Odisha Link
Bridging the Missing Links in Odisha
Browsing Tag

VIMSAR

ଚିକିତ୍ସାରେ ଅବହେଳା ଅଭିଯୋଗର ତଦନ୍ତ…

କଟକ: କରୋନା ଦ୍ୱିତୀୟ ଲହର ସଂକ୍ରମଣ ସମୟରେ ବୁର୍ଲା ଭିମସାରରେ ସଂକ୍ରମିତଙ୍କ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ପାହ୍ୟାର ଅଧିକାରୀ ଅଭିଯୋଗର ତଦନ୍ତ କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ। ମୁଖ୍ୟ…

ଭୀମସାରରେ ହେବ ୨ୟ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ପଶ୍ଚିମ ଓଡ଼ିଶାରେ ସ୍ଥିିତି ସଙ୍ଗୀନ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ଦିଆଯାଇଛି। ବୁର୍ଲା ଭୀମସାରରେ ଦ୍ୱିତୀୟ କୋଭିଡ…

ପୁଣି ଭୀମସାରରେ କରୋନା ପଜିଟିଭ ଚିହ୍ନଟ

ସମ୍ୱଲପୁର: ପୁଣି ବୁର୍ଲା ଭୀମସାରରେ କରୋନା। କିଛିଦିନର ବିରତି ପରେ ପୁଣି ଭୀମସାରକୁ ଫେରିଛି କରୋନା। ଏଠାରେ ଥିବା କାର୍ଡିଓଲୋଜି ବିଭାଗର ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସଂକ୍ରମଣ ବଢିବା ଆଶଙ୍କା କରି ୱାର୍ଡକୁ ବିଶୋଧନ କରାଯାଇଛି। ଏହାସହ ତୁରନ୍ତ ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ…

ଛାତ୍ରଙ୍କୁ ରାଗିଂ କରିବା ପଡ଼ିଲା ମହଙ୍ଗା

ସମ୍ବଲପୁର: ରାଗିଂ କରିବା ପଡ଼ିଲା ମହଙ୍ଗା । ବୁର୍ଲା ଭୀମସାର୍‌ରେ MBBS ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ରାଗିଂ ଘଟଣାରେ MBBS ଚତୁର୍ଥ ବର୍ଷର ୧୮ ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା କରାଯାଇଛି। ଏସମ୍ପର୍କରେ ସେମାନଙ୍କର ଅଭିଭାବକଙ୍କୁ ଜଣାଇ…

ଭୀମସାରରେ ଗୋଷ୍ଠୀ ସଂଘର୍ଷ, ୨ ଗୁରୁତର

ବୁର୍ଲା: ପୁଣି ଥରେ ଅଶାନ୍ତ ଭୀମସାର। ଗତକାଲି ବିଳମ୍ବିତ ରାତିରେ ଭୀମସାର ମୁଖ୍ୟ ଫାଟକ ସମ୍ମୁଖ ନେତାଜୀ ଛକରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଷ୍ଠୀ ସଂଘର୍ଷରେ ଗୋଟିଏ ଗୋଷ୍ଠିର ଦୁଇ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପିଡବ୍ଲୁଡି ଅଞ୍ଚଳର ଦୁଇଜଣ ଯୁବକ ନେତାଜୀ ଛକ ଠାରେ…

ଭିମ୍‌ସାରରେ ଛାତ୍ରଙ୍କୁ ର‍୍ୟାଗିଂ

ସମ୍ବଲପୁର: ଭିମ୍‌ସାରରେ ଛାତ୍ରଙ୍କୁ ର‍୍ୟାଗିଂ। ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ର‍୍ୟାଗିଂ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଆଣ୍ଟି ର‍୍ୟାଗିଂ ସେଲ୍‌ର ୧୦ ଜଣିଆ କମିଟି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ମୁତାବକ, ୩ ଦିନ…

ବୁର୍ଲାରେ ଆରମ୍ଭ ହେଲା କରୋନା ନମୁନା…

ସମ୍ବଲପୁର: ଆଜି ଠାରୁ (୧୯ ଏପ୍ରିଲ ୨୦୨୦) ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମ୍‌ସାର)ରେ ଆରମ୍ଭ ହୋଇଛି କୋଭିଡ୍‌ ଭୂତାଣୁ ପରୀକ୍ଷଣ। ପୂର୍ବରୁ ଏଠାରେ ସଂଗୃହିତ ସ୍ବାବ୍‌ ନମୁନାଗୁଡ଼ିକ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା ପ୍ରତିଷ୍ଠାନ (ଆରଏମ୍ଆରସି)କୁ…