Odisha Link
Bridging the Missing Links in Odisha
Browsing Tag

Weather

ମାଘରେ ନାହିଁ ଶୀତ, ରାଜଧାନୀରେ ୩୨…

ଓଏଲ୍‌ ବ୍ୟରୋ: ଉତ୍ତର ଭାରତରେ ଶୀତର ପ୍ରକୋପ ଅନୁଭୂତ ହେଉଥିବା ବେଳେ ଓଡ଼ିଶାରେ ଶୀତ ଅନୁଭୂତ ହେଉନାହିଁ। ମାଘ ମାସରେ ବି ରାଜ୍ୟରେ ଶୀତ ନାହିଁ। କିଛିିଦିନ ହେବ ପାହାନ୍ତିଆରେ ସାମାନ୍ୟ ଶୀତ ଅନୁଭୂତ ହେଉଥିବା ବେଳେ ସକାଳୁ କୁହୁଡ଼ି ଲାଗି ରହୁଛି। ଅନ୍ୟପଟେ ଦିନରେ ଗରମ ଅନୁଭୂତ ହେଉଛି। ଶୀତ ସରି ନଥିବା…

‘କୁହୁଡି ପ୍ରଭାବରେ ତାପମାତ୍ରା…

ଓଏଲ୍‌ ବ୍ୟୁରୋ : ଆଜି ସକାଳୁ ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିଥିଲା। ଜନ ଜୀବନକୁ ଅସ୍ତ ବ୍ୟସ୍ତ କରିଥିବା ଏହି ଘନ କୁହୁଡି ପ୍ରଭାବରେ ଶୀତ କମିଥିବା କୁହାଯାଉଛି। ବଢିଥିବା ଘନ କୁହୁଡି ଏବଂ ଶୀତକୁ ନେଇ ମତବ୍ୟକ୍ତ କରିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଆଜିଠାରୁ କୁହୁଡ଼ି ବଢ଼ିଛି, ଉପକୂଳ…

ଆସୁଛି ଆଉ ଏକ ଲଘୁଚାପ, ୧୦ ସୁଦ୍ଧା ଓଡ଼ିଶା…

ଭୁବନେଶ୍ବର: ଘଡ଼ଘଡ଼ି ସହ ବର୍ଷା ପବନ ହେଲା। ଅଧଘଣ୍ଟାରେ ୩୦ ମିଲିମିଟର ବର୍ଷା ହେଲା ରାଜଧାନୀରେ। କେବଳ ରାଜଧାନୀ ନୁହେଁ ସୋମବାର ସନ୍ଧ୍ୟା ସୁଦ୍ଧା କଟକ, ସମ୍ବଲପୁର ଆଦି ସ୍ଥାନରେ ବର୍ଷା ସହିତ ପବନ ମଧ୍ୟ ହୋଇଛି। ରାତିରେ ରାଜ୍ୟରେ ଅନ୍ୟକିଛି ସ୍ଥାନରେ ମଧ୍ୟ ବର୍ଷା ହୋଇଛି। ଏହା ହେଉଛି ପ୍ରାକ୍‌ ମୌସୁମୀ…

ଜୁନ ୮ରେ ଦକ୍ଷିଣ ଓଡ଼ିଶା ଛୁଇଁବ ଦକ୍ଷିଣ…

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ଆନ୍ଧ୍ର ପ୍ରଦେଶରେ ପହଞ୍ଚି ସାରିଥିବା ବେଳେ ଏହା ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳକୁ ଆଚ୍ଛାଦିତ କରିସାରିଛି। ଏହି ପରିପ୍ରେକ୍ଷୀରେ ଜୁନ ୮ କିମ୍ବା ୯ ସୁଦ୍ଧା ଏହା ଦକ୍ଷିଣ ଓଡ଼ିଶା ଛୁଇଁବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ…

ବର୍ଷା ଆଶଙ୍କା,୫ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ମାଳଦ୍ୱୀପ କମୋରିନ୍ ଅଞ୍ଚଳ ସହ ଦକ୍ଷିଣପଶ୍ଚିମ ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେଉଛି। ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ଆଜି ସକାଳୁ ଦକ୍ଷିଣପଶ୍ଚିମ ବାୟୁ ସକ୍ରିୟ ହୋଇଛି। ମେ ୩୧ ସୁଦ୍ଧା…

କାଳବୈଶାଖୀ ଆଶଙ୍କା: ୧୫ ଜିଲ୍ଲାକୁ…

ଭୁବନେଶ୍ବର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳ‌ବୈଶାଖୀ ସହିତ ବଜ୍ରପାତ ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବହୁ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଳ‌ବୈଶାଖୀ ସମୟରେ ୩୦ରୁ ୪୦କିମି ବେଗରେ ପବନ ହେବାର ଆଶଙ୍କା…

ଆଜି ବି ବୌଦ୍ଧ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି। ଯାହାରିଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ବୁଧବାର ରାଜ୍ୟର ୧୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ରାଜ୍ୟରେ ଆଜି ପୁଣିଥରେ ବୌଦ୍ଧ ସହର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ୪୩.୨ ଡିଗ୍ରୀ ତାପମାତ୍ରା ସହ ଆଜି ବି ବୌଦ୍ଧ ସବୁଠୁ…

ରାଜ୍ୟରେ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ସ୍ୱାଭାବିକ ଠାରୁ ୨-୪ ଡିଗ୍ରୀ ତାପମାତ୍ରା ବଢିବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ତାପମାତ୍ରା କମିଥିବା ବେଳେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା ୫…

୩ ଦିନ ପର୍ଯ୍ୟନ୍ତ ଜାରି ରହିବ ଘନକୁହୁଡ଼ି,…

ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ଘନକୁହୁଡ଼ି। ଘନକୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। କାଲିଠାରୁ ୬ ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ପୋଲିସ ଓ ପରିବହନ ବିଭାଗକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଚିଠି…

ଲଘୁଚାପ କ୍ଷେତ୍ର ସୃଷ୍ଟି, ବର୍ଷା ଆଶଙ୍କା

ଭୁବନେଶ୍ୱର: ଭାରତ ମହାସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବ। ଅବପାତ ରୂପ ନେବା ପରେ ୪୮ ଘଣ୍ଟାରେ ଅଧିକ ଘନିଭୂତ ହେବା ସମ୍ଭାବନା ରହିଛି। ଆସନ୍ତା ୨୫ ବେଳକୁ ପଶ୍ଚିମଉତ୍ତରକୁ ଗତି କରି…