Odisha Link
Bridging the Missing Links in Odisha
Browsing Tag

UP Police

ମନ୍ତ୍ରୀଙ୍କ ପୁଅ ଚାଷୀଙ୍କୁ ହତ୍ୟା…

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସାକାଣ୍ଡ ମାମଲାର ଚାର୍ଜସିଟ୍‌ କୋର୍ଟରେ ଦାଖଲ କଲା ଉତ୍ତରପ୍ରଦେଶ ପୁଲିସର ଏସଆଇଟି ଟିମ୍। ଏକ କି ଦୁଇ ନୁହେଁ ପୁରା ୫ ହଜାର ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରିଛି ଏସ୍‌ଆଇଟି। ଏହି ମାମଲାରେ ପୁୁଲିସ୍‌ ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ…

ଖାକିରେ ଦାଗ: ଗଣଦୁଷ୍କର୍ମ ପୀଡ଼ିତାଙ୍କୁ…

ଉତ୍ତରପ୍ରଦେଶ: ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଦୁଷ୍କର୍ମ କଲେ ପୁଲିସ ଅଧିକାରୀ। ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଶାହାଜହାନପୁର ଅନ୍ତର୍ଗତ ଜଲାଲାବାଦ ଥାନାରେ। ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ମହିଳା ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ସେଠାରେ ପୁଣି ଦୁଷ୍କର୍ମର ଶିକାର ହୋଇଛନ୍ତି।…

୫୦ ବର୍ଷରୁ ଊର୍ଦ୍ଧ୍ୱ ପୋଲିସ…

ଲକ୍ଷ୍ଣୌ: ୫୦ ବର୍ଷରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର। ଉତ୍ତରପ୍ରଦେଶରେ ଯୋଗୀ ସରକାର ଏଭଳି ପଦକ୍ଷେପ ଆରମ୍ଭ କରିଛନ୍ତି। ୫୦ ବର୍ଷରୁ ଊର୍ଦ୍ଧ୍ୱ ଅପାରଗ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଡିଜିପି…

ରାଜଦ୍ରୋହ ମାମଲା: ଅଭିଯୁକ୍ତକୁ ୪ ଦିନିଆ…

ସାଲେପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କିଛି ଧାର୍ମିକ ନେତାଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଘୃଣ୍ୟ ବାର୍ତ୍ତା ପୋଷ୍ଟ କରିବା ମାମଲାରେ ଓଡ଼ିଶାର କଟକ ଜିଲ୍ଲା ସାଲେପୁର ଥାନା କୁସମ୍ବୀ ଗ୍ରାମର ସୟଦ ହାସନ ଅହମ୍ମଦ ନାମକ ୪୦ ବର୍ଷ ବୟସ୍କ ଜଣେ…

ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ…

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମିରଟ ସହରକୁ ଯିବାକୁ ଅନୁମତି ଦେଲାନି ଉତ୍ତର ପ୍ରଦେଶ ପୁଲିସ୍। ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧୀ ଆନ୍ଦୋଳନ କାଳରେ ମିରଟରେ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କର ନିକଟ ସଂପର୍କୀୟମାନଙ୍କୁ ଭେଟି ସେମାନଙ୍କୁ ସମବେଦନା…