Odisha Link
Bridging the Missing Links in Odisha
Browsing Tag

WHO

ଭାରତରେ କରୋନା ଯୋଗୁଁ ଯାଇଛି ୪୭ ଲକ୍ଷ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ସାରା ବିଶ୍ବବାସୀଙ୍କୁ ଅସ୍ତବ୍ୟସ୍ତ କରି ସାରିଛି। ଏବେବି ବିଶ୍ବରୁ ସମ୍ପୂର୍ଣ୍ଣ ଭାବେ ନିପାତ ହୋଇନାହିଁ ମହାମାରୀ କରୋନା। ବହୁ ଦେଶରେ ଏବେ ବି କରୋନା ମାମଲା ସକ୍ରିୟ ରହିଛି । ଏସବୁ ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO) ଜାରି କରିଛି ଏପରି ଏକ ରିପୋର୍ଟ ଯାହାକୁ…

କୋଭାକ୍ସିନକୁ ମିଳିପାରେ ହୁ’ର…

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଭାରତୀୟ କୋଭିଡ ଟିକା କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିବାର ସମ୍ଭାବନା ରହିଛି। ଏ ନେଇ ସଂକେତ ଦେଇଛନ୍ତି ଡବ୍ଲୁଏଚଓ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ। ସେ କହିଛନ୍ତି ଯେ, ଏବେ…

ଆଗାମୀ ଦିନରେ ଚିନ୍ତା ବଢ଼ାଇବ ଡେଲ୍ଟା…

ସୁଇଜରଲ୍ୟାଣ୍ଡ: ଭାରତରେ ଠାବ ହୋଇଥିବା କରୋନାର ଡେଲ୍ଟା ଭାରିଏଣ୍ଟକୁ ନେଇ ସାଂଘାତିକ ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ବର୍ତ୍ତମାନ ସୁଦ୍ଧା ଏହି ପ୍ରାଣଘାତୀ ଭାରିଏଣ୍ଟ ପାଖାପାଖି ୧୦୦ଟି ଦେଶରେ ଠାବ ହୋଇଥିବା ବେଳେ ସଂକ୍ରମଣମାତ୍ରା ହୁହୁ ହୋଇ ବଢ଼ିବାରେ ଲାଗିଛି।ତେଣୁ ଆଗାମୀ ଦିନରେ ଏହା ସାରା…

ଭାରତୀୟ କରୋନା ଷ୍ଟ୍ରେନ୍‌କୁ ନାମକରଣ କଲା…

ନୂଆଦିଲ୍ଲୀ: ଭାରତରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନାମକରଣ କରିଛି ଡବ୍ଲ୍ୟୁଏଚ୍‌ଓ। ଏହାର ନାଁ ‘ଡେଲ୍‌ଟା ଭାରିଏଣ୍ଟ’ ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୋମବାର ଏହି କରୋନା ଭୂତାଣୁର ନାମକରଣ କରିଛି। ଭାରତରେ ଦେଖା ଦେଇଥିବା କରୋନାର ମ୍ୟୁଟାଂଟ୍‌ ବି.୧. ୬୧୭.୨ ହୋଇଥିବାବେଳେ ଏହାକୁ ଭାରତ…

ସିରମ ଟିକାକୁ ବିଶ୍ୱରେ ଅନୁମତି ଦେଲା WHO

ନୂଆଦିଲ୍ଲୀ: ସିରମ ଇନଷ୍ଟିଚ୍ୟୁଟର କରୋନା ଟିକାକୁ ସାରା ବିଶ୍ୱରେ ପ୍ରଦାନ କରାଯିବ। ଏଥିପାଇଁ ସିରମ ଇନଷ୍ଟିଚ୍ୟୁଟର ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମତି ପ୍ରଦାନ କରିଛି। ତେବେ ଆଷ୍ଟ୍ରାଜେନିକା ଟିକାକୁ ଅନୁମତି ଦେବା ପୂର୍ବରୁ ଟିକାର ଗୁଣବତ୍ତା ଓ ମାନ ବିଶ୍ୱ…

