ ଟେଷ୍ଟ ମ୍ୟାଚରେ ଟସ୍‌ ଜିତିଛି ଓ୍ବେଷ୍ଟଇଣ୍ଡିଜ। କାରବିଆନ୍‌ ଟିମ୍‌ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଭାରତ। ଅନ୍ୟପଟେ ଟିମ୍‌ ଇଣ୍ଡିଆର…

ସାମ୍ନାକୁ ଆସିଲା ଟିମ୍‌ ଇଣ୍ଡିଆର ନୂଆ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମ୍‌ର ନୂଆ ଜର୍ସି ଉନ୍ମୋଚନ କରିଛି ଆଡିଡାସ। ଭାରତୀୟ କ୍ରିକେଟ ଦଳର ନୂଆ କିଟ୍‌ ସ୍ପନସର ଆଡିଡାସ ହେବା ପରେ ଆଜି ନୂଆ ଜର୍ସି ଉନ୍ମୋଚିତ ହୋଇଛି। ଟେଷ୍ଟ, ଦିନିକିଆ ଓ ଟ୍ବି-୨୦ ଫର୍ମାଟ ପାଇଁ ଅଲଗା ଅଲଗା ଜର୍ସି ହୋଇଛି। ଏନେଇ ଆଡିଡାସ ପକ୍ଷରୁ ଏକ ଭିଡିଓ ସୋସିଆଲ…

ଗୋଟିଏ ବି ଟେଷ୍ଟ ମ୍ୟାଚ୍‌ ଖେଳି…

ଓଏଲ୍‌ ବ୍ୟୁରୋ: ଆହତଜନିତ ସମସ୍ୟା ଯୋଗୁଁ ବଦଳିଲା ଟିମ୍‌ ଇଣ୍ଡିଆର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ପାଇଁ ଘୋଷିତ ହୋଇଥିବା ଦଳ। ଆହତ କେଏଲ୍‌ ରାହୁଲଙ୍କ ଜାଗା ନେଲେ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଈଶାନ କିଶାନ। ଏନେଇ ଆଜି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ୩ଜଣ ଅତିରିକ୍ତ ଖେଳାଳିଙ୍କୁ…

କଙ୍ଗାରୁ ସ୍ପିନରଙ୍କ ଜାଲରେ ଫଶିଲେ…

ଓଏଲ୍‌ ବ୍ୟୁରୋ: ଇନ୍ଦୋରେ ଖେଳଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚରେ ଟିମ୍‌ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ। ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୧୦୯ ରନ୍‌ କରି ସମସ୍ତ ଓ୍ବିକେଟ ହରାଇଛି। କଙ୍ଗାରୁ ସ୍ପିନରଙ୍କ ଜାଲରେ ପୁରା ଭାରତୀୟ ଦଳ ଫସିଥିଲା। ଯାହାଫଳରେ ପ୍ରଥମ ଦିନରେ ହିଁ ୩୩…