Odisha Link
Bridging the Missing Links in Odisha
Browsing Tag

voting

ପଞ୍ଚାୟତ ନିର୍ବାଚନ: ସରିଲା ପ୍ରଥମ…

ଓଏଲ୍‌ ବ୍ୟୁରୋ: କରୋନା କାଳରେ ରାଜ୍ୟରେ ଅନୁଷ୍ଠିତ ହୋଇଛି ପଞ୍ଚାୟତ ନିର୍ବାଚନ ୨୦୨୨। କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ହୋଇଥିଲା। ଦିନ ୧ଟା ସୁଦ୍ଧା ରାଜ୍ୟରେ ୬୦ ପ୍ରତିଶତ ମତଦାନ ହୋିଛି।…

୯୦ ମତଦାତା ଦେଲେ ୧୮୧ ଭୋଟ୍, ୫ ପୋଲିଂ…

ଗୌହାଟି: ଆସାମରେ ଚାଲିଛି ବିଧାନସଭା ନିର୍ବାଚନ। ଏସବୁ ମଧ୍ୟରେ ଆସାମର ଦିମା ହସାଓ ମତଦାନ କେନ୍ଦ୍ରରୁ ଆସିଛି ବଡ଼ ଖବର। ଦିମା ହସାଓ ମତଦାନ କେନ୍ଦ୍ରରେ ଅନିୟମିତତା ହୋଇଥିବାର ଖବର ସାମ୍ନାକୁ ଆସିଛି। ଦିମା ହସାଓ ମତଦାନ କେନ୍ଦ୍ରରେ ଭୋଟ୍‌ ଗ୍ରହର ଏପ୍ରିଲ ୧ ତାରିଖରେ ହୋଇଥିଲା। ହେଲେ ସେହି ମତଦାନ…

ବିହାର ଜନତାଙ୍କୁ ମତଦାନ ପାଇଁ ଅପିଲ୍‌…

ପାଟନା: ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ସକାଳୁ ମତଦାନ କେନ୍ଦ୍ରରେ ଲୋକେ ଭୋଟ ଦେବା ପାଇଁ ଆସିଛନ୍ତି। ମତଦାନ ଦେବା ପାଇଁ ବିଭିନ୍ନ ନେତା ମନ୍ତ୍ରୀ ଅପିଲ କରୁଥିବା ବେଳେ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ଜନତାଙ୍କୁ ମତଦାନ ଦେବା ପାଇଁ ଅପିଲ କରିଛନ୍ତି। ମତଦାନରେ ସେ ଆଙ୍ଗୁଠି…

ଦିଲ୍ଲୀ ବିଧାନସଭା ନିର୍ବାଚନ: ଚାଲିଛି…

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ସକାଳ ୮ଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ମତଦାନ ପାଇଁ ୨୬୮୯ଟି ମତଦାନ କେନ୍ଦ୍ର ଖୋଲାଯାଇଛି।ମତଦାନ କେନ୍ଦ୍ର ମଧ୍ୟରୁ ୫୪୫ଟିକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ମତଦାନକୁ ଶୃଙ୍ଖଳିତ କରିବା ପାଇଁ ଦିଲ୍ଲୀ…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଅନ୍ତିମ…

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ ୧୬ଟି ଆସନ ପାଇଁ ମତଦାନ ଚାଲିଛି। ଏସବୁ ଆସନ ପାଇଁ ମୋଟ ୨୩୭ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ମୋଟ ୪୦ ଲକ୍ଷ ୫ ହଜାର ୨୦୦ ଭୋଟର ଏଡି ଭାଗ୍ୟ ନିର୍ଦ୍ଧାରଣ କରି​‌ବେ। ଏହି…