ୟୁଟ୍ୟୁବର ନୂଆ ସିଇଓ ହେଲେ ନୀଲ ମୋହନ
ଓଏଲ୍ ବ୍ୟୁରୋ : ୟୁଟ୍ୟୁବର ନୂଆ ସିଇଓ ହେଲେ ଜଣେ ଭାରତୀୟ ବଂଶୋଦ୍ଭବ। ୟୁଟ୍ୟୁବର ସିଇଓ ସୁସାନ ନିଜ ପଦରୁ ଇସ୍ତଫା ଦେଇଥିବା ଜଣା ପଡିଥିଲା। ସିଇଓ ସୁସାନଙ୍କ ଇସ୍ତଫା ଦେବା ପରେ ଚିଫ ପ୍ରଡକ୍ଟ ଅଫିସର ଥିବା ଭାରତୀୟ ନୀଲ ମୋହନ ହେବେ ୟୁଟ୍ୟୁବର ନୂଆ ସିଇଓ। ପ୍ରାୟ ୯ ବର୍ଷ ଦାୟିତ୍ବ ସମ୍ଭାଳିବା ପରେ ସୁସାନ…