Odisha Link
Bridging the Missing Links in Odisha
Browsing Tag

vssut

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ଖବର ସାମ୍ନାକୁ ଆସିଛି। ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ହାଇକୋର୍ଟ। ମେ' ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ତେବେ ଏନେଇ ହାଇକୋର୍ଟରେ କେଶ ଦାଏର ହୋଇଥିଲା। ଯାହାର ପରବର୍ତ୍ତୀ…

ଭିସୁଟ୍‌ରେ ପୁଣି ରାଗିଂ!

ସମ୍ବଲପୁର: ପୁଣିଥରେ ଚର୍ଚ୍ଚାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁ୍ଟ୍‌)। ଏଥର ବି ଚର୍ଚ୍ଚାର ମୂଳ କାରଣ ରାଗିଂ। ନିକଟରେ ରାଗିଂ ଅଭିଯୋଗରେ ୧୪ ଜଣ ଚାତ୍ର ଅସ୍ଥାୟୀ ଭାବେ ବହିଷ୍କୃତ ହୋଇଥିଲେ। ହେଲେ ତାର ପ୍ରଭାବ ତିଳେ ମାତ୍ର ବିଶୃଙ୍ଖଳି ଛାତ୍ରଙ୍କ ଉପରେ ପଡ଼ିନାହିଁ। ଏପରିକି…

ଭିସୁଟର ନୂଆ କୁଳପତି ଭାବେ ନିଯୁକ୍ତ ହେଲେ…

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ନୂତନ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ବଂଶୀଧର ମାଝୀ। କୁଳାଧିପତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଏହି ନିଯୁକ୍ତି ଦେଇଛନ୍ତି। ଭିସୁଟ୍ ବୁର୍ଲାର କୁଳପତି ଭାବେ ଶ୍ରୀଯୁକ୍ତ ମାଝି କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ୩ ବର୍ଷ ଅଥବା…

ଭିସୁଟରେ ଅଫ୍‌ଲାଇନ୍ ପରୀକ୍ଷା ବାତିଲ

ବୁର୍ଲା: ଭିସୁଟରେ ଅଫ୍‌ଲାଇନ୍ ପରୀକ୍ଷା ବାତିଲ। ଅନ୍‌ଲାଇନ୍‌ ଜରିଆରେ ହେବ ସମସ୍ତ ଶ୍ରେଣୀର ପରୀକ୍ଷା। ଆସନ୍ତା ୧୭ରୁ ଅନଲାଇନରେ ହେବ ପାଠପଢା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଅଫ୍‌ଲାଇନ୍ ପରୀକ୍ଷା ବନ୍ଦ କରିବାକୁ ଗତ ୧୦ ତାରିଖରେ ଛାତ୍ରଛାତ୍ରୀ…

୧୬ରୁ ଭିସୁଟ୍‌ରେ ଅଫଲାଇନ୍ କ୍ଲାସ୍ ଆରମ୍ଭ

ସମ୍ବଲପୁର: ଆସନ୍ତା ୧୬ ତାରିଖରୁ ବୁର୍ଲା ଭିସୁଟରେ ଅଫଲାଇନ୍ କ୍ଲାସ୍ ଆରମ୍ଭ। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ଏକାଧିକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା କାରଣରୁ ସମସ୍ତ ସେମିଷ୍ଟାର ଓ କ୍ଲାସକୁ ବାତିଲ କରାଯାଇଥିଲା। ଭିସୁଟର ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କ…

କିଟ୍ ଖରାପ ଯୋଗୁଁ ଭିସୁଟରେ କରୋନା…

ସମ୍ବଲପୁର: ବୁର୍ଲା ଭିସୁଟରରେ କୌଣସି ଛାତ୍ରଛାତ୍ରୀଙ୍କୁ କରୋନା ହୋଇନାହିଁ। କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଏଭଳି ରିପୋର୍ଟ ଆସିଥିବା ବେଳେ ଆରଟି-ପିସିଆର ଟେଷ୍ଟରେ ସମସ୍ତ…

ଭିସୁଟର ୨୫ ଜଣ ଛାତ୍ରଛାତ୍ରୀ କରୋନା…

ସମ୍ବଲପୁର: କରୋନା କଟକଣା ମଧ୍ୟରେ ରାଜ୍ୟରେ ସମସ୍ତ କଲେଜ ଓ ସ୍କୁଲ ଖୋଲା ଯାଇଛି। ତେବେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ର ୨୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨ ଦିନ ଭିତରେ ୩ଟି ହଷ୍ଟେଲରୁ ୨୫ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି…