ନୟାଗଡ଼: ପରୀ ମାମଲାରେ ସଅଳ, ଏମାନଙ୍କ ପାଇଁ ମଠ କାହିଁକି?

ନୟାଗଡ଼: ଚଳିତ ବର୍ଷ ଜିଲ୍ଲାରେ ସବୁଠୁ ଚର୍ଚିତ ଅପରାଧ ଭାବେ ପରିଚିତ କୁନିଝିଅ ପରୀ ହତ୍ୟାକାଣ୍ଡକୁ ନେଇ ନୟାଗଡ଼ରୁ ନୂଆଦିଲ୍ଲୀ ଯାଏଁ ଚହଳ ପଡ଼ିଥିଲା। ସରକାର ଏ ନେଇ ସ୍ବତନ୍ତ୍ର ତଦନ୍ତ ଦଳ (SIT) ଗଠନ କରି ମାମଲାର ତ୍ବରିତ ସମାଧାନ କରିଥିଲେ। ମାତ୍ର ଦୁଇ ସପ୍ତାହ ମଧ୍ୟରେ ହତ୍ୟାକାଣ୍ଡର ପଛର କାରଣ ଖୋଜିବା ସହ ହତ୍ୟାକରୀକୁ ଧରିଥିଲେ ଏସ୍‌ଆଇଟି। ଏହା ପରେ ପରୀକୁ ନେଇ ଲାଗିରହିଥିବା ରାଜନୈତିକ ଉଷ୍ମତା ବି ଶିଥିଳ ହୋଇଯାଇଥିଲା। ତେବେ ବିଡ଼ମ୍ବନାର … Continue reading ନୟାଗଡ଼: ପରୀ ମାମଲାରେ ସଅଳ, ଏମାନଙ୍କ ପାଇଁ ମଠ କାହିଁକି?