Odisha Link
Bridging the Missing Links in Odisha
Browsing Tag

Tokyo Olympics

Tokyo Olympics: ଶେଷ ହେବ କି ୧୦୦…

ଟୋକିଓ: ଆଉ ଦିନକ ପରେ ଶେଷ ହେବ ବିଶ୍ବ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ। ଏସବୁ ମଧ୍ୟରେ ଶନିବାର ଅପରାହ୍ନରେ ଖେଳାଯିବ ଜାଭେଲିନ୍‌ର ଫାଇନାଲ ମୁକାବିଲା। ଭାରତୀୟ ଖେଳାଳି ନୀରଜ ଚୋପ୍ରାଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ପୂରା ଦେଶ ବିଗତ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଆଥଲେଟିକ୍ସ…

ମଉଳିଲା ପଦକ ଆଶା, ଟପ୍‌-୬ରେ ରହିଲେ…

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ମଉଳିଆ ଆଉ ଏକ ପଦକ ଆଶା। ଡିସ୍‌କସ୍‌ ଥ୍ରୋ ଫାଇନାଲ ମୁକାବିଲାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି କମଲପ୍ରୀତ୍‌ କୌର। ସେ ୬ଷଷ୍ଠ ସ୍ଥାନରେ ରହି ଅଲିମ୍ପିକ୍ସ ଯାତ୍ରା ଶେଷ କରିଛନ୍ତି। ପ୍ରଥମ ଭାରତୀୟ ଭାବେ କମଲପ୍ରୀତ୍‌ ଅଲିମ୍ପିକ୍ସରେ ଟପ୍‌-୬ରେ ଏଣ୍ଟ୍ରି କରିଛନ୍ତି।…

ଟୋକିଓ ଅଲିମ୍ପିକ୍ସ: ସେମି ଫାଇନାଲରେ…

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍‌। ସେମି ଫାଇନାଲରେ ପ୍ରବେଶ କରିଛି ଦଳ। ଆଜି ଖେଳା ଯାଇଥିବା ଏକ କ୍ୱାର୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ୧-୦ରେ ହରାଇଛି। ଦଳ ତରଫରୁ ଏହି…

‘କଣ୍ଡୋମ’ ବ୍ୟବହାର କରି…

ଟୋକିଓ: ଟୋକିଓରେ ଚାଲିଛି ବିଶ୍ବ କ୍ରୀଡ଼ା ମହାକୁମ୍ଭ। ଟୋକିଓରେ ଦେଖିବାକୁ ମିଳୁଛି ଜୋରଦାର ଟକ୍କର। କିଏ ପଦକ ହାତେଇ ଖୁସି ମନାଉଛି ତ ଆଉ କିଏ ନିରାଶ ହୋଇ ସ୍ବଦେଶ ଫେରୁଛି। ଆଉ କିଏ ପଦକ ନ ଜିତି ବି ସମସ୍ତଙ୍କ ମନ ଜିଣି ଚର୍ଚ୍ଚାରେ ରହୁଛନ୍ତି। କେବଳ ସେତିକି ନୁହେଁ ସବୁ ମ୍ୟାଚରେ କିଛି ନା କିଛି ନୂଆ…

ମୁହଁ ଓ ଥୋଡ଼ିରେ ୭ ଷ୍ଟିଜ୍‌, ତଥାପି…

ଟୋକିଓ: ମଉଳିଲା ଆଉ ଏକ ପଦକ ଆଶା। ରବିବାର ଖେଳା ଯାଇଥିବା ବକ୍ସିଂ ସୁପର ହେଭି ଅର୍ଥାତ୍‌ ୯୧ କେଜି ବର୍ଗର କ୍ବାର୍ଟର ଫାଇନାଲ ମୁକାବିଲାରେ ହାରିଗଲେ ବକ୍ସର ସତୀଶ କୁମାର। ସେ ଉଜ୍‌ବେକିସ୍ତାନର ବାଖୋଦିର ଜଲୋଲୋଭଙ୍କ ଠାରୁ ପରାସ୍ତ ହୋଇଛନ୍ତି। ୩ଟି ଯାକ ରାଉଣ୍ଡରେ ସତୀଶ କୁମାରଙ୍କ ଉପରେ ଭାରି ପଡ଼ିଥିଲେ…

