Odisha Link
Bridging the Missing Links in Odisha
Browsing Tag

Winter Season

କମିବ ଶୀତ, ବଢିପାରେ ତାପମାତ୍ରା

ଓଏଲ୍‌ ବ୍ୟୁରୋ : ପୁଣିଥରେ ଶୀତର ପ୍ରକୋପ କମିଯାଇଛି। ଗତକାଲି ରାତିରୁ ରାଜ୍ୟର ତାପମାତ୍ରା ଧୀରେଧୀରେ ବଢ଼ିବା ଆରମ୍ଭ କରିଛି। ତଥାପି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜାଡ଼ ଜାରି ରହିଛି। ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୬.୫ ଡିଗ୍ରି ରହିଥିଲା।…

ରାଜ୍ୟରେ ଶୀତର ଲେଉଟାଣି ; ସର୍ବନିମ୍ନ…

ଓଏଲ୍‌ ବ୍ୟୁରୋ : କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ କମିଯାଇଥିଲା। ଥଣ୍ଡା କମିଯିବାରୁ ଧନଜୀବନ ବାଧାପ୍ରାପ୍ତ ହେଉନଥିଲା। ତେବେ କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଫେରିଛି ଶୀତ ଲହରୀ। କିଛି ଅଞ୍ଚଳରେ ରାତିରେ ପ୍ରବଳ ଶୀତ ଅନୁଭୂତ ହୋଇଥିବାବେଳେ ଦିନରେ କିଛି ଅଞ୍ଚଳରେ ପ୍ରଚଣ୍ଡ ଖରା ହେଉଥିବା ଜଣା…

କମୁଛି ତାପମାତ୍ରା, ବଢୁଛି ଶୀତ

ଓଏଲ୍‌ ବ୍ୟୁରୋ : ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଗତକାଲିଠାରୁ ରାଜ୍ୟରେ ଶୀତ ବଢ଼ିଛି। ଆସନ୍ତା ୨ ଦିନ ମଧ୍ୟରେ ପାରଦ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଖସିବା ସହ ଥଣ୍ଡାର ପ୍ରକୋପ ଆହୁରି ବଢ଼ିବ। ରାଜ୍ୟର କିଛି କିଛି ଅଞ୍ଚଳରେ କୁହୁଡ଼ି ମଧ୍ୟ ଦେଖାଯିବ ବୋଲି ଆଞ୍ଚଳିକ…

କମୁଛି ପାରଦ ଥରୁଛି ଓଡିଶା

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ତାପମାତ୍ରା କମିବାରୁ ପ୍ରବଳ ଶୀତ ଅନୁଭୂତ ହେଉଛି। ଏବର୍ଷ ଶୀତରେ ଜି.ଉଦୟଗିରିର ତାପମାତ୍ରା ପ୍ରଥମ ଥର ୫ଡିଗ୍ରୀ ତଳକୁ ଖସିଥିବା ଜଣା ପଡିଛି। ପୂର୍ବରୁ ୭ଡିଗ୍ରୀ ତାପମାତ୍ରା ଥିବାବେଳେ ବର୍ତ୍ତମାନ ଏହା ୫ ଡିଗ୍ରୀକୁ ଖସିଛି। ରାଜ୍ୟର ୧୦ଟି…

କାଲିଠୁ ସଂସଦର ଶୀତକାଳୀନ ଅଧିବେଶନ,…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଏହାପୂର୍ବରୁ ଆଜି ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ। ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ବିଜେଡି ସମେତ ୩୧ଟି ରାଜନୈତିକ ଦଳର ନେତା ଯୋଗ ଦେଇଥିଲେ । ଏଥିରେ ବିରୋଧୀ ଦଳମାନେ ମୂଲ୍ୟବୃଦ୍ଧି, ବେକାରୀ, ଚୀନ୍…

କୁହୁଡ଼ିର ଚାଦରରେ ରହିବ ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ପାଗ କୋହଲା ରହିବା ସହ କିଛି ଜିଲ୍ଲାରେ ବର୍ଷା ମଧ୍ୟ ହୋଇଛି। ଯାହାଫଳରେ ରାଜ୍ୟରେ ଶୀତ ଲହରୀ ସାମାନ୍ୟ ହ୍ରାସ ପାଇଛି। ହେଲେ ସାରା ରାଜ୍ୟରେ ଦେଖିବାକୁ ମିଳୁଛି ଘନ କୁହୁଡ଼ି। ଅପରପକ୍ଷେ ଦକ୍ଷିଣପଶ୍ଚିମ ମଧ୍ୟପ୍ରଦେଶରୁ ଦକ୍ଷିଣ ବିହାର ଉପରେ ଏକ ଘୂର୍ଣ୍ଣିବଳୟ ଗତି କରୁଛି। ଯାହାକି…

ଜାଡ଼ରେ ଥରୁଛି ଓଡ଼ିଶା, ଶୀତରେ ଥରିବ ୭…

ଭୁବନେଶ୍ବର: ଜାଡ଼ରେ ଥରୁଛି ଓଡ଼ିଶା। ଏପରିକି ରାଜ୍ୟରେ ଆହୁରି ବଢ଼ିବ ଶୀତ ଲହରୀ। ଆସନ୍ତା ୫ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ଶୀତ ଲହରୀ ପାଇଁ ଓ୍ବାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର। ଆସନ୍ତା ୨୪ଘଣ୍ଟାରେ ସୁନ୍ଦରଗଡ, ଝାରସୁଗୁଡା, ମୟୁରଭଞ୍ଜ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର…

ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି: ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ଶୀତ ବେଶି ଅନୁଭୂତ ହୋଇନଥିଲା। ଏବେ ବଦଳିଛି ପାଣପାଗ। ଆଉ ଜାଡ଼ରେ ଥରୁଛି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି। କେବଳ ଦାରିଙ୍ଗବାଡ଼ି ନୁହେଁ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଶୀତ ବଢ଼ିବାରେ ଲାଗିଛି। ଦାରିଙ୍ଗବାଡ଼ିରେ ସୋମବାର ୧୦ ଡିଗ୍ରୀ ସେଲସିଅସ ତାପମାତ୍ରା…

ରାଜ୍ୟରେ ଶୀତ ଲହରୀ, ଦାରିଙ୍ଗବାଡ଼ିରେ…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଧିରେ ଧିରେ ବଢ଼ୁଛି ଥଣ୍ଡାର ପ୍ରକୋପ। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଶୀତୁଆ ସ୍ଥାନ ପାଲଟିଛି। ଗତକାଲି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଛି। ୧୫ ଡିଗ୍ରୀ ତଳେ ରହିଛି ୧୩ଟି ସହର। ୯ ଡିଗ୍ରୀ ସହ…

ରାଜ୍ୟରେ ବଢୁଛି ଶୀତ, ଦାରିଙ୍ଗବାଡିରେ…

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ବଢିବ ଶୀତ ପ୍ରକୋପ। ସାରା ରାଜ୍ୟରେ ୨ ଦିନ ଭିତରେ ପାରଦ ୨ରୁ ୩ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଭୁବନେଶ୍ବରର ତାପମାତ୍ରା ୧୭ଡିଗ୍ରୀକୁ ଖସିପାରେ। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀକୁ ଖସି ଆସିଥିବା ବେଳେ…