Odisha Link
Bridging the Missing Links in Odisha
Browsing Tag

World

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସାମିଲ…

ଓଏଲ୍‌ ବ୍ୟୁରୋ: ୨୦୨୪ ପାଇଁ ମିଳିତ ଜାତିସଂଘର ସାଧାରଣ ପରିଷଦରେ ବିଧିବଦ୍ଧ ନିର୍ବାଚିତ ପ୍ରକ୍ରିୟା ଶେଷ ହୋଇଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ନିର୍ବାଚିତ ହେଲେ ୫ ନୂଆ ଦେଶ। ଆଲଜେରିଆ, ଗୁଏନା, ସିଏରା ଲିଓନ, ସ୍ଲୋଭେନିଆ, ଦ.କୋରିଆ। ୨୦୨୪ ଜାନୁଆରୀ ୧ରୁ ଆଗାମୀ ୨ ବର୍ଷ ପାଇଁ ସଦସ୍ୟ ଭାବେ…

ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ, ରିକ୍ଟର…

ଓଏଲ୍‌ ବ୍ୟୁରୋ: ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡରେ ବଡ଼ ଧରଣର ଭୂମିକମ୍ପ ହୋଇଛି ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୭.୨ ରେକର୍ଡ କରାଯାଇଛି। ନ୍ୟୁଜିଲାଣ୍ଡରେ ହୋଇଥିବା ଏହି ବଡଧରଣର ଭୂକଂପରେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ସୂଚନା…

ଜାପାନରେ ଭୂକଂପ, ରିକ୍ଟର ସ୍କେଲରେ…

ଓଏଲ୍‌ ବ୍ୟୁରୋ : ଭୂକମ୍ପ ଝଟକାରେ ଦୋହଲିଲା ଜାପାନ। ଭୂମିକମ୍ପର ପ୍ରଭାବ ଜାପାନର ହୋକାଇଡୋ ଠାରେ ଅନୁଭୂତ ହୋଇଛି। ତେବେ ଜାପାନର ହୋକାଇଡୋ ଠାରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୬.୧। ଭୂକଂପର ଝଟକା ପରେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଆତଙ୍କ ଖେଳିଯାଇଛି ତେବେ। ଜାପାନର…

ଏଲନ୍‌ ମସ୍କ ପୁଣି ନମ୍ବର-୧

ଓଏଲ୍‌ ବ୍ୟୁରୋ: ଟ୍ବିଟର ମାଲିକାନା ହାତେଇବା ପରେ ଧନୀ ବ୍ୟକ୍ତି ତାଲିକାର ତଳକୁ ତଳ ଖସିଥିଲେ ଟେସ୍‌ଲାର ସିଇଓ ଏଲନ୍‌ ମସ୍କ। ଏବେ ପୁଣିଥରେ ବିଶ୍ବର ଧନୀ ବ୍ୟକ୍ତି ପାଲଟିଛନ୍ତି ଏଲନ୍‌ ମସ୍କ। ବ୍ଲୁମବର୍ଗ ରିପୋର୍ଟରୁ ଜଣାପଡ଼ିଛି, ୨୦୨୨ ମସିହାରେ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଆସନ ହରାଇ…

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ…

ଓଏଲ୍ ବ୍ୟୁରୋ : ପୁଣିଥରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ପ୍ରଭାବଶାଳୀ ମହିଳା ତାଲିକାରେ ସ୍ଥାନ ପାଇଲେ। ଫୋବର୍ସ ପକ୍ଷରୁ ପ୍ରକାଶ ପାଇଛି ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକା। ଫୋବର୍ସ ପକ୍ଷରୁ ହୋଇଥିବା ତାଲିକାରେ ୩୬ତମ ସ୍ଥାନରେ ରହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବରୁ…

କରୋନା କବଳରେ ସାରା ବିଶ୍ବ : ମୃତ୍ୟୁହାର…

ନୂଆଦିଲ୍ଲୀ : କରୋନା ଭୂତାଣୁ କବଳରେ ସାରା ବିଶ୍ୱ । ମୋଟ ୨୧୩ ଦେଶକୁ ବ୍ୟାପିଛି ମହାମାରି କରୋନା। ବର୍ତ୍ତମାନ କୋଭିଡ୍‌ ମୃତ୍ୟୁହାର ୯ ଲକ୍ଷ ୩୨ ହଜାରକୁ ବୃଦ୍ଧି ପାଇଛି । ଏଥିସହିତ ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୪ ଲକ୍ଷ ୩୩ ହଜାର ୪୪୭କୁ ପହଞ୍ଚିଛି ଓ ୨କୋଟି ୧୨ ଲକ୍ଷ ୬୪ ହଜାର…

କରୋନା ଭାଇରସ୍: ୫ ମାସରେ ୫୦ ଲକ୍ଷରୁ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତିତ। ୨୦୧୯ ଡିସେମ୍ବର ମାସରେ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ କବଳରେ ସାରା ବିଶ୍ବରେ ଆଜି ସୁଦ୍ଧା ୫ ମିଲିୟନ୍‌ ବା ୫୦ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି। ଓ୍ବାଲ୍ଡମିଟର ତଥ୍ୟ ଅନୁଯାୟୀ, ପାଞ୍ଚ ମାସ ତଳେ ଏହି…

ଧୋକା ଦେଲା ଚାଇନା ମାଲ, କାମ କରୁନି ୫୦…

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କାୟା ବିସ୍ତାର କରୁଛି ମହାମାରୀ କରୋନା ଭାଇରସ୍। ଏପରିକି ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ସୁଦ୍ଧା ଦେଶରେ ୧୨,୦୦୦ରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାରି ମଧ୍ୟରେ ଭାରତ ଚୀନଠାରୁ ଦେଢ଼ କୋଟି ପିପିଇ କିଟସ୍‌ର…

ବିଶ୍ବରେ ୨୦ ଲକ୍ଷ କରୋନା ଆକ୍ରାନ୍ତ,…

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଛି। ଏ ରିପୋର୍ଟ ଲେଖାହେବା ବେଳକୁ ବିଶ୍ବରେ ମୋଟ ୨୦ ଲକ୍ଷ ୮ ହଜାର ୧୬୪ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୧,୨୭,୧୫୨ ଜଣଙ୍କର ଅଦ୍ୟାବଧି ମୃତ୍ୟୁ ହୋଇ ସାରିଲାଣି। ଯଦି ହାରାହାରି…

ଆମେରିକାରେ କରୋନା: ୫ ଲକ୍ଷରୁ ଅଧିକ…

ଓଏଲ୍‌ ବ୍ୟୁରୋ: ବିଶ୍ବରେ ଅଜି ସୁଦ୍ଧା ପ୍ରାୟ ୧୮ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇଥବା ବେଳେ ୧ ଲକ୍ଷ ୧୦ ହଜାର ଜଣ ପ୍ରାଣ ହରାଇଲେଣି। ସଂକ୍ରମଣ ତାଲିକାରେ ପୂର୍ବରୁ ବିଶ୍ବରେ ଏକ ନମ୍ବର ସ୍ଥାନରେ ଥିବା ଆମେରିକା ଆଜି ଇଟାଲିକୁ ଟପି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବିଶ୍ବରେ ସର୍ବାଗ୍ରେ ରହିଛି। ଆମେରିକାରେ ୫…