ଟୋକିଓ ଅଲିମ୍ପିକ୍ସ: ସେମି ଫାଇନାଲରେ…

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଆଜି ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପିଭି ସିନ୍ଧୁ ପରାଜିତ ହୋଇଛନ୍ତି। ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ତାରକା ଚୀନର ତାଇ ଜୁ-ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇଛନ୍ତି ସିନ୍ଧୁ। ଆଜିର ସେମି ଫାଇନାଲ ମୁକାବିଲାରେ ସିନ୍ଧୁ ଜବରଦସ୍ତ ଆରମ୍ଭ…

ଟୋକିଓ ଅଲିମ୍ପିକ୍ସ: କ୍ୱାର୍ଟର ଫାଇନାଲରେ…

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ କ୍ୱାର୍ଟର ଫାଇନାଲରେ ଭାରତୀୟ ପୁରୁଷ ହକି ଟିମ୍। ଦଳ ନିଜର ଚତୁର୍ଥ ମୁକାବିଲାରେ ଆର୍ଜେଣ୍ଟିନାକୁ ୩-୧ରେ ମାତ୍ ଦେଇଛି। ଭାରତର ଏହା ଚାରୋଟି ମ୍ୟାଚରୁ ତୃତୀୟ ବିଜୟ ଅଟେ। ଦଳ ପୂର୍ବରୁ ନ୍ୟୁଜିଲାଣ୍ଡ, ସ୍ପେନକୁ ହରାଇତିଲା। ଦଳ ଗ୍ରୁପ୍-ଏର ଶେଷ ମୁକାବିଲା ଜୁଲାଇ ୩୦ରେ ଜାପାନ…

ଟୋକିଓ ଅଲିମ୍ପିକ୍ସ: ପ୍ରି-କ୍ୱାର୍ଟର…

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ଦମଦାର ପ୍ରଦର୍ଶନ। ଏକ ସହଜ ବିଜୟ ସହିତ ପିଭି ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି। ସିନ୍ଧୁ ହଂକଂ ଚିୟୁଙ୍ଗ ନଗନ ୟିଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତ କରିଛନ୍ତି କରିଛନ୍ତି। ଚଳିତ…

ଉଦ୍‌ଘାଟନ ହେଲା ଟୋକିଓ ଅଲିମ୍ପିକ୍ସ

ଟୋକିଓ: ଉଦ୍‌ଘାଟନ ହେଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ। ରଙ୍ଗୀନ ଆଲୋକରେ ଝଲସି ଉଠିଲା ଜାପାନ ନ୍ୟାସନାଲ ଷ୍ଟାଡିୟମ। ଜାପାନର ସମ୍ରାଟ ନାରୁହିଟୋ କ୍ରୀଡ଼ାର ଉଦ୍‌ଘାଟନ କରିଛନ୍ତି। ଉତ୍ସବରେ ବିଶ୍ୱବାସୀଙ୍କୁ ବିଶ୍ୱ ଶାନ୍ତି ଓ ସହାବସ୍ଥାନର ନୂଆ ବାର୍ତ୍ତା ଦେଇଛି ଟୋକିଓ ଅଲିମ୍ପିକ୍ସ।…

ଟୋକିଓ ଅଲିମ୍ପିକରେ କିଟ୍‍ରୁ ୩ ଖେଳାଳି

ଭୁବନେଶ୍ବର: ଚଳିତବର୍ଷ ଟୋକିଓ ଅଲିମ୍ପିକ୍‍ସରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଅଂଶଗ୍ରହଣର ସୁଯୋଗ ପାଇଛନ୍ତି। ସମଗ୍ର ଭାରତରେ କିଟ୍‍ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛି। ଗୋଟିଏ ବିଶ୍ୱବିଦ୍ୟାଳୟରୁ ୩ଜଣ…