Odisha Link
Bridging the Missing Links in Odisha
Browsing Tag

Win

ଲର୍ଡସ୍‌ରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ

ଲଣ୍ଡନ: ଐତିହାସିକ ଲର୍ଡସ୍‌ ଗ୍ରାଉଣ୍ଡରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ। ଇଂଲଣ୍ଡକୁ ମାତ୍‌ ଦେଇ ଦ୍ବିତୀୟ ଟେଷ୍ଟ ମ୍ୟାଚକୁ ଜିତି ନେଇଛି ବିରାଟ ବାହିନୀ। ରୋମାଞ୍ଚକର ମ୍ୟାଚରେ ଟିମ୍‌ ଇଣ୍ଡିଆ ଦମଦାର ପ୍ରଦର୍ଶନ କରି ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ମାତ୍‌ ଦେବାରେ ସଫଳ ହୋଇଛି। ଟିମ୍‌ ଇଣ୍ଡିଆ ଦ୍ବିତୀୟ ଟେଷ୍ଟ…

କର୍ଣ୍ଣାଟକ ଉପନିର୍ବାଚନ: ବିଜେପିର…

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପନିର୍ବାଚନରେ ବାଜି ମାରିଛି ଭାରତୀୟ ଜନତା ପାର୍ଟି। ଅନ୍ୟପଟେ କର୍ଣ୍ଣାଟକର ୧୫ଟି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଓ ଜେଡିଏସକୁ ଜବରଦସ୍ତ ଝଟକା ଲାଗିଛି। ବିଜେପି ୧୫ଟି ଆସନରୁ ୩ଟି ଆସନରେ ବିଜୟୀ ହୋଇଥିବା ବେଳେ ୯ଟି ଆସନରେ ଆଗୁଆ ରହିଛି। ହେଲେ ଜାତୀୟ ଗଣମାଧ୍ୟମରେ…

ଚମ୍ପୁଆ, ଭଞ୍ଜନଗର, ଆସ୍କା, ବଡ଼ଚଣା ଓ…

ଭୁବନେଶ୍ବର: ସଂଧ୍ୟା ୫ଟା ୩୦ ସୁଦ୍ଧା ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ୫ଟି ଆସନରେ ବିଜୟୀ ହୋଇଥିବା ବେଳେ ଆଉ ୧୦୫ଟି ଆସନରେ ଆଗୁଆ ଅଛନ୍ତି। ଚମ୍ପୁଆରେ ପ୍ରଥମ ଥର ପାଇଁ ବିଜେଡି ବିଜୟଲାଭ କରିଛି। ଦଳର ପ୍ରାର୍ଥୀ ମୀନାକ୍ଷୀ ମହାନ୍ତି ବିଜୟୀ ହୋଇଥିବା ବେଳେ ଭଞ୍ଜନଗର ବିଧାନସଭା ଆସନରେ…