Odisha Link
Bridging the Missing Links in Odisha
Browsing Tag

young man

ପୋଖରୀରେ ବୁଡ଼ି ଯୁବକ ମୃତ

ବଲାଙ୍ଗୀର: ଆଜି ଜଣେ ଯୁବକ ପୋଖରୀରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି ପୁଇଁତଲା ବ୍ଲକର ସାଉନ୍ତପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶିକାବେହେଙ୍ଗା ଗ୍ରାମରେ ଘଟିଛି। ମୃତକ ହେଲେ ଅନିଲ କୁମାର ତ୍ରିପାଠୀ । ପ୍ରକାଶ ଯେ, ଅନିଲ ଆଜି ସକାଳ ୧୦ଟା ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେ…

ପୋଖରୀରେ ବୁଡ଼ି ଜଣେ ଯୁବକ ମୃତ

ପାଇକମାଳ: ପୋଖରୀରେ ବୁଡ଼ି ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ବିଶ୍ବାମିତ୍ର ଭୋଇ। ତାଙ୍କର ବୟସ ୫୨ ବର୍ଷ ।ଏହି ଦୁର୍ଘଟଣାଟି ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଛେତେଙ୍ଗା ପଞ୍ଚାୟତ ବ୍ରାହ୍ମଣଢିହି ଗ୍ରାମର ଏକ ପୋଖରୀରେ ଘଟିଛି। ସୂଚନାଅନୁସାରେ , ବିଶ୍ଵାମିତ୍ର ଗତକାଲି ଦିନ ସକାଳୁ ଗାଁ…

ପାଣି ପାଇଁ ମୃତ୍ୟୁ ବରଣ କଲେ ଯୁବକ

ଜୟପୁର : ମରିଗଲା ମାନବିକତା। ପାଣି ଟୋପାଏ ପାଇଁ ଟଳି ପଡ଼ିଲେ ଯୁବକ। ଏହି ଅଭାବନୀୟ ଘଟଣାଟି କୋରାପୁଟ ଜିଲ୍ଲା ଜୟପୁର ସହରରେ ଘଟିଛି। ସୂଚନା ଅନୁସାରେ, ଶୁକ୍ରବାର ଦିନ ୧୧ଟା ୧୫ ବେଳେ ଜୟପୁର ୱେଲକମ ଛକ ନିକଟରେ ଜଣେ ଅପରିଚିତ ଯୁବକ ଅସୁସ୍ଥ ହୋଇ ରାସ୍ତାରେ ପଡ଼ିଥିବା ନେଇ ଖବର ପାଇଥିଲା ଟାଉନ ଥାନା…