Odisha Link
Bridging the Missing Links in Odisha
Browsing Tag

World Cup

ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା;…

ଓଏଲ୍‌ ବ୍ୟୁରୋ: ଆଇସିସି ଦିନିକିଆ କ୍ରିକେଟ ମହାକୁମ୍ଭ ୨୦୨୩ରେ ଆଜି ନବମ ମୁକାବିଲା ଖେଳାଯିବ। ଦିଲ୍ଲୀରେ ଅପରାହ୍ନ ୨ଟାରେ ମୁହାଁମୁହିଁ ହେବେ ଭାରତ ଓ ଆଫଗାନିସ୍ତାନ। ପ୍ରଥମ ମ୍ୟାଚରେ କଙ୍ଗାରୁବାହିନୀ ପରାସ୍ତ କରି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ ଆଜି ଆଫଗାନିସ୍ତାନକୁ ହରାଇ ବିଜୟଧାରା…

ଜୁନ୍‌ ୪ରୁ ଟି-୨୦ ବିଶ୍ବକପ୍; ଭାଗ ନେବେ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇ ସାରିଲାଣି ୨୦୨୪ ଟି-୨୦ ବିଶ୍ବକପ୍‌ ପାଇଁ ପ୍ରସ୍ତୁତି। ପ୍ରକାଇ ପାଇଲା ୨୦୨୪ ଟି-୨୦ ମହାକୁମ୍ଭ ଖେଳସୂଚୀ। ଫଟାଫଟ୍‌ ମହାକୁମ୍ଭ ଜୁନ୍‌ ୪ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୩୦ ପର୍ଯ୍ୟନ୍ତ ଚାଲିବ। ମୋଟ ୧୦ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ୨୭ ଦିନରେ ମୋଟ ୫୫ଟି ମ୍ୟାଚ ଖେଳାଯିବ। ଗତ…

ଶ୍ରୀକ୍ଷେତ୍ରରେ ହକି ବିଶ୍ୱକପ ଟ୍ରଫିକୁ…

ଓଏଲ୍‌ ବ୍ୟୁରୋ : ହକି ବିଶ୍ୱକପକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଥିବାବେଳେ ହକି ବିଶ୍ୱକପର ଟ୍ରଫି ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିସାରିଛି। ଆଜି ଗୋଟିଏ ଦିନ ଟ୍ରଫିକୁ ପୁରୀରେ ଭ୍ରମଣ କରାଯିବା ଯୋଜନା ରହିଛି। ପ୍ରଥମେ ହକି ବିଶ୍ୱକପ ଟ୍ରଫିକୁ ସମୁଦ୍ରକୂଳ ପରେ ସିଂହଦ୍ୱାର ସମ୍ମୁଖକୁ ନିଆଯିବ। ଟ୍ରଫିକୁ…

ଚଳିତ ବର୍ଷ ହେବନି ଟି-୨୦ ବିଶ୍ବକପ୍,…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ଚଳିତବର୍ଷ ହେବ ନାହିଁ ୨୦୨୦ ଟି-୨୦ ବିଶ୍ବକପ୍। ଏନେଇ ଘୋଷଣା କରିଛି ଆଇସିସି।ଫଳରେ ଆଇପିଏଲ ଆୟାଜନକୁ ନେଇ ବିସିସିଆଇ ପାଇଁ ରାସ୍ତା ସଫା ହୋଇଗଲା। ଆଇସିସି କହିଛି ପୁରୁଷ ଟି-୨୦ ବିଶ୍ଵ କପ୍‌ ଆସନ୍ତାବର୍ଷ ଅକ୍ଟୋବର-ନଭେମ୍ବରେ ଆୟୋଜିତ ହେବ। ଏହାର ଫାଇନାଲ…

କ୍ରିକେଟ ବିଶ୍ବକପ୍‌ ଇତିହାସରେ କେତୋଟି…

ଭୁବନେଶ୍ବର: କ୍ରିକେଟ ବିଶ୍ବକପ୍‌ ୨୦୧୯ର ୧୧ ନମ୍ବର ମ୍ୟାଚ୍‌ ବର୍ଷାଜନିତ କାରଣରୁ ଖେଳା ହୋଇ ପାରିନଥିଲା। ଏହି ମ୍ୟାଚରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ଥିଲା। ବର୍ଷା କରାଣରୁ ଏହି ମ୍ୟାଚରେ ଟସ୍‌ ମଧ୍ୟ ପଡି ପାରିନଥିଲା। ଫଳରେ ଅମ୍ପାୟାର୍‌ ମ୍ୟାଚଟିକୁ ବାତିଲ ଘୋଷଣା କରିଥିଲେ।…