Odisha Link
Bridging the Missing Links in Odisha
Browsing Tag

wood-seized

ଲକ୍ଷାଧିକ ଟଙ୍କାର କାଠ ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଉଦୟପୁର ବିଟ୍‌ ଦୁଆଘାଟ ଗାଁରୁ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ କାଠ ଜବତ। ବନବିଭାଗ ଓ ପୁଲିସର ମିଳିତ ଚଢାଉରେ ବିପୁଳ ପରିମାଣର କାଠ ଜବତ ହୋଇଛି। ପ୍ରକାଶ ଯେ, ଚୋରା କାଠ କାରବାର ଅଭିଯୋଗ ଆଧାରରେ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଉଦୟପୁର ବିଟ୍ ଦୁଆଘାଟ ଗାଁରେ…

ଲକ୍ଷାଧିକ ଟଙ୍କାର କାଠ ଗଣ୍ଡି ଜବତ

ମୋହନା: ଗଜପତି ଜିଲ୍ଲା ମୋହନା ବନ ବିଭାଗ ଏକ ମିନି ଟ୍ରକ ସହ କାଠ ଗଣ୍ଡ ଜବତ କରିଛି। ଜବତ କାଠର ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ଗତ କାଲି ମୋହନା ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ ଏକ ମିନି ଟ୍ରକ ରାସ୍ତା ପାର୍ଶ୍ୱରେ ଥିଲା। ବନ…

ଲକ୍ଷାଧିକ ଟଙ୍କାର କାଠ ଜବତ

ଆନନ୍ଦପୁର: ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି ପୁଲିସ। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡର ଚମ୍ପାପାଳ ଗାଁରେ ଘଷିପୁରା ପୁଲିସ୍ ଓ ଦେଓଗାଁ ବନ ବିଭାଗର ମିଳିତ ଚଢଉ ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଆଜି ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ଦେଓଗାଁ ବନ ବିଭାଗ ଓ ଘଷିପୁରା ଥାନା ପୁଲିସର…

ଚୋରା କାଠ ଜବତ

ଢେଙ୍କାନାଳ: ବନ ବିଭାଗ ଚୋରା କାଠ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କାମାକ୍ଷାନଗର ପଶ୍ଚିମାଞ୍ଚଲ ରେଞ୍ଜର ବନ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ ଆଳୁତମା ଗ୍ରାମରେ ଗତକାଲି ଚଢ଼ାଉ କରିଥିଲା। ସେହି ଗ୍ରାମର ଗୌରାଙ୍ଗ ନାୟକ ଓ ରଞ୍ଜନ ନାୟକଙ୍କ ଠାରୁ ୨୦…

ଦୁଇ ଲକ୍ଷ ଟଙ୍କାର ଚୋରା କାଠ ବୋଝେଇ…

ବେଲଗୁଣ୍ଠା: ଦୁଇ ଲକ୍ଷ ଟଙ୍କାର ଶାଗୁଆନ୍ ଓ ଗମ୍ଭାରୀ କାଠ ବୋଝେଇ ବୋଲେରୋ ଜବତ କରିଛି ଗଞ୍ଜାମ ଜିଲ୍ଲାର ଘୁମୁସର ବନାଞ୍ଚଳ ଉପଖଣ୍ଡ ମୋବାଇଲ୍ ସ୍କ୍ଵାଡ୍ । ଏହି ପିକ୍ ଅପର ନମ୍ବର୍ ଓଡି ୨୦-୨୦୫୦। ଗାଡ଼ିର ଡ୍ରାଇଭର ଓ ବେପାରୀ ଜଙ୍ଗଲ ରାସ୍ତା ଦେଇ ଫେରାର୍ ହେବାରେ ସକ୍ଷମ ହୋଇଛନ୍ତି। ଉକ୍ତ ଗାଡ଼ିରେ ୧୫ଟି…

ବନ ବିଭାଗର ଚଢ଼ାଉ, ୪୦ ଖଣ୍ଡ ପଟା ସହ ୨…

ଫୁଲବାଣୀ: ଆଜି ପୁଇଗୁଡ଼ା ସ୍ଥିତ ପାଟଖଣ୍ଡା ମନ୍ଦିର ଜଙ୍ଗଲ ନିକଟରେ ବନବିଭାଗ ୪୦ଖଣ୍ଡ ପଟା ଜବତ କରିଛି । ଘଟଣା ସ୍ଥଳରୁ ୨ ଜଣ ପଟା କଟାଳିଙ୍କୁୁ ଗିରଫ କରିଛି ବନବିଭାଗ। ଗିରଫ ହୋଇଥିବା ୨ ଜଣ ପଟା କଟାଳି ହେଲେ ପୁଇଗୁଡ଼ା ଗ୍ରାମ ଓଡ଼ିଆ ସାହିାର ପ୍ରତାପ ପାଇକ ଓ ଆଦିବାସୀ ସାହିର ଦେବାନନ୍ଦ କପଟ ପାତ୍ର। ଏହି…