Odisha Link
Bridging the Missing Links in Odisha
Browsing Tag

Truck Fire

ଜଳିଗଲା ଚଳନ୍ତା ଟ୍ରକ୍‌

ବଲାଙ୍ଗିର: ଆଗ ଚକ ଫାଟିଯିବାରୁ ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଏମିତି ଏକ ଘଟଣା ଘଟିଛି ଖମାର ମୁଣ୍ଡା ଛକରେ। ପ୍ରକାଶ ଯେ, ବରଗଡରୁ ବଲାଙ୍ଗୀର ଆସୁଥିବା ଖମାର ମୁଣ୍ଡା ଛକରେ ଡାଲି ବୋଝେଇ ଟ୍ରକ୍ ରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡ ଫଳରେ ଟ୍ରକ୍ ଟି…

ଜଳିଗଲା କେମିକାଲ୍ ବୋଝେଇ ଟ୍ରକ୍

କେନ୍ଦୁଝର : କେନ୍ଦୁଝରରେ କେମିକାଲ୍ ବୋଝେଇ ଟ୍ରକ୍ ରେ ଲାଗିଛି ନିଆଁ। ନିଆଁ ଲିଭା କାର୍ଯ୍ୟରେ ୨ଟି ଦମକଳ ଗାଡି ନିୟୋଜିତ ଅଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ମିଳିଥିବା ସୂଚନା ଅନୁସାର, କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ପେଟ୍ରୋଲ ପମ୍ପ୍ ନିକଟରେ ଘଟିଛି ଅଘଟଣ ।…

ଦିଆସିଲ ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଜାତୀୟ ରାଜପଥ ୧୬ ଛତାବର ନିକଟରେ ଚଳନ୍ତା ଟ୍ରକରେ ଲାଗିଲା ନିଆଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ଟ୍ରକ ଛାଡି ଡ୍ରାଇଭର ଫେରାର । ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କଲେ । ମିଳିଥିବା ସୂଚନା ଅନୁସାରେ, ରାତି ପ୍ରାୟ ୪ଟା…

କୋଇଲା ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସଦର ଥାନା ଶ୍ୟାମସୁନ୍ଦରପୁର୍ ପୋଲ ଉପରେ ଗତକାଲି ରାତିରେ ଏକ କୋଇଲା ବୋଝେଇ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଟ୍ରକ୍‌ଟି ପାରାଦୀପରୁ କୋଇଲା ଧରି କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା। ଟ୍ରକଟି ହୁତୁ ହୁତୁ ଜଳୁଥିବାର ଦେଖି ସ୍ଥାନୀୟ…