Odisha Link
Bridging the Missing Links in Odisha
Browsing Tag

Whatsapp

ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ନୂଆ…

ଓଏଲ୍ ବ୍ୟୁରୋ : ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ହ୍ବାଟ୍ସଆପ୍‌ରେ ନୂଆ ସୁବିଧା। ହ୍ବାଟ୍ସଆପ୍‌ ବ୍ୟବହାରକାରୀ ଯଦି ହ୍ବାଟ୍ସଆପ୍‌ରେ ଆସୁଥିବା କାହାର ଷ୍ଟାଟସ୍ ଦେଖନ୍ତି ତେବେ ହ୍ବାଟ୍ସଆପ୍‌ରେ ଷ୍ଟାଟସ୍ ଦେଇଥିବା ବ୍ୟକ୍ତି ଜାଣି ପାରିବେ ନାହିଁ। କିଛି ଦିନ ପୂର୍ବରୁ ଏହି ସୁବିଧା ଆରମ୍ଭ ହୋଇଥିବା…

ହ୍ବାଟସ୍‌ଆପ୍‌ ବ୍ୟବହାରକାରୀଙ୍କ ପାଇଁ…

ଓଏଲ୍‌ ବ୍ୟୁରୋ : ମୋବାଇଲ୍ ମେସେଜିଂ ଆପ୍ ହ୍ବାଟସ୍‌ଆପ୍‌ରେ ଆଉ ଏକ ନୂଆ ସୁବିଧା ଆରମ୍ଭ। ଅଜାଣତରେ ଡିଲିଟ କରୁଥିବା ମେସେଜକୁ ଫେରି ପାଇବା ପାଇଁ ହ୍ବାଟସ୍‌ଆପ୍‌ ଆରମ୍ଭ କରିଛି ‘ଆକ୍ଟିଡେଣ୍ଟାଲ୍‌ ଡିଲିଟ୍‌’ ସୁବିଧା। ଅଜାଣତରେ କୌଣସି ବ୍ୟକ୍ତି କିମ୍ବା ଗ୍ରୁପ୍‌ରେ ପୋଷ୍ଟ ହୋଇଯାଉଥିବା ମେସେଜ୍‌କୁ…

ନୂଆ ‘ଡିଜିଟାଲ୍‌ ନିୟମ’କୁ ଚାଲେଞ୍ଜ୍‌…

ନୂଆଦିଲ୍ଲୀ: ଆଜି ଲାଗୁ ହେଉଥିବା ସରକାରଙ୍କ ନୂଆ ‘ଡିଜିଟାଲ୍‌ ନିୟମାବଳି’କୁ ଚାଲେଞ୍ଜ୍ କରି ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଏର କରିଛି ‘ହ୍ବାଟ୍‌ସ୍‌ଆପ୍‌’। ଏହି ନୂଆ ‘ଡିଜିଟାଲ୍‌ ନିୟମ’ କାରଣରୁ ବ୍ୟବହାରକାରୀଙ୍କ ଗୋପନୀୟତା ଉଲ୍ଲଂଘନ ହେବ ବୋଲି ‘ହ୍ବାଟ୍‌ସ୍‌ଆପ୍‌’ କହିଛି। ସରକାର ଲାଗୁ କରୁଥିବା…

ଏଣିକି ହ୍ୱାଟ୍ସଆପ୍‌ରେ ଜାଣିପାରିବେ ନିଜ…

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନାର ଦ୍ୱିତୀୟ ଲହର। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଏହାରି ମଧ୍ୟରେ କରୋନାକୁ ମାତ୍‌ ଦେବା ପାଇଁ ଟିକାକରଣକୁ ଜୋରଦାର କରାଯାଇଛି। ଏଥିପାଇଁ ଲୋକମାନେ କିଭଳି ସହଜରେ ଭ୍ୟାକ୍ସିନ ପାଇପାରିବେ ଏଥିପାଇଁ ସରକାର ବିଭିନ୍ନ ଉପାୟ…

ସାବଧାନ: ହ୍ବାଟ୍ସଆପ୍‌ରେ ପିଙ୍କ୍‌ ଓ…

ଭୁବନେଶ୍ବର: ଏବେ ସାଇବର୍‌ ଅପରାଧୀଙ୍କ ନୂଆ ମାଧ୍ୟମ ପାଲଟିଛି ହ୍ବାଟ୍ସଆପ୍। ଏକ ଲିଙ୍କ୍‌ ପଠାଇ ଆପଣଙ୍କ ଫୋନ୍‌ ହ୍ୟାକ୍‌ କରି ନେଇପାରନ୍ତି ସାଇବର୍‌ ଠକ। ଅବିକଳ ହ୍ବାଟ୍ସଆପ୍‌ର ଅଫିସିଆଲ୍‌ ଲିଙ୍କ୍‌ ପରି ଲାଗୁଥିଲେ ବି ତାହା ଉପରେ କ୍ଲିକ୍‌ କରିବା ମାନେ ଆପଣଙ୍କ ଫୋନ୍‌ ପ୍ରତି ବିପଦ ରହିଛି।…

