Odisha Link
Bridging the Missing Links in Odisha
Browsing Tag

Vaccination

ଜୁନ୍ ୨ରୁ ୧୮ରୁ ୪୪ ବୟସ୍କଙ୍କ ଟିକାକରଣ…

ଭୁବନେଶ୍ୱର: ରାଜ୍ୟରେ ଟିକାର ଅଭାବ। ଟିକା ଅଭାବ କାରଣରୁ ଜୁନ୍ ୨ରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ବନ୍ଦ ରହିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ଟିକା କମ୍ପାନୀମାନେ ଟିକା ଦେବା ନେଇ କୌଣସି ପ୍ରକାର ସୂଚନା ଦେଇନାହାନ୍ତି। ବର୍ତ୍ତମାନ ଯାହା ଟିକା ମହଜୁଦ ଅଛି…

ବାତ୍ୟା ପାଇଁ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ। ଏନେଇ ପରିବାର ଓ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବାତ୍ୟା ସମୟରେ ମୁଖ୍ୟତଃ ବିଦ୍ୟୁତ ସେବା ବ୍ୟାଘାତ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲା ପ୍ରଶାସନକୁ ଜେନେରେଟର ବ୍ୟବସ୍ଥା କରିବାକୁ…

ଲୋକସେବା ଭବନ ବହାରେ ସରକାରୀ…

ଭୁବନେଶ୍ୱର: ଆଜିଠୁ ଲୋକସେବା ଭବନ କର୍ମଚାରୀଙ୍କୁ ଟିକାକରଣ। ଲୋକସେବା ଭବନ ବାହାରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଦିଆଯିବ ଟିକା। ଲୋକସେବା ଭବନର କନ୍‌ଭେନସନ୍‌ ହଲରେ ଲୋକସେବା ଭବନ ସମେତ ଅନ୍ୟ ସରକାରୀ ଅଫିସର କର୍ମଚୀରୀ ଓ ଅଧିକାରୀମାନଙ୍କ ପାଇଁ ଟିକାକରଣ ବ୍ୟବସ୍ଥା ହୋଇଛି। ଏଥିପାଇଁ ବାହାରେ…

ଟିକାକରଣ: ଦ୍ୱିତୀୟ ଡୋଜର ସମୟରେ…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଏବେ ଟିକାକରଣ କାର୍ଯ୍ୟ ଜୋରଦାର ଚାଲିଛି। ତେବେ ଏହାରି ଭିତରେ ଟିକାକରଣ ସମୟରେ ପରିବର୍ତ୍ତନ କରାଯାଇଛି। କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ ସମ୍ପର୍କରେ ନିୟମ ପରିବର୍ତ୍ତନ…

ମେ’ ୧୯ ପରେ ଘରୋଇ ହସ୍ପିଟାଲରେ…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କରୋନାକୁ ମାତ ଦେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। ଏହାରି ମଧ୍ୟରେ ଆଜି ଘରୋଇ ହସ୍ପିଟାଲରେ ଟିକାକରଣ ପ୍ରସଙ୍ଗରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ନିଜ…

ରାଜ୍ୟରେ ରବିବାର ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ସଂକ୍ରମଣ ହାର। ପ୍ରତିଦିନ ୮୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏହି ଦ୍ରୁତ ସଂକ୍ରମଣ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ ଦିନିଆ ଲକ ଡାଉନ କରିଛନ୍ତି। ମାତ୍ର ଲକଡାଉନରେ ମଧ୍ୟ ଟିକାକରଣ ଜାରି…

ଆଜି ୧୨ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ହୁହୁ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଯାହା ଅଣାୟତ୍ତ ପରିସ୍ଥିତି ସୃଷ୍ଟି କଲାଣି। ସଂକ୍ରମଣ ବଢୁଥିବା ବେଳେ ଟିକାକରଣ କମୁଛି। ରାଜ୍ୟରେ ଖୋର୍ଦ୍ଧା ସମେତ ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଛି। ରାଜ୍ୟରେ ଆବଶ୍ୟକ ଟିକା ନଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର। ୧୨…

ଏଣିକି ସବୁଦିନ ହେବ କରୋନା ଟିକାକରଣ

ନୂଆଦିଲ୍ଲୀ: ଆଜିଠୁ ଦେଶରେ ଆରମ୍ଭ ହୋଇଛି କରୋନା ଟିକାକରଣର ତୃତୀୟ ପର୍ଯ୍ୟାୟ। ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟିକାକରଣ କରାଯାଉଛି। ତେବେ ଟିକାକରଣର ଚାଲିଥିଲେ ମଧ୍ୟ ଦେଶର ଅନେକ ରାଜ୍ୟରେ ଏବେ ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ…

ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଉର୍ଦ୍ଧ୍ବ…

ନୂଆଦିଲ୍ଲୀ: ପୁଣି ନିଜର କାୟା ବିସ୍ତାର କଲାଣି ମହାମାରୀ କରୋନା। ଦେଶରେ ପୁଣି କରୋନା ସଂକ୍ରମଣ ହାର ଦିନୁ ଦିନ ବଢ଼ିବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏବେ ପୁଣି ଚିନ୍ତାଜନକ ହୋଇ ପଡିଛି। ଏହାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଏନେଇ ଆଜି ଟିକାକରଣ…

ବିଏମ୍‌ସି ହସ୍ପିଟାଲରେ ଆଜିଠୁ…

ଭୁବନେଶ୍ୱର: ବିଏମ୍‌ସି ହସ୍ପିଟାଲରେ ଆଜିଠୁ ଲିଙ୍ଗରାଜଙ୍କ ସେବାୟତଙ୍କୁ ଟିକା ଦିଆଯିବ। ଦୈନିକ ୫୦ଜଣଙ୍କୁ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ସହରର ମୋଟ ୩୧ଟି ସେସନ୍‌ ସାଇଟ୍‌ରେ ଟିକା ଦିଆଯାଉଛି । ଆଜି ସୁଦ୍ଧା ୧ଲକ୍ଷ ୭ହଜାର ୬୭୮ଜଣଙ୍କୁ ଟିକା ଦିଆସରିଲାଣି । ଏହା ଭିତରେ ୪୦ହଜାର ୨୪୪…