Odisha Link
Bridging the Missing Links in Odisha
Browsing Tag

Tokyo Paralympics

ଫାଇନାଲରେ ପ୍ରମୋଦ, ଏବେ ସ୍ବର୍ଣ୍ଣ ପଦକ…

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ପଦକ ପକ୍କା କଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବିଦେଶରେ ଚମକ ଦେଖାଇଲେ ଓଡ଼ିଆ ପୁଅ। ସେ ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି। ଏବେ ସେ ସ୍ୱର୍ଣ୍ଣ ପଦକ ପାଇଁ ଅପରାହ୍ନ ୩ଟାରେ ଲଢ଼େଇ କରିବେ। ଯଦି ବି ସେ ହାରିବେ,…

ଶୁଟିଂରେ ଭାରତକୁ ଡବଲ ମେଡାଲ, ବିଶ୍ବ…

ଟୋକିଓ: ଟୋକିଓରେ ଚମକୁଛନ୍ତି ଭାରତୀୟ ପାରାଲିମ୍ପିକ୍‌ ଖେଳାଳି। ଶୁକ୍ରବାର ୩ଟି ପଦକ ଜିତିବା ପରେ ଶନିବାର ୨ଟି ପଦକ ହାତେଇଛନ୍ତି ଭାରତୀୟ ଖେଳାଳି। ଶୁଟିଂରେ ଦୁଇଟି ପଦକ ମିଳିଛି। ଭାରତୀୟ ଶୁଟର ମନୀଷ ନରୱାଲ ବିଶ୍ୱ ପାରାଲିମ୍ପିକ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସିଂହରାଜ ରୌପ୍ୟ ପଦକ…

ଟୋକିଓରେ ଅବନୀଙ୍କୁ ଡବଲ ମେଡାଲ, ଭାରତର…

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ। ହାଇଜମ୍ପରେ ଭାରତର ପ୍ରବୀଣ କୁମାର ରୌପ୍ୟ ପଦକ ଜିତିବା ପରେ ଅବନୀ ଲେଖରା ଭାରତକୁ ଦେଲେ ଆଉ ଏକ ପଦକ। ମହିଳା ୫୦ ମିଟର ଏୟାର ପିସ୍ତଲ ରାଇଫଲରେ ଅବନୀ ବ୍ରୋଞ୍ଜ ପଦକ ହାତେଇଛନ୍ତି। ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୫୦ ମିଟର କ୍ଲାସ…

ଟୋକିଓରେ ପ୍ରବୀଣଙ୍କ କମାଲ, ହାଇଜମ୍ପରେ…

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ। ଶୁକ୍ରବାର ଦିନ ଭାରତକୁ ମିଳିଲା ଆଉ ଏକ ପଦକ। ହାଇଜମ୍ପରେ ଭାରତର ପ୍ରବୀଣ କୁମାର ଜିତିଲେ ରୌପ୍ୟ ପଦକ। https://twitter.com/Tokyo2020hi/status/1433625871726923776 ଟି୬୪ ବର୍ଗରେ ୨.୭ ମିଟର ସହ ରୌପ୍ୟ ପଦକ…

ଟୋକିଓ ପାରାଲିମ୍ପିକ୍ସ: ଏକକ ବର୍ଗରେ…

ଟୋକିଓ: ଟୋକିଓ ପାରାଲିମ୍ପିକ୍ସର ବ୍ୟାଡମିଣ୍ଟନ ମିକ୍ସ ଡବଲ୍ସରେ ହାରିବା ପରେ ଦମଦାର କମ୍‌ବ୍ୟାକ୍‌ କରିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ। ପାରାଲିମ୍ପିକ୍‌ ବ୍ୟାଡମିଣ୍ଟନ ଇଭେଣ୍ଟର ଏକକ ବର୍ଗର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛନ୍ତି ପ୍ରମୋଦ। ଏକକ ବର୍ଗର ମ୍ୟାଚରେ ଭାରତର ହିଁ ମନୋଜ ସରକାରଙ୍କୁ ପରାଜିତ…

ଜାଭେଲିନ୍ ଥ୍ରୋରେ ସୁମିତ୍‌ଙ୍କ ବିଶ୍ବ…

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସର ୬ଷ୍ଠ ଦିନରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ। ଷଷ୍ଠ ଦିନରେ ଭରତୀୟ ଖେଳାଳି ହାତେଇଛନ୍ତି ୫ ପଦକ। ଅବନୀ ଲେଖରାଙ୍କ ପରେ ସୋମବାର ସୁମିତ୍ ଅନ୍ତିଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୁମିତ୍ ପୁରୁଷ ଜାଭେଲିନ୍ ଥ୍ରୋ’ ଏଫ୍-୬୪ ବର୍ଗରେ ଏହି ଐତିହାସିକ…

ପାରାଲିମ୍ପିକ୍ସ: ଟେବୁଲ ଟେନିସ୍‌…

ଟୋକିଓ: ଟୋକିଓରେ କମାଲ କଲେ ଭାରତୀୟ ପାରାଲିମ୍ପିକ୍ସ ଖେଳାଳି। ଭାରତର ପ୍ରଥମ ଟେବୁଲ ଟେନିସ୍‌ ଖେଳାଳି ଭାବେ ଫାଇନାଲରେ ଭାବିନା ପଟେଲ। ସେମି ଫାଇନାଲ ମୁକାବିଲାରେ ଚାଇନାର ଝାଙ୍ଗ ମିୟାଓଙ୍କୁ ୭-୧୧, ୧୧-୭,୧୧-୪,୯-୧୧, ୧୧-୮ରେ ମାତ୍‌ ଦେଇ ଫାଇନାଲରେ ଏଣ୍ଟ୍ରି କରିଛନ୍ତି। ସଂଘର୍ଷପୂର୍ଣ୍ଣ ମ୍ୟାଚରେ…