Odisha Link
Bridging the Missing Links in Odisha
Browsing Category

Uncategorized

ବିଜେପି ସହ ମେଣ୍ଟ ଭାଙ୍ଗିଲା ଏଆଇଏଡିଏମକେ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ। ଏଥିପାଇଁ ଏବେଠି ଆରମ୍ଭ ହେଲାଣି ଗଠବନ୍ଧନ ଚର୍ଚ୍ଚା। ରାଜନୈତିକ ଦଳ ଗୁଡ଼ିକ ଗଠବନ୍ଧନ କରିବାରେ ଲାଗିଛନ୍ତି। ଅନ୍ୟପଟେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ଏନଡିଏ ମେଣ୍ଟରୁ ଏଆଇଏଡିଏମକେ ଅଲଗା ହୋଇଯାଇଛି ବୋଲି ଆଜି…

ଏସିଆନ୍‌ ଗେମ୍ସ : ଚୀନରେ ଭାରତୀୟ ମହିଳା…

ଓଏଲ୍‌ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଦ୍ବିତୀୟ ଦିନର ଖେଳ ଆରମ୍ଭରୁ ହିଁ ଭାରତକୁ ମିଳିଛି ପ୍ରଥମ ସ୍ବର୍ଣ୍ଣ ପଦକ। ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ଆଜି ଭାରତ ପାଇଛି ସ୍ୱର୍ଣ୍ଣ ପଦକ। ଭାରତର ଐଶ୍ୱର୍ଯ୍ୟ ପ୍ରତାପ ସିଂ…

ଚାକିରି ଦେବା ନାଁରେ ୩୫ ଲକ୍ଷ ଠକେଇ…

ଓଏଲ୍‌ ବ୍ୟୁରୋ: ଆଜିକାଲି ବିଭିନ୍ନ ଉପାୟ ଅବଲମ୍ବନ କରି ଠକ ମାନେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ବ୍ୟାଙ୍କ ସାମ୍ନାରୁ ମାରଣାସ୍ତ୍ର ଦେଖାଇ ତ କେତେବେଳେ ଅନଲାଇନ ଠକେଇ। କେତେବେଳେ ଚାକିରୀ ଦେବା ବାହାନାରେ ତ କେବେ ଆଡ଼ମିସନ କରିବା ଉପାୟ କହି ଠକେଇ କରୁଛନ୍ତି। ତେବେ ବର୍ତ୍ତମାନ ଚାକିରି ଦେବାକୁ…

ବିଧାନସଭା ମୌସୁମୀ ଅଧିବେଶନ: ତ୍ରିସ୍ତରୀୟ…

ଓଏଲ୍‌ ବ୍ୟୁରୋ: ସେପ୍ଟେମ୍ବର ୨୨ରୁ ଅର୍ଥାତ ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ୩ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବା ନେଇ ସୂଚନା ରହିଛି। ବିଧାନସଭା ମୌସୁମୀ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା…

ବ୍ୟାଟିଂ ବିପର୍ଯ୍ୟୟ: ୨୬୬ରେ ଟିମ୍‌…

ଓଏଲ୍‌ ବ୍ୟୁରୋ: ଏସିଆ କପ୍‌ ୨୦୨୩ର ପ୍ରଥମ ମୁକାବିଲା ଖେଳୁଥିବା ଟିମ୍‌ ଇଣ୍ଡିଆ ଅଲ୍‌ଆଉଟ୍। ପାକିସ୍ତାନ ବିପକ୍ଷ ମୁକାବିଲାରେ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୮ ଓଭର ୫ ବଲ ଖେଳି ଅଲଆଉଟ୍‌ ହୋଇଛି। ପାଣ୍ଡ୍ୟାଙ୍କ ୮୭ ଓ ଇଶାନ କିଶନଙ୍କ ୮୨ ରନ ବଳରେ ଟିମ ଇଣ୍ଡିଆ ୪୮.୫ ଓଭରରେ ସମସ୍ତ …

ଘୂର୍ଣ୍ଣିବଳୟ ପ୍ରଭାବ: ଆଗାମୀ ୧୨ଘଣ୍ଟା…

ଓଏଲ୍‌ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାର ଆଶଙ୍କା କରାଯାଉଛି। ଆସନ୍ତା ୧୮ ତାରିଖ ବେଳକୁ ଲଘୁଚାପ ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ ୭.୬ କିମି…

ଜଗା ଦର୍ଶନ କଲେ ଅର୍ଥମନ୍ତ୍ରୀ ନିର୍ମଳା…

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସିଂହଦ୍ବାର ସାମ୍ନାରେ ମୁଣ୍ଡିଆ ମାରିଥିଲେ ନିର୍ମଳା। କିଛି ସମୟ ମନ୍ଦିରରେ ରହି ପୂଜାର୍ଚ୍ଚନା କରିଥିଲେ। କୌଳିକ ପଣ୍ଡା ଅର୍ଥମନ୍ତ୍ରୀଙ୍କୁ…

ଭତ୍ତା ଲୋଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ

ଓଏଲ୍‌ ବ୍ୟୁରୋ: ଜୁଲାଇ ମାସରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକ। ଯାହାଫଳରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଏବେ ଭତ୍ତା ଲୋଡ଼ି ପୁଣିଥରେ ଚର୍ଚ୍ଚାର ପରିସରରେ ଦିଲ୍ଲୀପ ପଟ୍ଟନାୟକ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁତୁରା, ଡାକ୍ତର ଜର୍ଜ…

ଶିମିଳିପାଳରେ ସର୍ଚ୍ଚ ଅପରେସନ ଜାରି,…

ଓଏଲ୍‌ ବ୍ୟୁରୋ: ଶିମିଳିପାଳରେ ୨ ବନ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ଶିମିଳିପାଳରେ ୨ ବନ ଅଧିକାରୀଙ୍କୁ ହତ୍ୟା ପରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଶିମିଳିପାଳରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି। ସର୍ଚ୍ଚ ଅପରେସନ ସମୟରେ ୨୧ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫଦାରି ନେଇ ମୟୂରଭଞ୍ଜ ଏସପି ବି.…

୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ନିଯୁକ୍ତି ଦିଆଯାଇଥିବା ସୂଚନାର ରହିଛି। ୧୪ ଜଣ ନୂତନ ଅଧ୍ୟକ୍ଷ: ଅନୁଗୁଳ ଜିଲ୍ଲା- ସଦାଶିବ ନାୟକ ବାଲେଶ୍ବର- ମଦନ ମୋହନ ମାଝୀ…