Odisha Link
Bridging the Missing Links in Odisha
Browsing Tag

Tokyo Olympics 2020

ଓଡ଼ିଶା ଫେରିଲେ ଦୂତୀ, ଅଲିମ୍ପିକ ପରାଜୟକୁ…

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ ଯାତ୍ରା ସାରି ଆଜି ଓଡ଼ିଶା ପହଞ୍ଚିଛନ୍ତି ଦୂତୀ ଚାନ୍ଦ। ଏହି ଅବସରରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅନେକ ଶୁଭେଚ୍ଛୁ ଓ ସମର୍ଥକ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଅଲିମ୍ପିକର ୧୦୦ ଓ ୨୦୦ ମିଟର ପ୍ରତିଯୋଗିତାରେ ଦୂତୀ ଅସଫଳ ହୋଇଛନ୍ତି। ତେବେ ଅଲିମ୍ପିକ ପରାଜୟକୁ ନେଇ ଦୂତୀ…

Tokyo Olympics: ଡିସକସ୍‌ ଥ୍ରୋ…

ଟୋକିଓ: ବିଶ୍ବ କ୍ରୀଡ଼ା ମହାକୁମ୍ଭ 'ଅଲିମ୍ପିକ୍ସ'ର ନବମ ଦିନରେ ପଦକ ଆଶା ବଢ଼ାଇଲେ ଭାରତୀୟ ଖେଳାଳି। ଭାରତର ଡିସ୍‌କସ୍‌ ଥ୍ରୋ ଖେଳାଳି କମଲପ୍ରିତ କୌର ଦମଦାର ପ୍ରଦର୍ଶନ କରିଛନ୍ତି। ଟୋକିଓ ଡିସ୍କସ୍ ଥ୍ରୋ ଯୋଗ୍ୟତା ଗ୍ରୁପ୍ ବିରେ କମାଲ କରିଛନ୍ତି କମଲପ୍ରୀତ କୌର। ଏଥିସହିତ ଫାଇନାଲକୁ ଏଣ୍ଟ୍ରି କରିଛନ୍ତି…

Tokyo Olympics: ହ୍ୟାଟ୍ରିକ୍‌ ବିଜୟ ସହ…

ଟୋକିଓ: ଟୋକିଓରେ ଭାରତୀୟ ପୁରୁଷ ହକି ଦଳଦର ଦମଦାର ପ୍ରଦର୍ଶନ। ଅଲିମ୍ପିକର ପୁଲ-ଏର ଶେଷ ମୁକାବିଲାରେ ପୁରୁଷ ହକି ଦଳ କରିଛି ଶାନଦାର ପ୍ରଦର୍ଶନ। ପୁଲ ଏର ଶେଷ ମୁକାବିଲାରେ ଆୟୋଜକ ଜାପାନକୁ ୫-୩ ଗୋଲରେ ପରାସ୍ତ କରି କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି। ଏଥିସହ ଆୟୋଜକ ଜାପାନକୁ ଜୋରଦାର ଝଟକା…

୫ ଭାରତୀୟ ବକ୍ସରଙ୍କୁ ଅଲିମ୍ପିକ୍ସ ଟିକେଟ

ଓମାନ୍‌: ୫ ଭାରତୀୟ ବକ୍ସର ଟୋକିଓ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି। ଓମାନ୍‌ରେ ଖେଳାଯାଉଥିବା ଏସୀୟ ବକ୍ସରଙ୍କ ନିମନ୍ତେ ଅଲିମ୍ପିକ୍‌ସ ଯୋଗ୍ୟତା ଅର୍ଜନ ପର୍ଯ୍ୟାୟର ମହିଳା ୭୫ କେଜି ବିଭାଗ କ୍ବାର୍ଟର ଫାଇନାଲରେ ପୂଜା ରାଣୀ ଥାଇଲାଣ୍ଡର ପୋର୍ଣ୍ଣିପା ଚୁଟେଙ୍କୁ ୫-୦ ରେଫରି ନିଷ୍ପତ୍ତିରେ…

କରୋନା ପାଇଁ ଘୁଞ୍ଚିପାରେ ଟୋକିଓ…

ଟୋକିଓ : ଆସନ୍ତା ଜୁଲାଇ ୨୪ରୁ ଜାପାନର ଟୋକିଓରେ ଅଲିମ୍ପିକ୍ସ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ମାତ୍ର ଏବେ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ ଯୋଗୁଁ ଅଲିମ୍ପିକ୍ସ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଆୟୋଜକ ଜାପାନ ଚାହିଁଲେ ଟୋକିଓ ଅଲିମ୍ପିକ୍ସ…

ଅନ୍ତର୍ଜାତୀୟ କ୍ରୀଡ଼ାରୁ ୪ବର୍ଷ ବାସନ୍ଦ…

ନୂଆଦିଲ୍ଲୀ: ୨୦୨୦ ଟୋକିଓ ଅଲିମ୍ପିକ୍ସ ହେବା ପୂର୍ବରୁ ରୁଷକୁ ଏକ ବଡ଼ ଝଟ୍‌କା ଲାଗିଛି। ବିଶ୍ବ ଡୋପିଂ ନିରୋଧୀ ସଂସ୍ଥା(ୱାଡା) ରୁଷକୁ ଅନ୍ତର୍ଜାତୀୟ କ୍ରୀଡ଼ାରୁ ୪ବର୍ଷ ବାସନ୍ଦ କରିଛି। ଫଳରେ ରୁଷ ଆଗାମୀ ୨୦୨୦ରେ ଜାପାନର ରାଜଧାନୀ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାଗ ନେଇପାରିବ ନାହିଁ। ଏଥିସହ…

୨୦୨୦ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା…

ନୂଆଦିଲ୍ଲୀ: ୨୦୨୦ ଟୋକିଓ ଅଲିମ୍ପିକକୁ କ୍ୱାଲିଫାଏ କଲେ ଭାରତର ଷ୍ଟାର୍ ରେସଲର୍ ଭିନେଶ ଫୋଗଟ୍। ଆଜି ସେ କଜାଖସ୍ତାନର ନୁର୍-ସୁଲତାନରେ ଚାଲିଥିବା ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପର ୫୩ କେଜି ବର୍ଗରେ ବିଶ୍ୱର ଏକ ନମ୍ବର ରେସଲର୍ ଆମେରିକାର ସାରା ହିଲ୍ଡେବ୍ରାଣ୍ଡଙ୍କୁ ହରାଇଛନ୍ତି। ଏଥିସହ ସେ ଭାରତର ପ୍ରଥମ…