ପୁଣି ନିଜର ସ୍ପଷ୍ଟୀକରଣ ଦେଲା ହ୍ୱାଟ୍ସଆପ

ଭୁବନେଶ୍ବର: ହ୍ୱାଟ୍ସଆପ ତାର ପ୍ରାଇଭେସି ପଲିସିକୁ ନେଇ ପୁଣି ସ୍ପଷ୍ଟୀକରଣ ଦେଇଛି। ଷ୍ଟାଟସ ମାଧ୍ୟମରେ ବ୍ୟବହାରକାରୀଙ୍କୁ ବାର୍ତ୍ତା ଦେଇଛି। ଏହା ସହିତ, ୟୁଜର୍ସଙ୍କ ବ୍ୟକ୍ତିଗତ ଗୋପନୀୟତା ପାଇଁ ପ୍ରତିବଦ୍ଧ ରହିଛି କମ୍ପାନୀ। ଏପରିକି ଏଣ୍ଡ ଟୁ ଏଣ୍ଡ ଇନକ୍ରିପସନ ଯୋଗୁଁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ…

ନୂଆ ପଲିସି ନମାନିଲେ ଡିଲିଟ୍‌ ହେବ…

ନୂଆଦିଲ୍ଳୀ: ନୂଆ ପଲିସି ନମାନିଲେ ଡିଲିଟ୍‌ ହେବ ହ୍ୱାଟ୍ସଆପ୍‌ ଆକାଉଣ୍ଟ୍‌। ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍‌ ଆଣିଛି ଏକ ନୂଆ ଭର୍ସନ୍‌, ଯେଉଁଥିରେ ନୂଆ ଟର୍ମସ ଅଫ୍‌ ସର୍ଭିସ୍‌ ଦିଆଯାଇଛି। ଯଦି ଆପଣ ହ୍ୱାଟସଆପ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ କିଛି ନିୟମ ତଥା ସର୍ତ୍ତକୁ ମାନିବାକୁ ହେବ।…

ଏଣିକି ହ୍ବାଟସଆପ ଜରିଆରେ ବୁକ୍‌ କରି ହେବ…

ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡର ଗ୍ୟାସର ହୋମ‌ଡେଲିଭରି ବ୍ୟବସ୍ଥା ନଭେମ୍ବର ୧ରୁ ବଦଳି ଯାଇଛି। ବିନା ଓଟିପିରେ ଏଲପିଜି ସିଲିଣ୍ଡର ଡେଲିଭରି ହେବ ନାହିଁ। ଏଣିକି ଗ୍ରାହକମାନେ ହ୍ବାଟସଆପ ଜରିଆରେ ବି ସିଲିଣ୍ଡର ବୁକିଂ କରିପାରିବେ। ୧. ଯଦି ଆପଣ ଜଣେ ଇଣ୍ଡେନ୍ ଗ୍ରାହକ, ତେବେ ଆପଣ ନୂତନ ନମ୍ବର…

ଏଣିକି ହ୍ୱାଟ୍ସଆପରେ ପଠାଇ ହେବ ଟଙ୍କା,…

ନୂଆଦିଲ୍ଲୀ: ହ୍ୱାଟ୍ସ ଆପ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଏଣିକି ଗୁଗୁଲ୍ ପେ ଓ ଫୋନ୍ ପେ ଭଳି ହ୍ୱାଟ୍ସଆପରେ ମଧ୍ୟ ପଠାଇହେବ ଟଙ୍କା।। ଏ ନେଇ ଭାରତୀୟ କର୍ତ୍ତୃପକ୍ଷଙ୍କ ଅନୁମତି ମିଳିଥିବା ନେଇ ସୂଚନା ମିଳିଛି। ଫେସ୍ବୁକ୍ ଗ୍ରୁପ୍ର ସିଇଓ ମାର୍କ ଜୁକରବର୍ଗ ସୂଚନା ଏନେଇ ସୂଚନା ଦେଇଛନ୍ତି।…

ବିଜେପି-ହ୍ବାଟସଆପ୍‌ ମଧ୍ୟରେ ଭିତିରି…

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ ଭାରତୀୟ ଜନତାପାର୍ଟିକୁ ଟାର୍ଗେଟ କରିଛନ୍ତି। ଭାରତୀୟ ଜନତା ପାର୍ଟି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଲିଙ୍କ ଥିବା ପ୍ରସଙ୍ଗରେ ପୁଣି ଥରେ ନିଜ ମତ ଦେଇଛନ୍ତି ରାହୁଲ। ସେ ଟାର୍ଗେଟ କରି କହିଛନ୍ତି ଯେ,ଏଥର ସେମାନଙ୍କର ଲକ୍ଷ୍ୟ ହେଉଛି…