Odisha Link
Bridging the Missing Links in Odisha
Browsing Tag

Tiger Sundari

ମଧ୍ୟପ୍ରଦେଶ ଫେରିଗଲା ସୁନ୍ଦରୀ

ଅନୁଗୁଳ: ମଧ୍ୟପ୍ରଦେଶ ଫେରିଲା ସୁନ୍ଦରୀ। ସାତକୋଶିଆ ଅଭୟାରଣ୍ୟରେ ୩ ବର୍ଷ ରହିବା ପରେ ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ ଫେରିଯାଇଛି। ଏନେଇ ସାତକୋଶିଆ ଅଭୟାରଣ୍ୟର ବନ୍ୟ ପ୍ରାଣୀ ଚିକିତ୍ସକ କିଶୋର ସାହୁ ଏହି ସୂଚନା ଦେଇଛନ୍ତି। ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ ଧରାଯାଇଛି। ସୁନ୍ଦରୀକୁ…

ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ

ଅନୁଗୁଳ: ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇ ନେବା ପାଇଁ ଏକ ଟିମ୍ ସାତକୋଶିଆରେ ଆସି ପହଞ୍ଚୁଛି। ଏହି ଟିମ୍ ସ୍ଥିତି ଅନୁଧ୍ୟାନ କରିବା ପରେ ସୁନ୍ଦରୀକୁ ନେଇ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲାକୁ ନିଆଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅପରପକ୍ଷରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ…

ସୁନ୍ଦରୀ ପାଇଁ ଶିବରାଜଙ୍କ ଚିଠି

ଭୁବନେଶ୍ଵର: ସୁନ୍ଦରୀର ଯତ୍ନ ନେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇନେବା ପର୍ଯ୍ୟନ୍ତ ତା’ର ଯତ୍ନ ନେବା ଲାଗି ଶିବରାଜ ଚିଠିରେ ଅନୁରୋଧ କରିଛନ୍ତି। ଓଡ଼ିଶାରେ ବ୍ୟାଘ୍ର ସଂରକ୍ଷଣ…

ଏବେ ଯିବନି ବାଘୁଣୀ ସୁନ୍ଦରୀ!

ଭୁବନେଶ୍ୱର: ଏବେ ସାତକୋଶିଆରୁ ବାଘୁଣୀ ସୁନ୍ଦରୀ କାହ୍ନା ଅଭୟାରଣ୍ୟ ଯିବ ନାହିଁ। ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟ ଘୋରେଲାରେ ଏବେ ୨ଟି ବାଘ ଅଛନ୍ତି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ସୁନ୍ଦରୀକୁ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ଚିଫ ୱାଇଲ୍ଡ ଲାଇଫ ୱାର୍ଡେନ ହରିଶଙ୍କର ଉପାଧ୍ୟାୟ ସୂଚନା…

ଓଡ଼ିଶାରୁ ଫେରିଯିବ ସୁନ୍ଦରୀ

ଅନୁଗୁଳ: ଶେଷରେ ସାତକୋଶିଆର ‘ସୁନ୍ଦରୀ’ ଅଧ୍ୟାୟରେ ସବୁଦିନ ପାଇଁ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ। ଦୀର୍ଘ ବର୍ଷେ ହେଲା ରାଇଗୁଡ଼ା ଏନକ୍ଲୋଜର ଭିତରେ ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀ ଓଡ଼ିଶା ଛାଡ଼ି ମଧ୍ୟପ୍ରଦେଶ ଫେରିଯିବ। ଏହି ଘଟଣା ଗୋଟିଏ ପଟେ ସାତକୋଶିଆ ଅଭୟାରଣ୍ୟବାସୀଙ୍କୁ ଆଶ୍ବସ୍ତ…