WHOର ମହାନିର୍ଦ୍ଦେଶକଙ୍କୁ କରୋନା

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକଙ୍କୁ କରୋନା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନୋମ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ତେଣୁ ସେ ନିଜକୁ ସେଲ୍‌ଫ୍‌ କ୍ୱାରେଣ୍ଟିନରେ ରଖିଥିବା ନେଇ ରବିବାର…

ହିନ୍ଦୀରେ ଟ୍ୱିଟ୍ କରି ଭାରତକୁ ଧନ୍ୟବାଦ…

ନୂଆଦିଲ୍ଲୀ: କରୋନାର କାୟାରେ ସାରା ବିଶ୍ୱ। ମହାମାରୀ କରୋନାକୁ ପ୍ରତିହତ କରିବାକୁ ଟିକା ଦୌଡ଼‌ରେ ବିଶ୍ବର ଅନେକ ଦେଶ। କୋଭିଡ -୧୯ ମହାମାରୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଏଡେନମ ହିନ୍ଦୀରେ ଟ୍ୱିଟ…

WHO ମୁଖ୍ୟଙ୍କ ବଡ଼ ବୟାନ, ଏବର୍ଷ ଶେଷ…

ନୂଆଦିଲ୍ଲୀ: ସାରା ବିଶ୍ବ ମହାମାରୀ କରୋନାକୁ ନେଇ ଆତଙ୍କିତ। ଦିନକୁ ଦିନ ସଂକ୍ରମଣ ବ୍ୟାପୁଥିବା ବେଳେ ସମସ୍ତଙ୍କ ନଜର ଏବେ କରୋନା ଟୀକା ଉପରେ। କରୋନା ଟୀକା ପାଇଁ ବିଶ୍ୱର ବୈଜ୍ଞାନିକ, ଗବେଷକ, ଡାକ୍ତର ଅହରହ ଉଦ୍ୟମ କରୁଛନ୍ତି। ଏହି ମହାମାରୀକୁ ପ୍ରତିହତ କରିବା ନେଇ ବିଶ୍ୱର ଅନେକ ଦେଶ ଭ୍ୟାକ୍‌ସିନ୍‌…

କୋଭିଡ୍ ମୁକାବିଲା ନେଇ ଓଡ଼ିଶାକୁ ବିଶ୍ବ…

ଭୁବନେଶ୍ୱର: କୋଭିଡ୍ ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। କୋଭିଡ ମୁକାବିଲାରେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପକୁ ପ୍ରଶଂସା କରାଯାଇଛି। ଏଥିସହ ଗ୍ରାମପଞ୍ଚାୟତକୁ ସ୍ବତନ୍ତ୍ର କ୍ଷମତା ଏବଂ ଟେଷ୍ଟିଂ କ୍ଷମତା ବୃଦ୍ଧି ନେଇ ପ୍ରଶଂସା କରାଯାଇଛି। ଏନେଇ ଟ୍ବିଟ୍ କରି…

ଏହି ଦେଶରେ ଫେରିଛି କରୋନାର ଦ୍ବିତୀୟ…

ଜେନେଭା: ପୁଣି ୟୁରୋପକୁ ଫେରିଲା ମହାମାରୀ କରୋନାର ଦ୍ବିତୀୟ ଲହର। ଚଳିତ ବର୍ଷ ପ୍ରାରମ୍ଭରେ କରୋନାର ଅଧିକ ପ୍ରଭାବ ପଡ଼ିଥିଲା ୟୁରୋପ ଉପରେ ପଡିଥିଲା। ଏବେ ପୁଣି ୟୁରୋପରେ ଫେରିଛି କରୋନାର ଦ୍ବିତୀୟ ଲହର। ଏ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୟୁରୋପକୁ ସତର୍କ କରାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁତାବକ…