ବିନା ଅନୁମତିରେ ଓଡ଼ିଆରେ ନକଲ

ଭୁବନେଶ୍ବର: ବିନା ଅନୁମତିରେ ପ୍ରସିଦ୍ଧ ମଲାୟଲମ ଚଳଚ୍ଚିତ୍ର ‘ହେଲେନ୍’ର କାହାଣୀ (ପ୍ରାୟ ଫ୍ରେମ୍‌ ଟୁ ଫ୍ରେମ୍) ଓ ପୋଷ୍ଟର୍‌ ନକଲ କରି କୁଖ୍ୟାତି ଅର୍ଜନ କରିଥିବା ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମୋନାଲିସା’ ଆଇନର ଜାଲରେ ଛନ୍ଦି ହୋଇପାରେ। ନକଲ ନେଇ ଜଣାପଡ଼ିବା ପରେ ଏହାର ସ୍ବତ୍ବ (ରାଇଟ୍ସ) ହାତେଇଥିବା ବୋନି କପୁରଙ୍କ ସଂସ୍ଥା ‘ବେଭିୟୁ ପ୍ରୋଜେକ୍ଟସ ଏଲ୍‌ଏଲ୍‌ପି’ ଆଇନର ଆଶ୍ରୟ ନେବାକୁ ଅଣ୍ଟା ଭିଡ଼ିଛି। ଜି-ସାର୍ଥକ ଫିଲ୍ମସ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ମୋନାଲିସା’ ଆସନ୍ତା … Continue reading ବିନା ଅନୁମତିରେ ଓଡ଼ିଆରେ ନକଲ