Odisha Link
Bridging the Missing Links in Odisha
Browsing Tag

US

ଆମେରିକାରେ ଆଜିଠୁ ଟିକାକରଣ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ଠାରୁ ବତ୍ରୀବା ପାଇଁ ବିଭିନ୍ନ ରାଷ୍ଟ୍ର ଯୁଦ୍ଧକାଳୀନ ଭିତ୍ତିରେ ଫଳପ୍ରଦ କରୋନା ଟିକା ବିକଶିତ କରିବାରେ ଲାଗିଛନ୍ତି। ଏଥିସହ ସବୁ ଦେଶ ନିଜ ନାଗରିକମାନଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ ସେ ଦିଗରେ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ଆଜି ଆମେରିକୀୟମାନଙ୍କର…

ଚୀନର ବରିଷ୍ଠ ଅଧିକାରୀଙ୍କୁ ଆମେରିକା ମନା

ୱାଶିଂଟନ: ଆମେରିକା ଚୀନର ୧୪ ବରିଷ୍ଠ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଚୀନର ୧୪ ବରିଷ୍ଠ ଅଧିକାରୀ ହଂକଂର ସ୍ବାୟତ୍ତତାକୁ କମ୍‌ଜୋର କରିବା ପ୍ରସଙ୍ଗରେ ଜଡ଼ିତ ଥିବାରୁ ସେମାନଙ୍କ ବିରୋଧରେ ଏହି ପଦକ୍ଷେପ ନେଇଛି ଆମେରିକା।…

ବେରୋଜଗାର ଭତ୍ତା ମାଗିଲେ ୪୪ ଲକ୍ଷ…

କରୋନା ମହାମାରୀ ପାଇଁ ବୃତ୍ତି ହରାଇଥିବା ୪୪ ଲକ୍ଷ ଆମେରିକୀୟ ସରକାରଙ୍କୁ ବେରୋଜଗାର ଭତ୍ତା ମାଗିଛନ୍ତି। ୨୦୦୮ ଆର୍ଥିକ ମାନ୍ଦାବସ୍ଥା ପରେ ଦେଶରେ ଯେତିକି ନୂଆ ରୋଜଗାର ସୃଷ୍ଟି ହୋଇଥିଲା ଏହି କରୋନା ସଂକ୍ରମଣ ସମୟରେ ତାହା ଠାରୁ ଅଧିକ ଲୋକ ରୋଜଗାର ହରାଇଛନ୍ତି। ଗ୍ରେଟ୍‌ ଡିପ୍ରେସନ୍‌ ପରଠାରୁ…

କରୋନା: ଗୋଟିଏ ପରିବାରର ୭ ଆକ୍ରାନ୍ତ, ୪…

ଓଏଲ୍ ବ୍ୟୁରୋ: କରୋନା ଭୂତାଣୁ ଦ୍ବାରା ଗୋଟିଏ ପରିବାରର ୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁଜର୍ସିରେ। ଏହି ପରିବାରର ବରିଷ୍ଠ ମହିଳା ଗ୍ରେସ୍‌ ଫୁସ୍କୋ (୭୦) ମୃତୃୁବରଣ କରିଥିବା ବେଳେ ତାଙ୍କର ଦୁଇ…