ଦିଲ୍ଳୀରେ ୨୦୦ ୟୁନିଟ୍‌ ବିଜୁଳି ବ୍ୟବହାର ମାଗଣା କଲେ କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର। କାରଣ ଦିଲ୍ଲୀରେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ମାଗଣା କରିଛନ୍ତି ଦିଲ୍ଲୀ ସରକାର। ଏନେଇ ଆଜି (ଗୁରୁବାର) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଘୋଷଣା କରିଛନ୍ତି। ଦିଲ୍ଲୀ ଇଲେକ୍ଟ୍ରିସିଟି ରେଗୁଲେଟୋରି କମିସନ୍‌ ଘରୋଇ ସଂଯୋଗ ନିମନ୍ତେ ସ୍ଥାୟୀ ଦେୟ ୮୪%ଯାଏଁ ପ୍ରତିଶତ ହ୍ରାସ କରି ଗ୍ରାହକମାନଙ୍କ ଉପରୁ ବୋଝ ହାଲୁକା କରିବାର ଦିନକ ପରେ ମୁଖ୍ୟମନ୍ତ୍ରୀ ନିଶୁଳ୍କ ବିଜୁଳି ବ୍ୟବହାର ଘୋଷଣା କରିଛନ୍ତି। ୨୦୨୦ ଫେବୃଆରି ମାସରେ ଦିଲ୍ଲୀରେ ବିଧାନସଭା … Continue reading ଦିଲ୍ଳୀରେ ୨୦୦ ୟୁନିଟ୍‌ ବିଜୁଳି ବ୍ୟବହାର ମାଗଣା କଲେ କେଜ୍ରିଓ୍ଵାଲ୍‌