ଜଗତସିଂହପୁରରେ ୩ଟି ଗୋରୁ ବୋଝେଇ ଭ୍ୟାନ୍…
ଜଗତସିଂହପୁର: ଜଗତସିଂହପୁର ଅଞ୍ଚଳରୁ ବେଆଇନ ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରିଛି ପୋଲିସ। ଗାଡି ଜବତ ସହ ଗାଡି ଡ୍ରାଇଭର ସହ ବ୍ୟବସାୟୀଙ୍କୁ ଅଟକ ରଖିଛି ପୋଲିସ।
ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ସହର ଥାନା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରି ବାହାରକୁ ଚୋରା ଚାଲାଣ…