Odisha Link
Bridging the Missing Links in Odisha
Browsing Tag

Vaccine

ଟିକା କେନ୍ଦ୍ର ପରିଦର୍ଶନ କଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଦ୍ୱାରା ବିଶ୍ୱର ସର୍ବବୃହତ ମାଗଣା ଟିକାକରଣ ଅଭିଯାନ ସୋମବାର ଠାରୁ ଆରମ୍ଭ ହୋଇଯାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀର ସରୋଜିନୀ ନଗର ସ୍ଥିତ ସିଜିଏଚଏସ ଡିସପେନସେରୀ ହସ୍ପିଟାଲର ଟିକା…

ଟିକା-ଫଟୋ-ରାଜନୀତି

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ଅନ୍ୟପଟେ ରାଜ୍ୟରେ କ୍ୟାମ୍ପେନ ମୋଡରେ ଟିକାକରଣ କରାଯାଉଛି। ଏସବୁ ମଧ୍ୟରେ ଟିକା କେନ୍ଦ୍ର ବାହାରେ ଲାଗିଥିବା ପୋଷ୍ଟରକୁ ନେଇ ଦେଖାଦେଇଛି ବିବାଦ। ରାଜ୍ୟରେ କରୋନା ମହାମାରୀକୁ ମାତ୍‌ ଦେବାକୁ ଟିକାକରଣ ପ୍ରକ୍ରିୟାକୁ…

ରାଜ୍ୟରେ ଟିକା ନେଇନାହାଁନ୍ତି ୨ ଲକ୍ଷ…

ଭୁବନେଶ୍ୱର: କରୋନାକୁ ମାତ୍‌ ଦେବାକୁ ରାଜ୍ୟରେ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକାକରଣ ଉପରେ ସରକାର ଜୋର ଦେଉଥିବା ବେଳେ କରୋନା ବିପକ୍ଷ ଲଢେଇରେ ସାମିଲ ସମ୍ମୁଖ ଯୋଦ୍ଧା ଏଯାଏଁ ଟିକା ନେଇନଥିବା ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ ଏଯାଏଁ ଟିକା ନେଇନାହାଁନ୍ତି ପାଖାପାଖି ୨ ଲକ୍ଷ କୋଭିଡ୍ ଯୋଦ୍ଧା।…

ଟିକା ନେବା ପରେ ବି ନିୟମ ମାନନ୍ତୁ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଏଥିସହିତ ରାଜ୍ୟରେ ଟିକାକରଣ କାର୍ଯ୍ୟ ଚାଲି ରହିଛି। ଏସବୁ ସତ୍ତ୍ବେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଟିକା ନେବା ପରେ କୋଭିଡ ହେବନି ଏପରି କିଛି…

ଟିକା ନେବେ ବାବା ରାମଦେବ, ସମସ୍ତଙ୍କୁ…

ନୂଆଦିଲ୍ଲୀ: କରୋନା ଟିକା ନେବେ ଯୋଗଗୁରୁ ବାବା ରାମଦେବ। ଏଥିସହ ଅନ୍ୟମାନେ ବି କରୋନା ଟିକା ନେବା ପାଇଁ ସେ ନିବେଦନ କରିଛନ୍ତି। ନିକଟରେ ଏଲୋପାଥି ଚିକିତ୍ସାକୁ ନେଇ ସେ ବିବାଦୀୟ ମନ୍ତବ୍ୟ ଦେବା ପରେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିଲେ। ଫଳରେ ସେ ନିଜ ବିବୃତି ପ୍ରତ୍ୟାହାର କରିବାକୁ ବାଧ୍ୟ…

ଘରୋଇ ହସ୍ପିଟାଲ ପାଇଁ ଟିକା ଦର ଧାର୍ଯ୍ୟ…

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲ ପାଇଁ ଧାର୍ଯ୍ୟ ହେଲା ଟିକା ଦର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟିକା ଦର ଧାର୍ଯ୍ୟ କରାଯାଇଛି। କୋଭାକ୍ସିନ ଟିକା ଦର ୧୪୧୦ ଟଙ୍କା ଧାର୍ଯ୍ୟ ହୋଇଛି। ଏଥିସହ କୋଭିସିଲ୍ଡ ଟିକା ଦର ୭୮୦ ଟଙ୍କା ଧାର୍ଯ୍ୟ ହୋଇଛି। ସ୍ପୁଟନିକ ଟିକା ଦର ୧୧୪୫ ଟଙ୍କା ଧାର୍ଯ୍ୟ ହୋଇଛି।…

ଟିକା ନେଲେ ମିଳିବ ସ୍ମାର୍ଟଫୋନ୍

ଭୋପାଳ: ଟିକା ନେଲେ ମିଳିବ ସ୍ମାର୍ଟଫୋନ୍। କରୋନା ଟିକା ନେଲେ ମାଗଣାରେ ମିଳିବ ମୋବାଇଲ୍। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଯଦି ଆପଣ କରୋନା ଟୀକା ନେଉଛନ୍ତି ତେବେ ଆପଣ ଏକ ସ୍ମାର୍ଟଫୋନ୍ ଜିତିବାର ସୁଯୋଗ ପାଇପାରିବେ। ଏଭଳି ଏକ ନିଆରା ପଦକ୍ଷେପ ନେଇଛି ଭୋପାଳ ଜିଲ୍ଲା ପ୍ରଶାସନ। କରୋନା ଭାଇରସର…

ଦେଶୀ ଟିକା ଡେଲ୍ଟା ଭାଇରସର ମୁକାବିଲା…

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ୍‌। ଡେଲ୍ଟା ଭାଇରସର ମୁକାବିଲା କରିବାରେ କୋଭାକ୍ସିନ୍‌ ଓ କୋଭିସିଲ୍ଡ ଟିକା ସଫଳ ହୋଇଛି ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି। ଟିକାକରଣକୁ ବ୍ୟାପକୁ କରାଯାଉଛି। ଯାହାଫଳରେ ଲୋକେ ଟିକା ନେଲା ପରେ ସିଭିୟରିଟି କମିବାରେ ଲାଗିଛି। ଶ୍ରୀ…

ଶିଶୁଙ୍କୁ ଦିଆଯିବ ଫାଇଜର ଟିକା: ରଣଦୀପ…

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଏବେ କମୁଛି। ମାତ୍ର କରୋନାର ତୃତୀୟ ଲହରକୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି,…

ଆସୁଛି ଆଉ ଏକ ସ୍ୱଦେଶୀ ଟିକା, ୩୦ କୋଟି…

ନୂଆଦିଲ୍ଲୀ: ଆସୁଛି ଆଉ ଏକ ସ୍ୱଦେଶୀ ଟିକା। ଭାରତ ବାୟୋଟେକର କୋଭାକ୍ସିନ ଟିକା ପରେ ବାୟୋଲୋଜିକାଲ-ଇ ଆଣୁଛି କୋଭିଡ ଟିକା। କରୋନାର ଦ୍ୱିତୀୟ ଲହରରେ ଟିକାର ଅଭାବ ଦେଖାଯାଉଥିବା ବେଳେ ଆଉ ଏକ ସ୍ୱଦେଶୀ ଟିକାର ୩୦ କୋଟି ଡୋଜ୍ ଅର୍ଡର କରିଛନ୍ତି କେନ୍ଦ୍ର ସରକାର। ହାଇଦ୍ରାବାଦ ସ୍ଥିତ ମେସର୍ସ…