Odisha Link
Bridging the Missing Links in Odisha
Browsing Tag

Winner

ବିଗ ବସ୍-୧୪ର ବିଜେତା ହେଲେ ରୁବିନା

ମୁମ୍ବାଇ: ବିଗ ବସ୍-୧୪ରେ ବାଜି ମାରିଲେ ରୁବିନା ଦଲୈକ। ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଗ ବସ୍-୧୪ର ଟାଇଟଲ ହାତେଇଲେ ରୁବିନା। ରୁବିନାଙ୍କୁ ବିଗବସ୍ ଟ୍ରଫି ମିଳିବା ସହ ନଗଦ ୩୬ ଲକ୍ଷ ଟଙ୍କା ଅର୍ଥ ରାଶି ପରଷ୍କାର ସ୍ୱରୂପ ମିଳିଛି। ଚଳିତ ସିଜିନରେ ଫାଇନାଲ ରାଉଣ୍ଡକୁ ପ୍ରଥମଥର ପାଇଁ ୫ ଜଣ…