Odisha Link
Bridging the Missing Links in Odisha
Browsing Tag

wedding

ମୃତ୍ୟୁର କୂଅ! ଚାଲିଗଲା ୧୩ ଜୀବନ

ଓଏଲ୍‌ ବ୍ୟୁରୋ: ଧୁମଧାମରେ ଚାଲିଥିଲା ବାହାଘର। ବିବାହ ଉତ୍ସବରେ ମସଗୁଲ ଥିଲେ ସମସ୍ତେ। ହେଲେ ହଠାତ୍‌ ସବୁ ପଡ଼ିଗଲା ଫିକା। ମଉଳିଗଲା ଖୁସି ଆଉ ଶୁଭିଲା କାନ୍ଦ ବୋବାଳିର ଚିତ୍କାାର। ଅସାବଧାନତା ଯୋଗୁଁ କୂଅରେ ଖସିପଡ଼ି ଚାଲିଗଲା ୧୩ ଜଣଙ୍କ ଜୀବନ। ଉତ୍ତର ପ୍ରଦେଶର କୁଶିନଗରରେ ଘଟିଛି ବଡ଼ ଅଘଟଣ। କୂଅରେ…

ବିବାହ ବନ୍ଧନରେ ବାନ୍ଧି ହେବେ ଦିୟା…

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଦିୟା ମିର୍ଜା ଚଳିତ ମାସ ଫେବ୍ରୁଆରି ୧୫ ତାରିଖରେ ପ୍ରେମିକ ବୈଭବ ରେଖୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ତାଙ୍କ ବିବାହରେ ମାତ୍ର ଅଳ୍ପ କେଇ ଜଣ ସଂପର୍କୀୟ ଓ ଶୁଭେଚ୍ଛୁ ଉପସ୍ଥିତ ରହିବେ। ଦିୟା ଏହା ପୂର୍ବରୁ ବ୍ୟବସାୟୀ ସାହିଲ୍‌ ସଂଘଙ୍କୁ ୨୦୧୪ରେ ବିବାହ କରିଥିଲେ। ୨୦୧୯…

ବିବାହ ବନ୍ଧନରେ ବାନ୍ଧି ହେଲେ କାଜଲ, ବଧୂ…

ମୁମ୍ବାଇ: ନିଜର ଗ୍ଲାମରିୟସ୍‌ ଲୁକ୍‌ ଓ ଅଭିନୟ ପାଇଁ ସମସ୍ତ ଦର୍ଶକଙ୍କ ମନରେ ଘର କରିଥିବା ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶୁକ୍ରବାର ଦିନ କାଜଲ ତାଙ୍କ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ ବିବାହ କରିଛନ୍ତି। ଗତକାଲି ଏକ ହୋଟଲରେ ଦୁହେଁ ବିବାହ ବନ୍ଧରେ ଆବଦ୍ଧ ହୋଇଛନ୍ତି।…

ବିବାହ ବନ୍ଧନରେ ବାନ୍ଧିହେବେ ନେହା ଓ…

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ବିବାହକୁ ନେଉ ଗତ କିଛି ଦିନ ହେବ ବେଶ୍‌ ଚର୍ଚ୍ଚା ହଉଛି। ରାଇଜିଙ୍ଗ ଷ୍ଟାର୍‌ ଫେମ୍ ରୋହନପ୍ରୀତ୍‌ ସିଂହଙ୍କ ସହ ସେ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ତେବେ ନେହା ଏବଂ ରୋହନଙ୍କର ବିବାହ ତାରିଖ ଧାର୍ଯ୍ୟ ହୋଇନଥିବା ବେଳେ…